Breaking: ଏବେ ଏବେ ଆସିଲା ଆଉ ଏକ ବଡ ଦୁଃଖ ଖବର, ଏହି ଅଭିନେତାଙ୍କର ହେଲା ମୃତ୍ୟୁ, ଶୋକରେ ବୁଡ଼ିଲା ଫିଲ୍ମ ଜଗତ

ସିନେମା ଜଗତ ପାଇଁ ଆସିଲା ବଡ଼ ଦୁଖଃଦ ଖବର ଏଇ ପ୍ରସିଦ୍ଧ ଅଭିନେତା ଙ୍କ ଆତ୍ମହତ୍ୟା ପରେ ସିନେମା ଜଗତରେ ଶୋକ ର ସାୟା ଖେଳି ଯାଇଛି ତେବେ ଏଇ ଟିଭି ଅଭିନେତା କେମିତି ଓ କାହିଁକି ଏମିତି କଲେ କଣ ରହିଛି ଏହା ବିଷୟରେ ଆସନ୍ତୁ ଜାଣିବା | ପ୍ରସିଦ୍ଧ ଟିଭି ଅଭିନେତା ଙ୍କ ରହସ୍ୟ ଜନକ ମୃତୁ ଝୁଲନ୍ତା ଅବସ୍ଥାରେ ଶବ କୁ ଉଦ୍ଧାର କରାଯାଇଛି ତେବେ ଶନିବାର ଦିନ ରହସ୍ୟମୟ ସ୍ତିତି ରେ ତାଙ୍କ ମୃତ ଦେହ ମିଳିଛି |

ମୃତୁ ବେଳକୁ ତାଙ୍କୁ 54 ବର୍ଷ ହୋଇଥିଲା ସୂଚନା ମୁତାବକ ସନ୍ଦେହ ଜନକ ଭାବେ ନିଜ ବାସ ଭବନ ରେ ଝୁଲନ୍ତା ଅବସ୍ଥାରେ ରମେଶ ଙ୍କ ମୃତଦେହ ମିଳିଛି ସେ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି | ତେବେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ଦୁଇତିନି ଦିନ ତଳେ ରମେଶ ଏକ ନୂଆ ପ୍ରୋଜେକ୍ଟ ରେ ବାହାରକୁ ଯାଇ ସୁଟିଂ କୁ ଫେରୁଥିଲେ ସେ ରାଜ୍ୟର ସବୁଠାରୁ ଲୋକ ପ୍ରିୟ ଏବଂ ସମସ୍ତ ଟିଭି ଅଭିନେତା ମାନଙ୍କ ମଧ୍ୟରୁ ଜଣେ |

ସେ ଅନେକ ଫିଲ୍ମ ରେ ମଧ୍ୟ ସୁନ୍ଦର ଅଭିନୟ କରିଛନ୍ତି ମେକର୍ସ ଏବଂ ପ୍ରଡକ୍ସନ କଣ୍ଟ୍ରୋଲ ର ଏନ ଏସ ବଡୁସା ରମେଶ ଙ୍କ ମୃତୁ କୁ ନେଇ ନିଜ ସୋସିଆଲମିଡ଼ିଆରେ ସୂଚନା ଦେଇଛନ୍ତି ଏଥି ସହିତ ରମେଶ ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି |

ରମେଶ ଙ୍କ ମୃତୁ ଖବର ସାମ୍ନାକୁ ଆସିବାପରେ ସିନେମା ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ଏବଂ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ତାଙ୍କ ହଟାତ ମୃତୁ କୁ ନେଇ କେହିଭି ମଧ୍ୟ ସହଜରେ ବିଶ୍ୱାସ କରିପାରୁନାହାନ୍ତି ସୋସିଆଲ ମିଡିଆରେ ରମେଶ ଙ୍କ ଫ୍ୟାନ ମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଦୁଃଖ ପ୍ରକାଶ କରିଛନ୍ତି |

ରମେଶ ପ୍ରଥମେ ନାଟକ ମଞ୍ଚରେ ଅଭିନୟ କରୁଥିଲେ ପରେ ତାଙ୍କୁ ଟିଭି ଓ ଫିଲ୍ମ ଦୁନିଆରୁ ଅଫର ଆସିଥିଲା ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି ତେବେ ପ୍ରସିଦ୍ଧ ଅଭିନେତା ରମେଶ ଙ୍କ ମୃତ ଦେହ ନିଜ ଘରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା ତେବେ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସିନେମା ଜଗତରେ ଶୋକର ସାୟା ଖେଳି ଯାଇଛି |