Weather Update: ଆସୁଛି ନୂଆ ‘ବାତ୍ୟା’, ପାଣିପାଗ ବିଭାଗ ଦେଲା ସୁଚନା, ଜାଣନ୍ତୁ ପୁରା ଖବର…

ନମସ୍କାର ବନ୍ଧୁଗଣ ଏବେ ଏବେ ଆସିଲା ବଡ ଖବର ଓଡ଼ିଶାକୁ ଟଳିନି ଏଯାଏଁ ବିପଦ ଗୋଟିଏ ବାତ୍ୟା ଗଲାପରେ ପୁଣି ଓଡ଼ିଶାକୁ ମାଡ଼ି ଆସିଲାଣି ଆଉ ଏକ ଭୟଙ୍କର ବାତ୍ୟା ଯାହା ଆସନ୍ତା ୧ ତାରିଖରେ ସ୍ଥଳଭାଗ ଛୁଇଁବ। ସୂଚନା ମୁତାବକ ବାତ୍ୟା ଯେଉଁ ଜାଗାରେ ଛୁଇଁବ ସେହି ଜାଗାରେ ପ୍ରବଳ ବର୍ଷା ପବନରେ ତାଣ୍ଡବ ରଚିବ।

କଚା ଘର, ଗଛ ପତ୍ର ଆଦି ଭାଙ୍ଗିରୁଜି ଚୂର୍ମାର କରିଦେବ ଏହାକୁ ନେଇ ବର୍ତ୍ତମାନ ସମୟରେ ପାଣିପାଗ ବିଭାଗ ପକ୍ଷରୁ ମିଳିଛି ସୂଚନା। ତେବେ ଆସନ୍ତୁ ଏହାକୁ ନେଇ କଣ ରହିଛି ସମ୍ପୂର୍ଣ୍ଣ ଖବର ଜାଣିବା। ଜାଣି ନେବା ଆସିଥିବା ବାତ୍ୟାଟି କେଉଁ ଜାଗାରେ ଲ୍ୟାଣ୍ଡଫଲ୍ କରିବ ଏବଂ ଏହାର ପ୍ରଭାବରେ ଯେଉଁସବୁ ଜିଲ୍ଲା କ୍ଷତିଗ୍ରସ୍ତ ହେବ।

ଦର୍ଶକ ବନ୍ଧୁ ଏବେବି ଓଡ଼ିଶାକୁ ଟଳିନି ବିପଦ ପୁଣିଥରେ ଓଡିଶାକୁ ମାଡ଼ି ଆସିଲାଣି ଆଉ ଏକ ଭୟଙ୍କର ବାତ୍ୟା ଯାହା କୁହାଯାଉଛି କି ନୂଆବର୍ଷ ଆରମ୍ଭରେ ବାତ୍ୟାଟି ସ୍ଥଳଭାଗ ଛୁଇଁବ ଅର୍ଥାତ୍ ଆସନ୍ତା ଜାନୁଆରୀ ୧ ତାରିଖରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବା ପାଇଁ ଯାଉଛି ଏହାକୁ ନେଇ ବର୍ତ୍ତମାନ ସମୟରେ ସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି।

ସୂଚନା ମୁତାବକ କୁହାଯାଉଛି ବାତ୍ୟାଟି ଯେଉଁ ଜାଗାରେ ଲ୍ୟାଣ୍ଡଫଲ୍ କରିବ ସେହି ଜାଗାରେ ପ୍ରବଳ ବର୍ଷା ପବନରେ ତାଣ୍ଡବ ରଚିବ। ପବନର ବେଗ ଘଣ୍ଟା ପ୍ରତି ୧୦୦ ରୁ ୧୫୦ କିଲୋମିଟର ରହିବ ଏହା ହେଉଛି ବର୍ତ୍ତମାନ ସମୟର ବଡ଼ ଖବର ରହିଛି।

ଏଥି ସହିତ ଆସୁଥିବା ବାତ୍ୟାଟି ଯେଉଁସବୁ ଜିଲ୍ଲାକୁ କ୍ଷତି ଘଟାଇବ ଏବଂ କେଉଁ ଜାଗାରେ ଲ୍ୟାଣ୍ଡଫଲ୍ କରିବ ଏହାକୁ ନେଇ କୌଣସି ସୂଚନା ଆସିନାହିଁ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ବାତ୍ୟାକୁ ନେଇ ସବୁକିଛି ତଥ୍ୟ ସାମ୍ନାକୁ ଆସିଯିବ।