ଜାଣନ୍ତୁ IAS ଓ IPS ମଧ୍ୟରେ କେଉଁ ପୋଷ୍ଟ ଅଧିକ ପାୱାରଫୁଲ ଅଟେ ଆଉ କାହାକୁ ମିଳିଥାଏ କେତେ ଦରମା

UPSC ପରୀକ୍ଷା ସବୁଠାରୁ କଠିନ ହେଇଥାଏ I UPSC ର ପୁରା ନାମ ହେଉଛି ୟୁନିୟନ ପବ୍ଲିକ ସର୍ଭିସ କମିଶନ I ପ୍ରତୋକ ବର୍ଷ ସାରା ଦେଶ ରୁ ଲକ୍ଷ ଲକ୍ଷ ସଂଖ୍ୟା ରେ ବିଦ୍ୟାର୍ଥୀ ଏହି ପଦବୀ ପାଁଇ ଆବେଦନ କରିଥାନ୍ତି I ଏବଂ ଏହି UPSC ପରୀକ୍ଷା ରେ ପାସ ହେଲେ ହିଁ ଆପଣ IAS ଓ IPS ହେଇପାରିବେ I

କିଏ ହେଇଥାନ୍ତି IAS
ଯଦି IAS କଥା ଦେଖିବା ତେବେ ଏହା ର ପୁରା ନାମ ହେଉଛି ଇଣ୍ଡିଆନ ଆଡ୍ମିନିସ୍ତରେଟିଭ ସର୍ଭିସ I IAS ପରୀକ୍ଷା ରେ ପାସ ହେଲେ ହିଁ ଆପଣ ବ୍ୟୁରୋକରେସି ରେ ଏଣ୍ଟ୍ରି କରିଥାନ୍ତି I ଏବଂ ଯେଉଁମାନେ IAS ହେଇଥାନ୍ତି ସେମାନେ ବିଭିର୍ନ ମନ୍ତ୍ରାଳୟ ଓ ଜିଲ୍ଲା ର ମୁକ୍ଷ୍ୟ ହେଇଥାନ୍ତି I

କିଏ ହେଇଥାନ୍ତି IPS
IPS କଥା ଦେଖିବାକୁ ଗଲେ ଏହା ର ପୁରା ନାମ ଇଣ୍ଡିଆନ ପୋଲିସ ସର୍ଭିସ ହେଇଥାଏ I ଏହା ପୋଲିସ ୟୁନିଟ ର ବଡ଼ ଅଫିସର ହେଇପାରିବେ I ଆପଣ ଏହି ପଦବୀ ଦ୍ୱାରା ଡିଜିପି , ଇଣ୍ଟେଲିଜେନ୍ସି , ବ୍ୟୁରୋ , ସିବିଆଇ ଆଦି ପଦବୀ ହାସିଲ କରିଥାନ୍ତି I ଏହା ର 3 ଗୋଟି ଶ୍ରେଣୀ ରହିଥାଏ ଯାହା କି ପ୍ରିମଇଷ , ମେନ୍ସ ଓ ଇଣ୍ଟରଭିୟୁ ହେଇଥାଏ I

ଏହା ହେଇଥାଏ IAS ଓ IPS ମଧ୍ୟ ରେ ଅନ୍ତର
IAS ସର୍ବଦା ଫର୍ମାଳ ଡ୍ରେସ ରେ ରହିଥାନ୍ତି ଓ ତାଙ୍କ ର କୌଣସି ଡ୍ରେଶକୋଡ଼ ନ ଥାଏ I କିନ୍ତୁ IPS ଅଫିସର ଡିଉଟି ସମୟ ରେ ୟୁନିଫର୍ମ ବାଧ୍ୟତା ମୂଳକ ଅଟେ I ଜଣେ IPS ପୁରା ପୋଲିସ ଫୋର୍ସ କୁ ପରିଚାଳିତ କରିଥାନ୍ତି I

କଣ ହେଇଥାଏ IAS ଓ IPS ର କାମ
ଜଣେ IAS ଅଫିସର ଙ୍କ ର କାନ୍ଧ ରେ ଲୋକ ପ୍ରଶାସନ ଓ ନୀତି ନିର୍ମାଣ ଆଦି ଦାଇତ୍ୱ ରହିଥାଏ I ଏବଂ IPS ଅଫିସର ଆଇନି ବ୍ୟବସ୍ତା କୁ ନିୟନ୍ତ୍ରଣ କରି ଅପରାଧ କମାଇବାକୁ କାର୍ଯ୍ୟ କରିଥାନ୍ତି I

ଡିପାର୍ଟମେଣ୍ଟ ଓ ଦରମା
IAS ଅଫିସର ସରକାରୀ ବିଭାଗ ଓ ମନ୍ତ୍ରାଳୟ ର କାର୍ଯ୍ୟ ସମ୍ଭାଳିଥାନ୍ତି ଓ IPS ଅଫିସର ପୋଲିସ ବିଭାଗ ର ଦାଇତ୍ୱ ସମ୍ଭାଳିଥାନ୍ତି I ତେଣୁ ବିଭାଗ ଅନୁସାରେ ଦରମା ନିର୍ଧାରିତ କରାଯାଇଥାଏ I IAS ଅଫିସର ର ଦରମା 56,100 ରୁ 2.5 ଲକ୍ଷ ପ୍ରତି ମାସ ରେ ହେଇଥାଏ I

ସେହିପରି ଜଣେ IPS ଅଫିସର ର ଦରମା ପ୍ରତି ମାସ ରେ 56,100 ରୁ 2,25,000 ଟଙ୍କା ହେଇଥାଏ I ପଦବୀ ଅନୁସାରେ ଦରମା ରେ I ଏବଂ ଏକ ଜିଲ୍ଲା ର IPS କୁ ଏସିପି ମଧ୍ୟ କରାଯାଇଥାଏ I

କିଏ ଅଧିକ ପାୱାରଫୁଲ
ଦେଖିବାକୁ ଗଲେ ଉଭୟ ଅଫିସର ଉଚ ସ୍ତର ର ଅଟନ୍ତି I କିନ୍ତୁ ଏକ ଡିଏମ ରୂପେ IAS ଙ୍କର ପାୱାର ଅଧିକ ହେଇଥାଏ I ଏବଂ IPS କେବଳ ନିଜ ବିଭାଗ ର ହିଁ ଦାଇତ୍ୱ ପୁରା କରିଥାନ୍ତି I

Share Your Comments Below