ଆଜି ଠାରୁ ୩୩ ବର୍ଷ ପର୍ଯ୍ୟନ୍ତ କେବେଳ ଏହି ଗୋଟିଏ ରାଶି ଉପରେ ଧନର ବର୍ଷା କରିବେ ଶନି ଦେବ, ଜାଣନ୍ତୁ ଆପଣଙ୍କର ନୁହେଁ ତ ଏହି ରାଶି

ଆଜି ଠାରୁ ଆଗାମୀ 33 ବର୍ଷ ପର୍ଯ୍ୟନ୍ତ ସନିଦେବ ଏହି ଗୋଟେ ରାଶି ଉପରେ ନିଜ ର କୃପା ଦୃଷ୍ଟି ପକାଇବେ I କିଛି ଲୋକେ ଶନି ଙ୍କୁ ପାପୀ ଗ୍ରହ ବୋଲି ମାନିଥାନ୍ତି କିନ୍ତୁ ଜାଣିରଖନ୍ତୁ କି ଶନି ଦେବ ହେଉଛନ୍ତି ନ୍ୟାୟ ର ଦେବତା I ଲୋକ ଙ୍କ ର କର୍ମ ଅନୁସାରେ ହିଁ ଶନି ଦେବ ତାଙ୍କୁ ଫଳ ଦେଇଥାନ୍ତି I ଶନି ଙ୍କ ର କୋପ ଦୃଷ୍ଟି ରୁ ଲୋକ ଙ୍କ ର ଜୀବନ ନର୍କ ସମାନ ହେଇଥାଏ ଏବଂ ଯେଉଁ ବ୍ୟକ୍ତି ଉପରେ ଶନି ଦେବ ଙ୍କ ର ଶୁଭ ଦୃଷ୍ଟି ପଡିଥାଏ ସେହି ବ୍ୟକ୍ତି ଙ୍କ ର ଜୀବନ ସ୍ୱର୍ଗ ସମାନ ହେଇଯାଇଥାଏ I ଜୀବନ ରେ ଅଚାନକ ଏପରି ପରିବର୍ତନ ଆସିଥାଏ I

ମେଷ ରାଶି – ଏହି ରାଶି ର ବ୍ୟକ୍ତି ଶତ୍ରୁ ଙ୍କ ଠାରୁ ସାବଧାନ ରହିବା ଉଚିତ I ବ୍ୟବସାୟ ରେ ଏକ ବଡ଼ ସଫଳତା ହାସିଲ ହେବ I କୌଣସି ନୂତନ ବନ୍ଧୁ ଆପଣ ଙ୍କୁ ସାକ୍ଷ୍ୟାତ ହେବେ I ସେ ଆପଣ ଙ୍କୁ ଆପଣ ଙ୍କ ର ଲକ୍ଷ୍ୟ ପଥ ରେ ପହଂଚାଇବେ I ପରିବାର କୁ କେହି ନୂତନ ଅତିଥି ଆସିପାରନ୍ତି I ସମାଜ ରେ ପ୍ରତୋକ କାର୍ଯ୍ୟ ରେ ସଂମାନିତ ହେବେ I

ତୁଳା ରାଶି – ଶନି ଦେବ ଙ୍କ ର କୃପା ରୁ ଏକ ଉତ୍ତମ କର୍ମ ନିଯୁକ୍ତି ମିଳିପାରେ I ଯେଉଁମାନେ ସରକାରୀ ଚାକିରୀ ଅପେକ୍ଷା ରେ ଅଛନ୍ତି ତାଙ୍କୁ ଆଗାମୀ କିଛି ସମୟ ଅପେକ୍ଷ୍ୟା କରିବା ର ରହିଛି I ଶନି ଦେବ ଙ୍କ ର କୃପା ରୁ ଆପଣ ଆଗାମୀ ସମୟ ରେ କୌଣସି ବଡ଼ ଖୁସି ଖବର ପାଇପାରିବେ I

କନ୍ୟା ରାଶି – ଅଧା ରହିଥିବା ସବୁ କାର୍ଯ୍ୟ ପୁରା ହେବ I ଆତ୍ମବିଶ୍ୱାସ ରେ ବୃଦ୍ଧି ହେବ I ଭାବି ଚିନ୍ତି କି ବ୍ୟବସାୟ ରେ ପୁଞ୍ଜି ନିବେଶ କରନ୍ତୁ I ପ୍ରଚୁର ଲାଭବାନ ହେବେ I ଭାଗ୍ୟ ର ପୁରା ସମର୍ଥନ ମିଳିବ I କମ ପରିସ୍ରମ ରେ ଅଧିକ ସଫଳତା ପ୍ରାପ୍ତି କରିବେ I ସମ୍ପର୍କୀୟ ଙ୍କ ମଧ୍ୟ ରେ ଲାଗି ରହିଥିବା ବିବାଦ ଦୂର ହେବ I

ମିଥୁନ ରାଶି – ଏହି ରାଶି ର ବ୍ୟକ୍ତି ଙ୍କ ଉପରେ ଶନି ଦେବ ଙ୍କ ର କୃପା ଦେଖିବାକୁ ମିଳିବ I ଜୀବନସାଥୀ ଙ୍କ ର ସବୁ ଦୁଃଖ ର ସମାପ୍ତି ହେବ I ମାତା ଲକ୍ଷ୍ମୀ ଙ୍କ ର କୃପା ମଧ୍ୟ ଆପଣ ଙ୍କ ଉପରେ ରହିବ I ଆପଣ ଙ୍କ ର ସବୁ ମନୋକାମନା ପୁରା ହେବ I