ଆପଣଙ୍କ ଛାତି ଥରେଇ ଦେବ ଏହି ଭିଡିଓ, ଯେତେବେଳେ ଟ୍ରେନରୁ ଓଲ୍ହେଇବା ସମୟରେ ଖସି ଗଲା ଝିଅର ଗୋଡ ଆଉ ତାପରେ …

କିଛି କଥା ସର୍ବଦା ଚିନ୍ତା କରିବାକୁ ଲୋକ ଙ୍କୁ ବାଧ୍ୟ କରି ଦେଇଥାଏ I ଦୁନିଆ ରେ କିଛି ଏପରି ଘଟଣା ଘଟୁଛି ଯାହା ବିଶ୍ୱାସ କରି ହେବ ନାହିଁ I ଏବଂ ଏପରି ଘଟଣା ଦେଖି ଆପଣ ବେଶ ଆଶ୍ଚଯ୍ୟ ହେଇଯିବେ I

ସର୍ବଦା ଆମେ ଜାଣିଛେ କି ଟ୍ରେନ ରହିବା ପରେ ହିଁ ଟ୍ରେନ ରେ ଚଢିବା କିମ୍ଭା ଓଲ୍ହାଇବା ଉଚିତ I କିନ୍ତୁ କିଛି ମୂର୍ଖ ଲୋକେ ଏହି କଥା କୁ ଅଣଦେଖା କରିଥାନ୍ତି ଏବଂ ଟ୍ରେଲ ଚାଲୁଥିବା ସମୟ ରେ ହିଁ ଟ୍ରେନ ରୁ ଓଲ୍ହାଇବା କୁ ଚେଷ୍ଟା କରିଥାନ୍ତି I ଆଜି ଆମେ ଯେଉଁ ଘଟଣା ବିଷୟ ରେ କହିବାକୁ ଯାଉଛୁ ଏଠାରେ ଜଣେ ଯୁବତୀ ଏପରି ଆଇନି ଅମାନ୍ୟ କରି ଟ୍ରେନ ରୁ ଓଲ୍ହାଇଛନ୍ତି I

ଏହିପରି ଏକ ଭିଡିଓ ଦେଖି ଆପଣ ମଧ୍ୟ ଆଶ୍ଚଯ୍ୟ ହେଇଯିବେ I କାରଣ ଯୁବତୀ ଚଳନ୍ତା ଟ୍ରେନ ରୁ ଓଲ୍ହାଇବା ସମୟ ରେ ଅସଫଳ ରହିଥିଲେ I

ଟ୍ରେନ ଟି 2-3 ମିନିଟ ରେ ରହିଯାଇଥାନ୍ତା I କିନ୍ତୁ ଯୁବତୀ ଖୁବ ବ୍ୟସ୍ତ ରେ ଥିଲେ ଯାହା ଦ୍ୱାରା କି ସେ ଚଳନ୍ତା ଟ୍ରେନ ରୁ ଓଲ୍ହାଇବା କୁ ଚେଷ୍ଟା କରିଥିଲେ I

ଦେଖନ୍ତୁ ଭିଡିଓ

ଏହି ଭିଡିଓ ରେ ଆପଣ ଦେଖିପାରିବେ ଯୁବତୀ ଙ୍କ ର ଏପରି ସାମାନ୍ୟ ଭୁଲ କାରଣ ରୁ ସେ କେତେ ବଡ଼ ଦୁର୍ଘଟଣା ର ଶିକାର ହେଇଛନ୍ତି I ଟ୍ରେନ ରହିବା ପରେ ହିଁ ଯୁବତୀ ଓଲ୍ହାଇବା ଉଚିତ ଥିଲା I