ଆପଣ ବି ଜିତି ପାରିବେ ୫ କୋଟି ଟଙ୍କାର ପୁରସ୍କାର | ପଢନ୍ତୁ ପୁରା ଖବର, ସରକାରଙ୍କ ତରଫରୁ ମିଳିବ ପୁରସ୍କାର

ହଁ ଆଜ୍ଞା ଦେଶରେ 5G ନେଟୱାର୍କର ବୃଦ୍ଧି କରିବା ପାଇଁ ଦୂରସଂଚାର ବିଭାଗ 5G ହାୟକଥଂ ଆରମ୍ଭ କରିଛି | ଏହି ଯୋଜନା ଅନୁସାରେ ବିଜେତାଙ୍କୁ ଅଢେଇ କୋଟି ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ବି ପ୍ରଦାନ କରାଯିବ | ଆପଣଙ୍କୁ କହିରଖୁ କି 5G ପାଇଁ ସରକାର ନୁଆ ଟେକନିକ ଖୋଜୁଛନ୍ତି ଆଉ ଏଥି ପାଇଁ ସରକାର ସାଧାରଣ ଲୋକଙ୍କ ଠାରୁ କିଛି ନୂତନ ଆଇଡିଆ ଆପଣେଇବାକୁ ସ୍ଥିର କରିଛନ୍ତି |

ଏବଂ ଯିଏ କେହିବି ସରକାରଙ୍କୁ ନୁଆ ଆଇଡିଆ ଦେବେ ଲାଟେଷ୍ଟ ଟେକନିକ ପାଇଁ ସରକାର ସେମାନଙ୍କୁ ଅନେକ ପୁରସ୍କାର ପ୍ରଦାନ କରିବେ | ଆପଣଙ୍କୁ କହି ରଖୁକି ଏହି ସବୁ ଟେକନିକ 5G ଉପରେ ହେବା ଦରକାର| ଆପଣଙ୍କୁ କହି ରଖୁ କି ଜୀଏବି ସରକାରଙ୍କୁ ନୁଆ ଭଲ ଆଇଡିଆ ଦେବେ ତାଙ୍କୁ 100000 ଟଙ୍କା ଦିଆଯିବ |

ଏପରି 100 ଜଣ ଲୋକଙ୍କୁ ପୁରସ୍କାର ଦିଆଯିବ| ଏହା ଛଡା 10 ଜଣ ବିଜେତା ଏପରି ବି ହେବେ ଯାହାଙ୍କୁ 500000 ଲକ୍ଷ ଟଙ୍କା ପ୍ରଦାନକରାଯିବ | ଆଉ 10 ଜଣ ବିଜେତା ଏପରି ମଧ୍ୟ ଥିବେ ଯାହାଙ୍କୁ 400000 ଟଙ୍କାର ପୁରସ୍କାର ରାଶି ଦିଆଯିବ | ଆପଣଙ୍କ ର କାମ ହେଲା ସରକାର ଙ୍କୁ ଏହି ସମ୍ବନ୍ଧ ରେ କିଛି ଭଲ ମତାମତ ଦେବା I