ଆଜି ଦେଖନ୍ତୁ କିନ୍ନର ଙ୍କର ଅନ୍ତିମ ସଂସ୍କାର, ଏପରି କରିଥାନ୍ତି ମୃତକ ଶରୀର ସହ…

ସମାଜ ରେ ସ୍ତ୍ରୀ ପୁରୁଷ ଙ୍କ ଛଡା ଆଉ ଏକ ସମୁଦାୟ ରହିଛନ୍ତି ଏହା ହେଉଛି କିନ୍ନର ସମୁଦାୟ | ଏହି କିନ୍ନର ମାନେ ଏକ ଭିର୍ନ ଜୀବନଶୈଳୀ ଅତିବାହିତ କରିଥାନ୍ତି I ଏହି କିନ୍ନର ଙ୍କୁ ନେଇ ଏପରି କିଛି ଘଟଣା ରହିଛି ଯାହା କି ଲୋକ ଲୋଚନ କୁ ଆସି ନ ଥାଏ ଅର୍ଥାତ ଏହା କୁ ଗୋପନୀୟ ରଖାଯାଇଥାଏ I ଆଜି ର ଏହି ଘଟଣା ଟି କିନ୍ନର ଙ୍କ ର ମୃତ୍ୟୁ ସମ୍ବନ୍ଧିତ ଘଟଣା ଅଟେ I ଜଣେ କିନ୍ନର ଙ୍କ ର ମୃତ୍ୟୁ ପରେ ତାଙ୍କ ସହ କଣ କରାଯାଇଥାଏ ଆଜି ଆମେ ଏଠାରେ ଏହି ସମ୍ବନ୍ଧ ରେ ଆଲୋଚନା କରିବା I

କିନ୍ନର ଦୁନିଆ ରେ ଏକ ଭିର୍ନ ଜୀବନଶୈଳୀ ଅତିବାହିତ କରିଥାନ୍ତି I ଏବଂ ତାଙ୍କ ର ଅନ୍ତିମ ସଂସ୍କାର ମଧ୍ୟ ସମ୍ପୂର୍ଣ ଅଲଗା ହେଇଥାଏ I ସମାଜ ରେ ଏହି କିନ୍ନର ଙ୍କୁ ଥାର୍ଡ଼ ଜେନ୍ଡର କୁହାଯାଇଥାଏ I ଏହା ଖୁବ କମ ଲୋକେ ହିଁ ଜାଣିଛନ୍ତି କି କିନ୍ନର ଙ୍କ ର ମୃତ୍ୟୁ ପରେ ତାଙ୍କ ର କିପରି ଅନ୍ତିମ ସଂସ୍କାର ହେଇଥାଏ I

କିନ୍ନର ଙ୍କ ର ମୃତ୍ୟୁ ପରେ ତାଙ୍କ ର ଅନ୍ତିମ ସଂସ୍କାର କୁ ବହୁତ ଗୋପନୀୟ ଭାବ ରେ କରାଯାଇଥାଏ I ଯେତେବେଳେ କୌଣସି କିନ୍ନର ଙ୍କ ର ମୃତ୍ୟୁ ହେଇଥାଏ ତ ତାଙ୍କ ସମୁଦାୟ ଛଡା କୌଣସି ବାହାର ର ବ୍ୟକ୍ତି କିମ୍ବା ବାହାର ର କିନ୍ନର ମଧ୍ୟ ଏହା ଦେଖନ୍ତି ନାହିଁ I ଅଧିକାଂଶ କିନ୍ନର ହିନ୍ଦୁ ଧର୍ମ ର ପାଳନ କରନ୍ତି I ଏବଂ ଏହି କିନ୍ନର ଙ୍କୁ ପୋତିବା ର ନିୟମ ଅନେକ ବର୍ଷ ରୁ ଚାଲି ଆସୁଛି I କିନ୍ନର ଙ୍କ ର ସମୁଦାୟ ରେ ତାଙ୍କ ଶବ କୁ ଅଗ୍ନି ରେ ଜଳା ଯାଇ ନ ଥାଏ I

କୌଣସି କିନ୍ନର ଙ୍କ ର ମୃତ୍ୟୁ ହେଲେ ତାଙ୍କ ର ମୃତ ଶରୀର ରେ ଧଳା କପଡା ଗୁଡ଼ାଇ ଦିଆ ଯାଇଥାଏ ଓ ତାଙ୍କ ଶରିରୀ ରେ କୌଣସି ବନ୍ଧା ହେଇଥିବା ଜିନିଷ ରହି ନ ଥାଏ I ଏହା ପଛ ର କାରଣ ଏହା କି ଏହା ଦ୍ୱାରା ତାଙ୍କ ଆତ୍ମା ମୁକ୍ତ ହେଇଯାଇଥାଏ | ଅର୍ଥାତ ପ୍ରତୋକ ବନ୍ଧନ ରୁ ତାଙ୍କ ଆତ୍ମା ମୁକ୍ତ ହେଇଥାଏ | ଏହା ମଧ୍ୟ ସତ୍ୟ କି କିନ୍ନର ଙ୍କ ର ଅନ୍ତିମ ସଂସ୍କାର ପୂର୍ବ ରୁ ତାଙ୍କ ମୃତ ଶରୀର କୁ ଜୋତା ଚପଲ ରେ ମାଡ଼ ମରାଯାଇଥାଏ | ଅର୍ଥାତ ଏପରି କରିବା ର କାରଣ ହେଉଛି ଏହି ଜନ୍ମ ରେ ସେ ପ୍ରାୟଶ୍ଚିତ କରିଥାନ୍ତି I

ସମାଜ ରେ ସାଧାରଣ ଭାବ ରେ ଲୋକ ଙ୍କ ର ମୃତ୍ୟୁ ପରେ ପରିବାର ଲୋକେ ଦୁଃଖ ପ୍ରକାଶ କରିଥାନ୍ତି କିନ୍ତୁ କିନ୍ନର ଏପରି କରନ୍ତି ନାହିଁ I ସେମାନେ ମୃତ୍ୟୁ ର ଶୋକ ପାଳନ କରନ୍ତି ନାହିଁ I ଅର୍ଥାତ ତାଙ୍କ ପରିବାର ଲୋକେ ଖୁସି ପାଳନ କରନ୍ତି I କାରଣ କିନ୍ନର ଙ୍କ କହିବା ଅନୁସାରେ ମୃତ୍ୟୁ ପରେ ସେ ଏହି ନର୍କ ରୁପି ଜୀବନ ରୁ ମୁକ୍ତ ହେଇଥାନ୍ତି I

ତାଙ୍କ ର ଆରାଧ୍ୟ ଦେବ ଅରାବନ ଙ୍କୁ ସେ ଏହି କାମନା କରିଥାନ୍ତି କି ଆଗାମୀ ଜୀବନ ରେ ଆଉ ଯେପରି କିନ୍ନର ଜନ୍ମ ନ ହେଉ I