ବାହାଘର 2 ମାସ ପରେ ବଡ ଖୁସି ଖବର ଦେଲେ କମେଡିଆନ Gudu,ସବୁ କହିଲେ ବାଃ ବାଃ ଏତେ ଶୀଘ୍ର କେମିତି…

ନମସ୍କାର ବନ୍ଧୁଗଣ ଆସି ଯାଇଛି ଗୋଟିଏ ବୋହୁତ ବଡ଼ ଖୁସିର ଖବର ବାପା ହୋଇଛନ୍ତି ଓଲିଉଡର ଜବରଦସ୍ତ କମେଡିୟାନ୍ ଗୁଡୁ। ତେବେ ଦର୍ଶକ ବନ୍ଧୁ ଏହା ବିଷୟରେ କଣ ରହିଛି ସମ୍ପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା। ଦର୍ଶକ ବନ୍ଧୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଗତ କିଛିଦିନ ପୂର୍ବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଗୁଡୁ।

ଓଲିଉଡର ଏହି ଜବରଦସ୍ତ କମେଡିୟାନ୍ ଙ୍କର ବୋହୁତ ସାରା ଫିଲ୍ମ ଆପଣମାନେ ଦେଖିଥିବେ ତେବେ ଗୁଡୁ ୨୦୦୦ ମସିହା ଠାରୁ ଓଲିଉଡ଼ ଜଗତରେ ଅଭିନୟ କରି ଆସୁଛନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ସେ ପ୍ରାୟ ୫୦ ରୁ ଅଧିକ ଫିଲ୍ମରେ ସେ ଅଭିନୟ କରି ସାରିଲେଣି।


ତେବେ ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ଗତ ଦିନମାନଙ୍କରେ ଓଲିଉଡର ଏହି ଜବରଦସ୍ତ କମେଡିୟାନ୍ ଗୁଡୁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ସେ ସୋସିଆଲ ଫେସବୁକ୍ ରେ ଜଣଙ୍କୁ ଭଲ ପାଇ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଆଉ ତାଙ୍କ ବାହାଘରକୁ ବର୍ତ୍ତମାନ ୫ ମାସ ବିତି ଯାଇଛି ଆଉ ଏହି ୫ ମାସ ମଧ୍ୟରେ ଗୁଡୁଙ୍କୁ ଗୋଟିଏ କୁନି ପୁଅ ସହିତ ଦେଖିବାକୁ ମିଳିଛି।

ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ଗୋଟିଏ ଖବର ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି କି ଏହି କୁନି ପୁଅ ହେଉଛନ୍ତି ଗୁଡୁଙ୍କ ପୁଅ କିନ୍ତୁ ଦର୍ଶକ ବନ୍ଧୁ ପ୍ରକୃତ ଘଟଣାଟି ହେଉଛି ଏହି କୁନି ପୁଅ ଜଣଙ୍କ ହେଉଛନ୍ତି ଗୁଡୁଙ୍କ ଭଉଣୀଙ୍କ ପୁଅ ମାନେ ସେ ହେଉଛନ୍ତି ତାଙ୍କ ଭଣଜା।

ସେ ତାଙ୍କ ଭଣଜାଙ୍କ ସହିତ ଖେଳୁ ଥିବାର ନଜର ଆସିଛନ୍ତି କିନ୍ତୁ ସୋସିଆଲ ମିଡିଆରେ ଏହି ଖବରଟି ବୋହୁ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି କି ଗୁଡୁ ବର୍ତ୍ତମାନ ସମୟରେ ବାପା ହୋଇ ଯାଇଛନ୍ତି କିନ୍ତୁ ଦର୍ଶକ ବନ୍ଧୁ ପ୍ରକୃତ ଘଟଣାଟି ହେଉଛି ଗୁଡୁ ଏପର୍ଯ୍ୟନ୍ତ ବାପା ହୋଇ ନାହାଁନ୍ତି ଆଉ ଇଏ ହେଉଛନ୍ତି ତାଙ୍କ ଭଉଣୀଙ୍କ ପୁଅ। ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ଗୁଡୁ ଆଉ ତାଙ୍କ ସ୍ତ୍ରୀ କେମିତି ଲାଗୁଛନ୍ତି ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।