ସାଧାରଣ ଭାବ ରେ ପ୍ରତୋକ ଲୋକେ ତାଙ୍କ ଘର ଝିଟିପିଟି ଦେଖିଥାନ୍ତି କିନ୍ତୁ ଜାଣିନାହାନ୍ତି ଏହି ବିଷାକ୍ତ ଝିଟିପିଟି ଏଙ୍କ ସୁଭାତ୍ୱ ର କାରକ ହେଇଥାଏ I ଜୋତିଷଶାସ୍ତ୍ର ଅନୁସାରେ ଏହି ଝିଟିପିଟି ର ବିଶେଷ ମହତ୍ୱ ରହିଥାଏ ଏପରି କି କିଛି ମନ୍ଦିର ରେ ବି ଏହି ଝିଟିପିଟି କୁ ପୂଜା କରାଯାଇଥାଏ I ତେବେ ଆଜି ଚାଲନ୍ତୁ ଆଲୋଚନା କରିବା ଝିଟିପିଟି ର କଣ ରହିଛି ଏହି ସୁଭତ୍ୱ I
ଘରେ ଦେଖାଯାଉଥିବା ଏହି ଝିଟିପିଟି ଆପଣ ଙ୍କ ର ଆଗାମୀ ଭବିଷ୍ୟତ ରେ ହେବାକୁ ଥିବା ଘଟଣା ସମ୍ପର୍କ ରେ ଅନେକ ସଂକେତ ଦେଇଥାନ୍ତି I ଶାସ୍ତ୍ର ଅନୁସାରେ ଦିନ ରେ ଭୋଜନ ସମୟ ରେ ଯଦି କୌଣସି ଝିଟିପିଟି ର ଶବ୍ଦ ଶୁଣନ୍ତି ତ ଏହା ଆଗାମୀ ସମୟ ରେ ଆପଣ ଙ୍କ ପାଁଇ କୌଣସି ଶୁଭ ଘଟଣା ର ସଂକେତ ହେଇଥାଏ I

ଝିଟିପିଟି ଦେଖିବା ମାତ୍ରେ କରନ୍ତୁ ଏହି ଉପାୟ
ଯଦି ଆପଣ ଝିଟିପିଟି ଦେଖୁଛନ୍ତି ତ ଆପଣ ଭଗବାନ ଙ୍କ ପାଖ ରେ ଥିବା ଚାଉଳ ଆଣି ଝିଟିପିଟି ଉପରେ ପକାଇ ଦିଅନ୍ତୁ ଏପରି କରିବା ଦ୍ୱାରା ଆପଣ ଙ୍କ ର ମନୋକାମନା ବି ଉପରାଣ ହେଇଥାଏ ଏବଂ ଧନ ସମ୍ବନ୍ଧିତ ବି ସବୁ ସମସ୍ୟା ଦୂର ହେଇଥାଏ I