ଯେଉଁ ଘରେ ମହିଳା ମାନେ କରିଥାନ୍ତି ଏହି କାମ, ସେହି ଘରକୁ କେବେବି ଆସନ୍ତି ନାହିଁ ମା ଲକ୍ଷ୍ମୀ

ଭାରତୀୟ ସଂସ୍କୃତି ରେ ଘର ର ଝିଅ ବୋହୁ ଙ୍କୁ ଲକ୍ଷ୍ମୀ ସ୍ୱରୂପ ମାନ୍ୟତା ରହିଛି I ତେଣୁ ଯଦି ଝିଅ ବୋହୁ କିଛି ଶୁଭ କାର୍ଯ୍ୟ କରିଥାନ୍ତି ତେବେ ଘରେ ସୁଖ ସମୃଦ୍ଧି ବଜାୟ ରହିଥାଏ I ତେଣୁ ଘର ର ଶୁଭ କାର୍ଯ୍ୟ ରେ ଘର ର ଝିଅ ବୋହୁ ଙ୍କୁ ବିଶେଷ ମହତ୍ୱ ପ୍ରଦାନ କରାଯାଇଥାଏ I ଝିଅ ବୋହୁ ଙ୍କୁ କର୍ମ ଅନୁସାରେ ହିଁ ଫଳ ଭୋଗିବାକୁ ପଡିଥାଏ I ଆଜି ଆମେ ଆପଣ ଙ୍କୁ କିଛି ଏପରି ଉପାୟ ବିଷୟ ରେ କହିବାକୁ ଯାଉଛୁ ଯାହା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହେଇଥାନ୍ତି I

ଘରେ ସଠିକ ସଫାସୁତରା ନ ରଖିବା
ଏହା ତ ଆପଣ ଜାଣିଥିବେ ଯେଉଁ ଘର ସଫାସୁତରା ରହିଥାଏ ସେହି ଘରେ ହିଁ ମାତା ଲକ୍ଷ୍ମୀ ଙ୍କ ର ବାସ ରହିଥାଏ I ଯେଉଁ ଘର ଅପରିଷ୍କାର ରହିଥାଏ ସେହି ଘର କୁ ମାତା ଲକ୍ଷ୍ମୀ ଙ୍କ ର ଆଗମନ ହେଇ ନ ଥାଏ I ଯେଉଁ ଘରେ ଝିଅ ବୋହୁ ଘର କୁ ସଫାସୁତରା ରଖନ୍ତି ନାହିଁ ସେହି ଘରେ ମାତା ଲକ୍ଷ୍ମୀ ଙ୍କ ର ଆଗମନ ହେଇ ନ ଥାଏ I

ଝାଡୁ ର ଅପମାନ
ଧାର୍ମିକ ମାନ୍ୟତା ଅନୁସାରେ ଝାଡୁ କୁ ଦେବୀ ଲକ୍ଷ୍ମୀ ଙ୍କ ର ସ୍ୱରୂପ ବୋଲି ମାନ୍ୟତା ରହିଛି I ଅନେକ ସମୟ ରେ ଘର ଲୋକେ ତଳେ ପଡିଥିବା ଝାଡୁ କୁ ଗୋଡ଼ ରେ ଆଡେଇ ରଖିଥାନ୍ତି ଏହା ଦ୍ୱାରା ମଧ୍ୟ ସେହି ଘରେ ମାତା ଲକ୍ଷ୍ମୀ ଙ୍କ ର କୋପ ଦୃଷ୍ଟି ପଡିଥାଏ I ତେଣୁ ଝାଡୁ କୁ ଘର ର ଏକ କୋଣ ରେ ରଖିବା ଉଚିତ I

ଘର କୁ ଆସିଥିବା ଅତିଥି ଙ୍କ ର ଅପମାନ
ଅତିଥି ଭଗବାନ ଙ୍କ ର ତୁଲ୍ୟ ହେଇଥାନ୍ତି ତେଣୁ ଘର କୁ ଆସିଥିବା ଅତିଥି ଙ୍କ ର କେବେ ହେଲେ ଅପମାନ କରନ୍ତୁ ନାହିଁ I ଯାହା ଦ୍ୱାରା ଆପଣ ଭଗବାନ ଙ୍କ ର କୃପା ପ୍ରାପ୍ତି ର ବଂଚିତ ହେଇଥାନ୍ତି I

ଘର ର ଦୁଆର କୁ ଗୋଡ଼ ଲଗାନ୍ତୁ ନାହିଁ
ନାରୀ ଙ୍କୁ କେବେ ହେଲେ ଘର ଦୁଆର କୁ ଗୋଡ଼ ରେ ଖୋଲିବା ଉଚିତ ନୁହେଁ I ଏହା ଦ୍ୱାରା ମଧ୍ୟ ମାତା ଲକ୍ଷ୍ମୀ କ୍ରୋଧିତ ହେଇଥାନ୍ତି I

ଦୁଆର ବନ୍ଧ ରେ ବସନ୍ତୁ ନାହିଁ
ଘର ର ବୋହୁ ଙ୍କୁ କେବେ ହେଲେ ଘର ର ଦୁଆର ବନ୍ଧ ରେ ବସିବା ଉଚିତ ନୁହେଁ I କାରଣ ଶାସ୍ତ୍ର ଅନୁସାରେ ଘର ର ଦୁଆର ବନ୍ଧ ର ବିଶେଷ ମହତ୍ୱ ରହିଛି I

ରାତି ରେ ଅଇଁଠା ବାସନ ରଖନ୍ତୁ ନାହିଁ
ଧାର୍ମିକ ମାନ୍ୟତା ଅନୁସାରେ ରୋଷେଇ ଘର ର ବିଶେଷ ମହତ୍ୱ ରହିଛି ରୋଷେଇ ଘର ସଫାସୁତରା ରହିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହେଇଥାନ୍ତି , ତେଣୁ ଘର ର ସୁଖ ସମୃଦ୍ଧି ବୃଦ୍ଧି କରିବାକୁ ହେଲେ ଆପଣ ରାତି ରେ ଅଇଁଠା ବାସନ ଘରେ ରଖନ୍ତୁ ନାହିଁ I

ରୋଷେଇ କରି ସାରିବା ପରେ ଚୁଲି ଉପରୁ ବାସନ ବାହାର କରିଦିଅନ୍ତୁ
ରୋଷେଇ କରିସାରିବା ପରେ ଆଉ ଚୁଲି ଉପରେ ବାସନ ରଖନ୍ତୁ ନାହିଁ I ଭୋଜନ ସାରିବା ପରେ ବାସନ ଗୁଡିକ ଚୁଲି ଉପରୁ ବାହାର କରିଦିଅନ୍ତୁ I