ଓଡ଼ିଆ ସିରିଏଲ ଅଭିନେତା Jagjit Pal (ସ୍ଵାତିକ)ଙ୍କ Girlfriend ଓ ପରିବାର, ଆଗରୁ ଦେଖିନ ଥିବେ

ନମସ୍କାର ବନ୍ଧୁଗଣ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ନୂଆ ବୋହୂ ଧାରାବାହିକଟିକୁ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ। ତାହେଲେ ବନ୍ଧୁଗଣ ଏହି ଧାରାବାହିକରେ ହିରୋ ଭାବରେ ଅଭିନୟ କରିଥିବା ଶାତ୍ୱିକ୍ ଙ୍କୁ ଆପଣମାନେ ତ ବେଶ୍ ଭଲ ଭାବରେ ଜାଣିଥିବେ। ତେବେ ବନ୍ଧୁଗଣ ଆପଣମାନେ ଜାଣିଛନ୍ତି କି ଶାତ୍ୱିକ୍ ଙ୍କର ପ୍ରକୃତ ଗାର୍ଲଫ୍ରେଣ୍ଡ୍ କିଏ, ସେ ପ୍ରକୃତରେ କାହାକୁ ଭଲ ପାଉଛନ୍ତି ଏବଂ ତାଙ୍କ ପରିବାରର କେଉଁ କେଉଁମାନେ ଅଛନ୍ତି।


ଯଦି ଜାଣିନାହାଁନ୍ତି ତେବେ ଆସନ୍ତୁ ଏହି ବିଷୟରେ ସଂପୂର୍ଣ୍ଣ ଖବର ଜାଣିବା। ଶାତ୍ୱିକ୍ ଙ୍କର ପ୍ରକୃତ ନାମ ହେଉଛି ଜଗଜିତ୍ ପାଲ୍। ସେ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ନୂଆ ବୋହୂ ଧାରାବାହିକରେ ଶାତ୍ୱିକ୍ ଙ୍କ ଚରିତ୍ରରେ ଅଭିନୟ କରୁଥିଲେ।


ଏହି ଧାରାବାହିକରେ ରାଧିକା ଆଉ ଶାତ୍ୱିକ୍ ଙ୍କ ଲଭ୍, ରୋମାନ୍ସକୁ ଦେଖିବା ପାଇଁ ସାରା ସାରା ଓଡ଼ିଶାର ଦର୍ଶକମାନେ ବେଶ୍ ପସନ୍ଦ କରନ୍ତି, ଯାହାଦ୍ଵାରା ଏହି ଧାରାବାହିକଟି ସାରା ଓଡ଼ିଶାର ନମ୍ୱର୍ ୧ ଧାରାବାହିକ ହୋଇ ପାରିଛି କିନ୍ତୁ ଏହି ଧାରାବାହିକଟିକୁ ବର୍ତ୍ତମାନ ସମୟରେ ବନ୍ଦ୍ କରିଦିଆଯାଇଛି ଏବଂ ଏହି ଧାରାବାହିକ ବଦଳରେ ଆପଣମାନେ ଗୋଟିଏ ନୂଆ ଧାରାବାହିକ ଦେଖିବାକୁ ପାଉଥିବେ |


ଯାହାର ନାଁ ରହିଛି ଝିଅ ଆମର ନୂଆ ବୋହୂ। ତେବେ ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ଏହି ଧାରାବାହିକରେ ରାଧିକା ଆଉ ଶାତ୍ୱିକ୍ ଅଭିନୟ କରୁନାହାଁନ୍ତି କିନ୍ତୁ ଯାହା ସୋସିଆଲ ମିଡିଆରେ ଶୁଣିବାକୁ ମିଳୁଛି ଯେ ଖୁବ୍ ଶୀଘ୍ର ରାଧିକା ଆଉ ଶାତ୍ୱିକ୍ ଗୋଟିଏ ନୂଆ ଧାରାବାହିକରେ ଅଭିନୟ କରିବା ପାଇଁ ଯାଉଛନ୍ତି। ସେହି ଧାରାବାହିକଟିର ନାଁ ରହିଛି ବନ୍ଧନ ଜନ୍ମ ଜନ୍ମର। ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ଏହି ଧାରାବାହିକର ସୁଟିଂ ଜୋର୍ ସୋର୍ ରେ ଚାଲୁଅଛି।


ଦର୍ଶକ ବନ୍ଧୁ ଶାତ୍ୱିକ୍ ଙ୍କ ପରିବାରରେ ତାଙ୍କ ବାପା, ମା ଓ ତାଙ୍କର ଗୋଟିଏ ସାନ ଭଉଣୀ ମଧ୍ୟ ଅଛନ୍ତି। ଶାତ୍ୱିକ୍ ତାଙ୍କ ଘରର ବଡ଼ ପୁଅ ହୋଇଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି। ଶାତ୍ୱିକ୍ ଗୋଟିଏ ଇଣ୍ଟର୍ଭ୍ୟୁରେ କହିଥିଲେ ସେ ତାଙ୍କର ବର୍ତ୍ତମାନ କେହି ଗାର୍ଲଫ୍ରେଣ୍ଡ୍ ନାହାଁନ୍ତି, ସେ ବର୍ତ୍ତମାନ ସମୟରେ ସିଙ୍ଗଲ ଅଛନ୍ତି ଆଉ ସେ ବର୍ତମାନ ନିଜ କ୍ୟାରିୟର ଉପରେ ଫୋକସ୍ କରୁଛନ୍ତି।