ବିରାଟ ଙ୍କ ବୟାନ ପରେ ତାତି ଉଠିଲେ ଏହି ପୂର୍ବ ଅଧିନାୟକ,କହିଲେ- କୋହଲି ସେ ସମୟରେ ଜନ୍ମ ହୋଇନଥିଲେ, କିନ୍ତୁ

ବିରାଟ କୋହଲି ବର୍ତମାନ ଭାରତୀୟ କ୍ରିକେଟ ଟିମ ର ତିନି ଗୋଟି ଫର୍ମଟ ର କ୍ୟାପଟେନ ଅଟନ୍ତି I ସେ ଡାହାଣ ହାତ ର ବ୍ୟାଟ୍ସମ୍ୟାନ ଅଟନ୍ତି I ଏବଂ ଦୁନିଆ ର ସର୍ବ ଶ୍ରେଷ୍ଟ ଖେଳାଳି ମଧ୍ୟ ଅଟନ୍ତି I 2008 ରେ ସେ 19 ବର୍ଷ ଆୟୁ ରେ ଭାରତୀୟ କ୍ରିକେଟ ବିଶ୍ୱକପ ରେ କ୍ୟାପଟେନ ରହିଥିଲେ I ଏବଂ IPL ରେ ମଧ୍ୟ ରୟାଲ ଚାଲେଞ୍ଜର ଟିମ ର ପ୍ରତିନିଧିତ୍ୱ କରିଥାନ୍ତି I

ରବିବାର ଦିନ ଭାରତ ଓ ବାଂଲାଦେଶ ମଧ୍ୟ ରେ ହେଇଥିବା ମ୍ୟାଚ ରେ ବାଂଲାଦେଶ 46 ରନ ବ୍ୟବଧାନ ରେ ପରାଜିତ ହେଇଥିଲା I ଏହି ମ୍ୟାଚ ଟି କଲିକତା ର ଇଡେନ ଗାର୍ଡେନ ରେ ଆୟୋଜିତ ହେଇଥିଲା I

ରବିବାର ଦିନ ଭାରତ ଓ ବାଂଲାଦେଶ ମଧ୍ୟ ରେ ଦୁଇଟି ଟେଷ୍ଟ 2-0 ରେ ଭାରତ ବିଜୟ ରହିଛି I ଏବଂ ଚମ୍ପିୟାନ ହେଇଚି ମଧ୍ୟ I

ବିଗତ ଅନେକ ସମୟ ହେବ ଭାରତୀୟ ଟିମ ଆଇସିସି ଟେଷ୍ଟ ରାଙ୍କ ରେ ନମ୍ବର ୱାନ ଟିମ ହେଇଥିଲା I ଆଇସିସି ଟେଷ୍ଟ ଚାମ୍ପିୟାନସିପ ରେ ଭାରତୀୟ ଟିମ ବାଂଲାଦେଶ , ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ଟିମ କୁ ହରାଇଥିଲା I ଏଥିରୁ ଆପଣ ଅନୁମାନ କରିପାରୁଥିବେ ଭାରତୀୟ ଟିମ କେତେ ମଜବୁତ ଅଟେ I

ବିରାଟ କୋହଲି ଙ୍କ ପୂର୍ବ ରୁ କୌଣସି ବି କ୍ୟାପଟେନ ଏପରି ଟେଷ୍ଟ ମ୍ୟାଚ ରେ ଏତେ ବିଜୟ ହାସିଲ କରିପାରି ନ ଥିଲେ I ଏପରି କ୍ଷେତ୍ର ରେ ଭାରତୀୟ ଟିମ ର କ୍ୟାପଟେନ ବିରାଟ କୋହଲି BCCI ର ଅଦକ୍ଷ ଓ ଟିମ ର ପୂର୍ବ କ୍ୟାପଟେନ ସୌରଭ ଗାଙ୍ଗୁଲି ଙ୍କ ର ପ୍ରଶଂସା କରିଛନ୍ତି I ଭାରତୀୟ ଟିମ ର ବିଜୟ ର ସୀଢୀ ଦାଦା ତାଙ୍କ ସମୟ ରେ ହିଁ କରିଥିଲେ କିନ୍ତୁ ବିରାଟ ଙ୍କ ଦ୍ୱାରା ଦିଆଯାଇଥିବା ବୟାନ କୁ ନେଇ ପୂର୍ବ କ୍ୟାପଟେନ ସୁନୀଲ ଗାଭାସ୍କର ବିରକ୍ତି ପ୍ରକାଶ କରିଥିଲେ I ତେବେ ସୁନୀଲ ଗାଭାସ୍କର କଣ କହିଲେ ଆସନ୍ତୁ ଜାଣିବେ I

ପୂର୍ବ କ୍ୟାପଟେନ ବିରାଟ କୋହଲି ନିଜ ର ପ୍ରତିକ୍ରିୟା ରେ କହିଥିଲେ ସୌରଭ ଗାଙ୍ଗୁଲି ଙ୍କ ର ଟିମ ପୂର୍ବ ରୁ ଅନେକ ମ୍ୟାଚ ଖେଳିଛନ୍ତି ଏବଂ ସେ ସମୟ ରେ କିଛି ମ୍ୟାଚ ରେ ମଧ୍ୟ ବିଜୟ ହାସିଲ କରିଥିଲେ I ଲୋକ ଙ୍କ ର କହିବା ଅନୁସାରେ 90 ଦଶକ ରେ କ୍ରିକେଟ ର ଆରମ୍ଭ ହେଇଥିଲା କିନ୍ତୁ 1970 ରୁ ନେଇ 1987 -88 ମଧ୍ୟ ରେ ଭାରତୀୟ ଟିମ ଅନେକ ଐତିହାସିକ ପଦକ୍ଷପ ନେଇଛି I ବିରାଟ କୋହଲି ସେ ସମୟ ରେ ଜନ୍ମ ହେଇ ନ ଥିଲେ କିନ୍ତୁ ସେ ସମୟ ରେ ଭାରତୀୟ କ୍ରିକେଟ ଟିମ ର ରେକର୍ଡ ମଧ୍ୟ ବେଶ ଭଲ ରହିଛି I