ବିରାଟ କୋହଲି କହିଲେ- ଯୁବରାଜଙ୍କ ପରି ଏହି ଖେଳାଳିଙ୍କର କ୍ୟାରିୟର ବି ହୋଇପାରେ ଶେଷ, ଜାଣନ୍ତୁ କିଏ ଏହି ମହାନ ଖେଳାଳି

ଏହି କଥା ତ ଆପଣ ବି ଜାଣିଥିବେ କି କ୍ରିକେଟ ଦୁନିଆ ରେ ଏପରି ଅନେକ ଖେଳାଳି ଅଛନ୍ତି ଯେଉଁ ଲୋକ ଙ୍କ ର ଖେଳ ପ୍ରଦର୍ଶନ ଖୁବ ସୁନ୍ଦର ଅଟେ I ତେବେ ଆଜି ଆମେ ଯେଉଁ ଖେଳାଳି ଙ୍କ ବିଷୟ ରେ କହିବାକୁ ଯାଉଛେ ତାଙ୍କ ବିଷୟ ରେ ବିରାଟ କୋହଲି କହିଛନ୍ତି କି ଯୁବରାଜ ଙ୍କ ପରି ଆଉ ଜଣେ କ୍ରିକେଟର ଙ୍କ ର କ୍ୟାରିୟର ଶେଷ ହେବାକୁ ଯାଉଛି I

ଏହା ତ ଆପଣ ଜାଣିଥିବେ ଭାରତୀୟ ଦଳ ରେ ଅନେକ ଖେଳାଳି ନିଜ ର ଖରାପ ଖେଳ ପ୍ରଦର୍ଶନ କାରଣ ରୁ ତାଙ୍କ କ୍ୟାରିୟର ରେ ପୂର୍ଣ୍ଣଛେଦ ପଡିଯାଇଛି I ଯାହାଙ୍କ ବିଷୟ ରେ ଆପଣ ଅନେକ ସମୟ ରେ ଖବର ପାଇଥାନ୍ତି I ବିଗତ ଦିନ ରେ ଯୁବରାଜ ଙ୍କ ର ଖେଳ ପ୍ରଦର୍ଶନ ବି ଖୁବ ଅକର୍ମକଃ ଥିଲା କିନ୍ତୁ 2011 ରେ କ୍ୟାନ୍ସର ପରି ରୋଗ ରେ ପଡିବା ପରେ ତାଙ୍କ କ୍ୟାରିୟର ରେ ବି ଖରାପ ସମୟ ର ଆରମ୍ଭ ହେଇଯାଇଥିଲା I ପୂର୍ବ ରୁ ଯୁବରାଜ ଦଳ କୁ ଅନେକ ବିଜୟ କରାଇଛନ୍ତି କିନ୍ତୁ ଏହା ସତ୍ୱେ ବି ବର୍ତମାନ ଯୁବରାଜ ଙ୍କ ର ଖରାପ ଖେଳ ପ୍ରଦର୍ଶନ କୁ ନେଇ ତାଙ୍କ କ୍ୟାରିୟର ସମାପ୍ତ ପ୍ରାୟ ହେଇଯାଇଛି I

ତେବେ ଆଜି ଆମେ ଆଉ ଯେଉଁ ଖେଳାଳି ଙ୍କ ବିଷୟ ରେ କହିବାକୁ ଯାଉଛେ ସେ ବି ଜଣେ ସଫଳ ଖେଳାଳି ଅଟନ୍ତି ଏବଂ ତାଙ୍କ ନାମ ହେଉଛି ସୁରେଶ ରାଇନା I ସେ ଦୀର୍ଘ ସମୟ ରୁ ଦଳ ରୁ ବାହାରେ ଅଛନ୍ତି I ଏବଂ ଯୁବରାଜ ଙ୍କ ପରି ତାଙ୍କ କ୍ୟାରିୟର ରେ ବି ପୂର୍ଣ୍ଣଛେଦ ପଡିଯାଇଛି I 2018 ରେ ଇଂଲଣ୍ଡ ବିପକ୍ଷ ରେ ଶେଷ ମ୍ୟାଚ ଖେଳିବା ପରେ ସେ ଆଉ ଦଳ ରେ ଖେଳିବା ର ସୁଯୋଗ ପାଇ ନ ଥିଲେ I ନମ୍ବର ଚାରି ରେ ଆମ୍ବଟି ରାଇଡ଼ୁ ଭଲ ଖେଳ ପ୍ରଦର୍ଶନ କରୁଛନ୍ତି ଏବଂ ସେ ତାଙ୍କ ସ୍ଥାନ ରେ ଅଛନ୍ତି I