ଘରେ ଝିଟିପିଟି ଦେଖିଲେ ତା ଉପରେ ତୁରନ୍ତ ପକାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ, ହେବ ଧନର ଅପାର ବର୍ଷା

ସାଧାରଣ ଭାବ ରେ ପ୍ରତୋକ ଲୋକେ ତାଙ୍କ ଘର ଝିଟିପିଟି ଦେଖିଥାନ୍ତି କିନ୍ତୁ ଜାଣିନାହାନ୍ତି ଏହି ବିଷାକ୍ତ ଝିଟିପିଟି ଏଙ୍କ ସୁଭାତ୍ୱ ର କାରକ ହେଇଥାଏ I ଜୋତିଷଶାସ୍ତ୍ର ଅନୁସାରେ ଏହି ଝିଟିପିଟି ର ବିଶେଷ ମହତ୍ୱ ରହିଥାଏ ଏପରି କି କିଛି ମନ୍ଦିର ରେ ବି ଏହି ଝିଟିପିଟି କୁ ପୂଜା କରାଯାଇଥାଏ I ତେବେ ଆଜି ଚାଲନ୍ତୁ ଆଲୋଚନା କରିବା ଝିଟିପିଟି ର କଣ ରହିଛି ଏହି ସୁଭତ୍ୱ I


ଝିଟିପିଟି ଦେଖିବା ରେ ଶୁଭ
ଘରେ ଦେଖାଯାଉଥିବା ଏହି ଝିଟିପିଟି ଆପଣ ଙ୍କ ର ଆଗାମୀ ଭବିଷ୍ୟତ ରେ ହେବାକୁ ଥିବା ଘଟଣା ସମ୍ପର୍କ ରେ ଅନେକ ସଂକେତ ଦେଇଥାନ୍ତି I ଶାସ୍ତ୍ର ଅନୁସାରେ ଦିନ ରେ ଭୋଜନ ସମୟ ରେ ଯଦି କୌଣସି ଝିଟିପିଟି ର ଶବ୍ଦ ଶୁଣନ୍ତି ତ ଏହା ଆଗାମୀ ସମୟ ରେ ଆପଣ ଙ୍କ ପାଁଇ କୌଣସି ଶୁଭ ଘଟଣା ର ସଂକେତ ହେଇଥାଏ I


ଯଦି ଝିଟିପିଟି ଝଗଡା କରିବାର ଦେଖିବେ ତ ଜାଣି ରଖନ୍ତୁ କି ଆପଣ ଙ୍କ ର ଆଗାମୀ ସମୟ ରେ ନିଶ୍ଚିତ କିଛି ଦୁଃଖ ସମୟ ଆସିବାକୁ ଯାଉଛି I ତେବେ ଆଜି ଆମେ ଏହି ଝିଟିପିଟି ଉପରେ କିଛି ପୁରାନିକ କଥା ବସ୍ତୁ ସମ୍ପର୍କିତ କଥା କହିବାକୁ ଯାଉଛୁ ଯାହା ଆପଣ ଙ୍କ ପାଁଇ ଲାଭକାରୀ ହେବ I

ଝିଟିପିଟି ଦେଖିବା ମାତ୍ରେ କରନ୍ତୁ ଏହି ଉପାୟ


ଯଦି ଆପଣ ଝିଟିପିଟି ଦେଖୁଛନ୍ତି ତ ଆପଣ ଭଗବାନ ଙ୍କ ପାଖ ରେ ଥିବା ଚାଉଳ ଆଣି ଝିଟିପିଟି ଉପରେ ପକାଇ ଦିଅନ୍ତୁ ଏପରି କରିବା ଦ୍ୱାରା ଆପଣ ଙ୍କ ର ମନୋକାମନା ବି ଉପରାଣ ହେଇଥାଏ ଏବଂ ଧନ ସମ୍ବନ୍ଧିତ ବି ସବୁ ସମସ୍ୟା ଦୂର ହେଇଥାଏ I