ବିରାଟ କହିଲେ ମାଂସ ଖାଇବା ଛାଡିବାରୁ ମତେ ମିଳିଲା ଏହି ବିଶେଷ ଫାଇଦା, ଜାଣନ୍ତୁ ଆପଣଙ୍କ କାମରେ ମଧ୍ୟ ଆସି ପରେ

ବିଗତ ଦିନ ରେ ମୁମ୍ବାଇ ରେ ଏକ ଇଣ୍ଟରଭିୟୁ ରେ ଟିମ ଇଣ୍ଡିଆ ର କ୍ୟାପଟେନ ବିରାଟ କୋହଲି ଏହା କହିଛନ୍ତି କି ସାକାହାରୀ ହେବା ର ବିଶେଷ ଫାଇଦା ରହିଛି I କ୍ୟାପଟେନ ବିରାଟ କୋହଲି ନିଜେ ଏହା ସ୍ୱୀକାର କରିଛନ୍ତି କି 2016 ରେ ସେ ମାଂସ ସେବନ କରିବା ବନ୍ଦ କରିବା କୁ ନିଷ୍ପତି ନେଇଥିଲେ I ଏବଂ ବିରାଟ କୋହଲି ଏହି ଇଣ୍ଟରଭିୟୁ ରେ ଏହା ମଧ୍ୟ ପରିପ୍ରକାଶ କରିଛନ୍ତି କି ଦେଢ଼ ବର୍ଷ ହେବ ସେ ସାକାହାରୀ ହେଇ ରହିଛନ୍ତି I

ସେ ଏହା ମଧ୍ୟ କହିଛନ୍ତି କି ଜାନୁୟାରୀ 2016 ରେ IPL ର ଶେଷ ଟେଷ୍ଟ କ୍ରିକେଟ ର ଆରମ୍ଭ ସମୟ ରେ 5 ରୁ 6 ମାସ କ୍ରିକେଟ ଖେଳିଥିଲେ I ସେ ସମୟ ରେ ମୁ ଲିଫ୍ଟ କରିବା ଆରମ୍ଭ କରିଥିଲି I ସେ ସମୟ ରେ ବିରାଟ ଅଧିକ ଲାଲ ମାଂସ ଖାଉଥିଲେ ଏବଂ ସେ ସମୟ ସେ ପୂର୍ବ ଫିଟ୍ନେସ ଟ୍ରେନର ଶଙ୍କର ବାସୁ ଙ୍କ ର ମତାମତ ନେଇଥିଲେ I

ବାସୁ ବିରାଟ ଙ୍କୁ ଅନେକ କିଛି ଫିଟ୍ନେସ ର ଉପାୟ କହିଥିଲେ I ବିରାଟ ଏହା ମଧ୍ୟ କହିଥିଲେ କି ସେ ନିରାମିଷ ଭୋଜନ କରିବା ପରେ ବର୍ତମାନ ନିଜ କୁ ଅଧିକ ଫିଟ ରଖିପାରିଛନ୍ତି I ଏବଂ କ୍ରିକେଟ ମୈଦାନ ରେ ମଧ୍ୟ ସେ ବେଶ ଭଲ ଖେଳ ପ୍ରଦର୍ଶନ କରିପାରୁଛନ୍ତି I ବିରାଟ କୋହଲି ବର୍ତମାନ କ୍ୟାପଟେନ ଥିବା ସମୟ ରେ ଟିମ ଇଣ୍ଡିଆ ପାଁଇ ଅନେକ ବଡ଼ ବଡ଼ ରେକର୍ଡ କରିପାରିଛନ୍ତି I