ମାର୍କେଟକୁ ଆସିବାକୁ ଯାଉଛି ଯାମାହା କମ୍ପନୀର ନୂଆ ସ୍କୁଟି, ଫିଚର ଆଉ ଦାମ ଶୁଣିଲେ ଆପଣ ଖୁସି ହୋଇଯିବେ

ଏପରି ତ ୟମଃହ ମୋଟର କମ୍ପାନୀ ଅନେକ ସ୍ପୋର୍ଟ୍ସ ବାଇକ ବଜାର ରେ ଲଞ୍ଚ କରିଛି I କିନ୍ତୁ ଆଗାମୀ ସମୟ ରେ ଏହି କମ୍ପାନୀ ଏକ ନୂଆ ସ୍କୁଟି ଲଞ୍ଚ କରିବାକୁ ଯାଉଛି I ଏହା ଦେଖିବାକୁ ସମ୍ପୂର୍ଣ ଭିର୍ନ ଅଟେ I ଏହି ସ୍କୁଟି ରେ ଯେଉଁ ଫିଚର ରହିଛି ତାହା ମଧ୍ୟ ଅନ୍ୟ ଠାରୁ ସମ୍ପୂର୍ଣ ଭିର୍ନ ଅଟେ I ଯାହା ଦ୍ୱାରା କି ଅନ୍ୟ ସ୍କୁଟି ଗୁଡିକ ଏହି ନୂଆ ସ୍କୁଟି ଆଗ ରେ ଫିକା ପଡ଼ିଯିବ I

ସୂଚନା ଅନୁସାରେ ୟମଃହ କମ୍ପାନୀ ଏକ ନୂଆ ସ୍କୁଟି ବଜାର ରେ ଲଞ୍ଚ କରିବାକୁ ଯାଉଛି I ଯାହା ର ଫୋଟୋ ସୋସିଆଲ ମିଡ଼ିଆ ରେ ମଧ୍ୟ ଭାଇରଲ ହେବାରେ ଲାଗିଛି I ଆପଣ ମଧ୍ୟ ଏହି ଫୋଟୋ ରେ ସ୍କୁଟି ର ଲୁକ ଦେଖିପାରୁଥିବେ I କମ୍ପାନୀ ଏହି ସ୍କୁଟି ରେ କିଛି ବିଶେଷ ଫିଚର ଯୋଡ଼ିଛି I ଏବଂ ଏହା ବଜାର ରେ ବେଶ ଚର୍ଚା ରେ ରହିବ ବୋଲି ମଧ୍ୟ ଅନୁମାନ କରାଯାଉଛି I

ତିନି ଗୋଟି ଚକ ଥିବା ସ୍କୁଟି
ସୂଚନା ଅନୁସାରେ ଏହି ସ୍କୁଟି ର 2 ଗୋଟି ନୁହେଁ 3 ଗୋଟି ଚକ ରହିଛି I ଯାହା କୁ ନେଇ ଲୋକ ଙ୍କ ମଧ୍ୟ ରେ ବେଶ ଉତ୍ସୁକତା ଦେଖିବାକୁ ମିଳିଛି I କମ୍ପାନୀ ଏହି ସ୍କୁଟି ର ନାମ TRICITY 300 ରଖିଛି I ତେବେ ସ୍କୁଟି ଟି କୁ ଯେ କେହି ବି ଦେଖୁଛନ୍ତି ପସନ୍ଦ କରୁଛନ୍ତି I

ଟୋକୟ ମୋଟର ସୋ ରେ ଦେଖିବାକୁ ମିଳିଛି ଏହି ସ୍କୁଟି
2019 ରେ ଟୋକୀୟ ମୋଟର ସୋ ରେ କମ୍ପାନୀ ଦ୍ୱାରା ଏହି ସ୍କୁଟି ଦେଖିବାକୁ ମିଳିଛି I ଏହା ପରେ ଲୋକେ ଏହା କୁ କିଣିବାକୁ ବେଶ ଉତ୍ସୁକତା ଦେଖାଇଛନ୍ତି I କିନ୍ତୁ ଏହା ସ୍ପଷ୍ଟ ହେଇନାହିଁ କି ଏହା କେବେ ବଜାର ରେ ଲଞ୍ଚ କରିବାକୁ ଯାଉଛି I କିନ୍ତୁ କମ୍ପାନୀ ତରଫରୁ କୁହାଯାଇଛି କି ଖୁବ ଶୀଘ୍ର ଏହା ବଜାର ରେ ଲଞ୍ଚ କରିବ I

ନିର୍ଧାରଣ କରାଯାଇନାହିଁ
ଏହି ନୂଆ ଫିଚର ଥିବା ସ୍କୁଟି ର ବର୍ତମାନ ସୁଦ୍ଧା କୌଣସି ମୂଲ୍ୟ ନିର୍ଧାରଣ କରାଯାଇନାହିଁ I ଯାହା କୁ ନେଇ ଲୋକ ଙ୍କ ମଧ୍ୟ ରେ ଅଧିକ ଉତ୍ସୁକତା ଦେଖିବାକୁ ମିଳିଛି I ମାର୍କେଟ କୁ ଆସିବା ପୂର୍ବ ରୁ ଲୋକେ ଏହା ର ଫିଚର ବିଷୟ ରେ ଜାଣିବାକୁ ବେଶ ଅଧିକ ଉତ୍ସୁକ ଅଟନ୍ତି I ଏବଂ ଲୋକେ ଏହି ସ୍କୁଟି କମ୍ପାନୀ ର ନୂଆ ଘୋଷଣା କୁ ଅପେକ୍ଷ୍ୟା କରି ରହିଛନ୍ତି I