ବହୁତ ବଡ଼ ହେଇ ଗଲେଣି ଏହି ବାଲ୍ୟ କଳାକାର ମାନେ, ଏବେ ଦେଖିଲେ ଆପଣ ଚିହ୍ନି ପାରିବେ ନାହିଁ, ଦେଖନ୍ତୁ

14ନଭେମ୍ବର ଦିନ ଶିଶୁ ଦିବସ ରୂପେ ପାଳନ କରାଯାଇଥାଏ I କାରଣ ପିଲାମାନେ ଛୋଟ ଥିବା ସମୟ ରେ ସେମାନେ ଅନେକ କିଛି କଥା ଶିଖିଥାନ୍ତି ମଧ୍ୟ I ଏଠାରେ କିଛି ପ୍ରୋଗ୍ରାମ ର ମଧ୍ୟ ଆୟୋଜନ ହେଇଥାଏ I ଆଜି ଆମେ 90 ଦଶକ ର କିଛି ଲୋକପ୍ରିୟ କଳାକାର ଙ୍କ ବିଷୟ ରେ କହିବାକୁ ଯାଉଛୁ I

90 ଦଶକ ର ବାଲ୍ୟ କଳାକାର
90 ଦଶକ ର ଏହି ବାଲ୍ୟ କଳାକାର ଙ୍କୁ ଆପଣ ଅନେକ ସିରିଏଲ ରେ ଦେଖିଥିବେ I ସିରିଏଲ କରିସ୍ମା ଙ୍କ କରିସ୍ମା ହେଉ କି ସୋନପରି କି ଫ୍ରୁଟି ହେଇ I ସାକା ଲାକା ବୁମ ବୁମ ର ସଂଜୁ ମଧ୍ୟ ଜଣେ ଲୋକପ୍ରିୟ ବାଲ୍ୟ କଳାକାର ଅଟନ୍ତି I

ଝାନକ ଶୁକ୍ଲା
ଫିଲ୍ମ କଲ ହୋ ନା ହୋ ରେ ସାରୁଖ ଖାଁ ଙ୍କ ର ପ୍ରୀତି ଙ୍କ ଛଡା ତାଙ୍କ ଭଉଣୀ ମଧ୍ୟ ବେଶ ଲୋକପ୍ରିୟ ଅଟନ୍ତି I ସେ ଜଣେ ବାଲ୍ୟ କଳାକାର ରୂପେ ପରିଚିତ ଥିଲେ ଏବଂ ଝାନକ ଶୁକ୍ଲା ଙ୍କ ନାମ ରେ I ସେ ଫିଲ୍ମ ଛଡା ଅନେକ ଟିଭି ସୋ ରେ ମଧ୍ୟ କାମ କରିଛନ୍ତି I କିନ୍ତୁ ବର୍ତମାନ ସେ ଖୁବ ବଡ଼ ହେଇଯାଇଛନ୍ତି I

ପରଜାନ ଦସ୍ତୂର
ବ୍ଲାକ୍ବବାଷ୍ଟର ଫିଲ୍ମ କୁଛ କୁଛ ହୋତା ହେ ରେ ଏକ ପିଲା ତାରା ଗଣୁଥିଲେ I ଏ ସେହି ପିଲା ପରଜାନ ଦସ୍ତୂର I ଆଜିକା ସମୟ ରେ ପରଜାନ ଦସ୍ତୂର 28 ବର୍ଷ ବୟସ ର ହେଇଯାଇଛନ୍ତି I ଏବଂ ଫିଲ୍ମ ଜଗତ ରେ ମଧ୍ୟ ପଦାର୍ପଣ କରିଛନ୍ତି I

ତନ୍ବୀ ହେଗଡେ
90 ଦଶକ ର ଅଧିକାଂଶ ଯୁବତୀ ସୋନପରୀ କୁ ପସନ୍ଦ କରିଥାନ୍ତି I ଏବଂ ଏଥିରେ ତନ୍ବୀ ହେଗଡେ ମୁକ୍ଷ୍ୟ କଳାକାର ରୂପେ ପରିଚିତ ଅଟନ୍ତି I ସେ 3 ବର୍ଷ ବୟସ ରୁ ହିଁ ଅଭିନୟ ରେ କ୍ୟାରିୟର ଆରମ୍ଭ କରିଥିଲେ I

କିନ୍ସୁକ ବେଦ
ଲୋକପ୍ରିୟ ସିରିଏଲ ଶାକା ଲାକା ବୁମ ବୁମ ରେ ସଂଜୁ ଓ ତାଙ୍କ ମ୍ୟାଜିକ ପେନ୍ସିଲ ସମସ୍ତ ଙ୍କ ର ପସନ୍ଦ ଥିଲା I କିନ୍ସୁକ ବେଦ ଏହି ସୋ ରେ ବେଶ ଭଲ ଅଭିନୟ କରିଥିଲେ ଏବଂ ଆଜିକା ସମୟ ରେ କିନ୍ସୁକ ବେଦ 28 ବର୍ଷ ବୟସ ର ହେଇଯାଇଛନ୍ତି I ସେ ଅନେକ ସିରିଏଲ ରେ କାମ କରୁଛନ୍ତି I

ହନଶିକ ମୋଟବାନୀ
ସାଉଥ ଫିଲ୍ମ କୁ ନେଇ ହିନ୍ଦୀ ସିନେମା ଜଗତ ରେ ଅନେକ ଫିଲ୍ମ କୁ ଦର୍ଶକେ ପସନ୍ଦ କରିଥାନ୍ତି I ଏବଂ ଶାକା ଲାକା ବୁମ ବୁମ ର ହନଶିକ ମୋଟବାନୀ ଆଜିକା ସମୟ ରେ ବହୁତ ବଡ଼ ହେଇଯାଇଛନ୍ତି I ସେ ସମୟ ରେ ହନଶିକ ମୋଟବାନୀ ଶିଶୁ କଳାକାର ରୂପେ ଅଭିନୟ କରିଥିଲେ ଓ ଦର୍ଶକେ ତାଙ୍କୁ ବେଶ ଅଧିକ ପସନ୍ଦ କରିଥିଲେ I