ସବୁଠାରୁ ବଡ ଖବର ଶକ୍ତିମିଶ୍ର ଏବେ ଅସୁସ୍ଥ ସଙ୍କଟାପନ୍ନ ଅବସ୍ଥାରେ ଭର୍ତ୍ତିହେଲେ ICU ରେ | ତେବେ ନିଜର କଣ୍ଠର ଯାଦୁଗରିରେ ଅଗଣିତ ଫ୍ୟାନ ସୃଷ୍ଟି କରିଥିବା କଣ୍ଠ ଶିଳ୍ପୀ ଶକ୍ତି ମିଶ୍ର ଅସୁସ୍ଥ ହୋଇପଡିଛନ୍ତି ଲିଭର ଶିରାସ ସହିତ ହାର୍ଟ ଓ କିଡ୍ନୀ ସମସ୍ୟାରେ ପୀଡିତ ହୋଇ ରବିବାର ଠାରୁ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରେ ଭର୍ତି ହୋଇଛନ୍ତି ଶକ୍ତି ମିଶ୍ର |
ତାଙ୍କୁ ICU ରେ ରଖା ଯାଇଛି ଏକ ଡାକ୍ତରୀ ଟିମ ତାଙ୍କୁ ତାଙ୍କୁ ସ୍ୱତନ୍ତ୍ର ଭାବେ ଚିକିତ୍ସା କରୁଥିବର ସୂଚନା ଦେଇଛନ୍ତି ତାଙ୍କ ପତ୍ନୀ ନାମିତ ମିଶ୍ର | ଶକ୍ତି ମିଶ୍ର 90 ଦଶକରୁ ଅତ୍ୟାଵଧି ନିଜ ଗତ ଓ ଆଲବମ ଜଗତରେ କଣ୍ଠ ଶିଳ୍ପୀ ଭାବରେ ତାମାତମ ଜାହିର କରି ଆସିଛନ୍ତି ମୋର ଭୁଗୋଳରେ ଭଲ ହେଉଥିଲା, ହାଏ ହାଏ ଗଜରା ବୟସର ରାଜ ପଥରେ ତୋର ଲମ୍ବା ବେଣୀ ଓ ମେଘରେ ମେଘ ପ୍ରଭୁତି ଅନେକ ହିଟ ଆଲବମ ରେ କଣ୍ଠ କରି ଦର୍ଶକମାନଙ୍କ ନିକଟରେ ନିଜର ଏକ ଅଲଗା ପ୍ରକାରର ସ୍ଥାନ ବନାଇବାରେ ସଫଳ ହୋଇପାରିଛନ୍ତି ଶକ୍ତି ମିଶ୍ର |
ତେବେ ବର୍ତମାନ ସମୟରେ ଓଡିଶା ବାସୀଙ୍କ ପାଇଁ ଏଟା ଗୋଟେ ବଡ ଦୁଃଖର ଖବର କି ଶକ୍ତି ମିଶ୍ରଙ୍କ ଭଳି ଏକ ବଡ ଗୀତିକାର ସଙ୍କଟାପନ୍ନ ଅବସ୍ଥାରେ ଅଛନ୍ତି ଭଗବାନ କରନ୍ତୁ ସେ ଜଲ୍ଦି ସୁସ୍ଥ ହୋଇ ଘରକୁ ଫେରି ଆସନ୍ତୁ ଏହା ହିଁ ଜଗନ୍ନାଥ ଙ୍କ ନିକଟରେ ପ୍ରାଥନା ତେବେ ଆପଣଙ୍କୁ ଶକ୍ତି ମିଶ୍ର କେମିତି ଲାଗନ୍ତି ଓ ତାଙ୍କ ପାଇଁ ଭଗବାନ ଙ୍କ ନିକଟରେ ପ୍ରାଥନା କରନ୍ତୁ ଯେ ସେ ଜଲ୍ଦି ଭଲ ହୋଇ ଫେରି ଆସନ୍ତୁ |