ୱେଷ୍ଟଇଣ୍ଡିଜ ସହ ଭାରତର ୱାନଡେ ସିରିଜର ଦଳର ହେଲା ଘୋଷଣା, ଦଳକୁ ଫେରିଲେ ଏହି ପୁରୁଣା ଖେଳାଳି

ଭାରତୀୟ ଟିମ ନିଜ ର ଆଗାମୀ ସିରିଜ କେଉଁ ଟିମ ବିପକ୍ଷ ରେ ଖେଳିବ ଏହା ର ଘୋଷଣା ହେଇଯାଇଛି I ଭାରତୀୟ ଟିମ ନିଜ ର ଆଗାମୀ ଏକ ଦିବସୀୟ ମ୍ୟାଚ ୱେଷ୍ଟଇଣ୍ଡିଜ ସହ ଖେଳିବ I ଉଭୟ ଟିମ ମଧ୍ୟ ରେ ହେବାକୁ ଥିବା ଏକ ଦିବସୀୟ ମ୍ୟାଚ ର ଆରମ୍ଭ ଆଗାମୀ ଡିସେମ୍ବର ମାସ ରେ ଅର୍ଥାତ 15 ଡିସେମ୍ବର ରେ ଆରମ୍ଭ ହେବ I


ଭାରତ ଦଳ
ରୋହିତ ଶର୍ମା , ଶିଖର ଧାୱନ , ବିରାଟ କୋହଲି , କେଏଲ ରାହୁଲ , ଋଷବ ପଂତ , ଶ୍ରେୟସ ଅୟର,ଶ୍ରୀଭମାନ ଦୁବେ, କେଦାର ଯାଦବ,ମଣିସ ପାଣ୍ଡେ, ରବୀନ୍ଦ୍ର ଜାଡେଜା , ଭୁବନେଶ୍ୱର କୁମାର , ୟୁଜବେନ୍ଦ୍ର ଚହଲ , କୁଲଦୀପ ଯାଦବ ଓ ଦୀପକ ଚହର, I