ବିରାଟ କୋହଲିଙ୍କ ଭାଉଜଙ୍କ ସାମ୍ନାରେ ଅନୁଷ୍କାଙ୍କର ସୁନ୍ଦରତାବି ଫିକା ପଡିଯିବ, ଦେଖନ୍ତୁ ଆପଣ ନିଜେ ଜାଣି ପାରିବେ

ଭାରତୀୟ କ୍ରିକେଟ ଦଳ ର ଅଧିନାୟକ ବିରାଟ କୋହଲି ଙ୍କ ର ପରିଚୟ ର କୌଣସି ଆବଶ୍ୟକତା ନାହିଁ ତେବେ ସେ ବଲିଉଡ ର ଅଭିନେତ୍ରୀ ଅନୁସ୍ଖାଙ୍କୁ ବିବାହ କରିବା ପରେ ବେଶ ଲୋକପ୍ରିୟତା ବି ପାଇଛନ୍ତି I କିନ୍ତୁ ଆପଣ ଜାଣି ଆଶ୍ଚଯ୍ୟ ହେବେ କି ଅନୁସ୍ଖା ଙ୍କ ଅପେକ୍ଷା ବିରାଟ ଙ୍କ ଭାଉଜ ଦେଖିବାଉ ଆହୁରି ସୁନ୍ଦର ଅଟନ୍ତି I

ଜାଣିରଖନ୍ତୁ କି ବିରାଟ ହେଉଛନ୍ତି ଦୁଇ ଭାଇ ବିରାଟ କୋହଲି ଓ ବିକାଶ କୋହଲି , ବିକାଶ ବିରାଟ ଙ୍କ ର ବଡ଼ ଭାଇ ଅଟନ୍ତି I ମିଡ଼ିଆ ରିପୋର୍ଟ ଅନୁସାରେ ଦେଖିବା ଯଦି ବିରାଟ ଙ୍କ ର ଭାଉଜ ଚେନତା ସର୍ବଦା ସୋସିଆଲ ମିଡ଼ିଆ ରେ ଆକ୍ଟିଭ ରହିଥାନ୍ତି ଓ ଦେଖିବାକୁ ବି ଅନୁସ୍ଖା ଙ୍କ ଠାରୁ ଆହରି ଅଧିକ ସୁନ୍ଦର ଅଟନ୍ତି I

ବିରାଟ ଗୋଟେ ପଟେ ଭାରତୀୟ କ୍ରିକେଟ ଦଳ ର ଅଧିନାୟକ ତ ଅନ୍ୟପଟେ ବିକାଶ ଦିଲ୍ଲୀ ର ଜଣେ ବଡ଼ ବ୍ୟବସାୟୀ ଅଟନ୍ତି I ଏବଂ ନିଜ ର ଦୁହେଁ ନିଜ ନିଜ ର ବ୍ୟକ୍ତିଗତ ଜୀବନ କୁ ନେଇ ବେଶ ବିଳାସପୁରଣ ଜୀବନ ଅତିବାହିତ କରିବା ର ଦେହିବାକୁ ମିଳିଛି I

ଦେଖିବାକୁ ଗଲେ ଚେତନା ଓ ବିକାଶ ଙ୍କ ର ପୁଅ ବି ଅଛି ଯାହାଙ୍କ ର ନାମ ଆର୍ଯ୍ୟ କୋହଲି I ଦେଖିବାକୁ ଗଲେ ଚେତନା ସର୍ବଦା ନିଜ ଘର ପରିବାର ସହ ହିଁ ରହିଥାନ୍ତି I ଦେଖିବାକୁ ଗଲେ ଚେତନା ସର୍ବଦା ନିଜ ପାତି ବିକାଶ ଙ୍କ ସହ ଫୋଟୋ ସୋସିଆଲ ମିଡ଼ିଆ ରେ ସେୟାର କରିବାକୁ ନେଇ ଚର୍ଚା ରେ ରହିଥାନ୍ତି I କିନ୍ତୁ ଯଦି ତାଙ୍କ ର ସୁନ୍ଦରତା ର କଥା ଦେଖିବା ତ ସେ ଅନୁସ୍ଖା ଙ୍କ ଠାରୁ ବି ଦେଖିବାଉ ଆହୁରି ସୁନ୍ଦର ଅଟନ୍ତି I