8 ମାସର ଗର୍ଭବତୀ ସ୍ତ୍ରୀ ସହିତ ସ୍ୱାମୀ କଲେ କିଛି ଏଭଳି କାମ, Bhagban ଶୁଣିଲେ ଆପଣଙ୍କ ହୃଦୟ ଥରି ଉଠିବ…

ନମସ୍କାର ବନ୍ଧୁଗଣ ୮ ମାସର ଗର୍ଭବତୀ ପତ୍ନୀଙ୍କ ସହ ସ୍ଵାମୀ କରିଲେ କିଛି ଏପରି କାମ ଯାହା ଶୁଣି ଆପଣମାନଙ୍କ ହୃଦୟ ମଧ୍ୟ ଥରି ଉଠିବ।| ତେବେ ଦର୍ଶକ ବନ୍ଧୁ ଆଜି ଯେଉଁଠି ଦୁନିଆଁ ଚାନ୍ଦରେ ପହଞ୍ଚିଲାଣି ଏଠି ପୁଣି ଏଭଳି ଲୋକ ଅଛନ୍ତି ଯେଉଁମାନେ ସାମାନ୍ୟ କିଛି ଟଙ୍କା ପାଇଁ ନିଜ ସ୍ତ୍ରୀ ଉପରକୁ ହାତ ଉଠାଇବା ପାଇଁ ପଛାଉ ନାହାଁନ୍ତି। ନିଜ ପୁଅକୁ ବିବାହ କରିବା ପୂର୍ବରୁ ଘରେ ଲୋକେ ଯୌତୁକ ବିଷୟରେ ନିଶ୍ଚିତ ଭାବରେ ପଚାରି ନିଅନ୍ତି |

ତେବେ ସେହି ଯୌତୁକ ପାଇଁ ଆଜି କେତେ ଝିଅଙ୍କ ଜୀବନ ବର୍ବାଦ ହେଲାଣି ଏହା ତ ଆପଣମାନେ ଜାଣିଥିବେ। ସେହିଭଳି ଏକ ଘଟଣା ବିଷୟରେ ଆଜି ଆସନ୍ତୁ ଜାଣିବା। ଯୌତୁକ ପ୍ରଥାଟି ଆଜିକୁ ବୋହୁତ ବର୍ଷ ଧରି ଲାଗି ରହିଛି। ମଞ୍ଜିତ୍ କରଙ୍କ ବିବାହ ୨୮ ସେପ୍ଟେମ୍ୱର ୨୦୧୭ ରେ ହୋଇଥିଲା। ପ୍ରଥମେ ପ୍ରଥମେ ତାଙ୍କ ଶାଶୁଘରେ ତାଙ୍କୁ ବୋହୁତ କିଛି ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଥିଲା।

ପ୍ରକୃତ କଥା ହେଲାକି ଯେବେ ମଞ୍ଜିତ୍ ଝିଅ ଥିଲେ ସେ ତାଙ୍କ ଚାଚା ହାର୍ଜିତ ସିଂଙ୍କ ଘରେ ରହୁଥିଲେ। ଯେବେ ତାଙ୍କ ବିବାହ ହେଲା ତାଙ୍କ ଚାଚା ତାଙ୍କ ଯୋଗ୍ୟତା ଅନୁସାରେ ତାଙ୍କ ଝିଅକୁ ଯୌତୁକ ଦେଇଥିଲେ କିନ୍ତୁ ପରେ ସେମାନେ ଅଧିକ ଯୌତୁକ ମାଗିବାରୁ ସେ ଦେଇପାରି ନଥିଲେ ଯାହା ଫଳରେ ମଞ୍ଜିତ୍ ଙ୍କୁ ତାଙ୍କ ଶାଶୂଘର ଲୋକେ ତାଙ୍କ ଉପରେ ଖୁବ୍ ଅତ୍ୟାଚାର କରୁଥିଲେ।

ଏମିତିରେ ବିବାହର କିଛିଦିନ ପରେ ହିଁ ମଞ୍ଜିତ୍ ଗର୍ଭବତୀ ହୋଇଥିଲେ ସେହିଥିରେ ମଧ୍ୟ ସେ ସେମାନଙ୍କର ଅତ୍ୟାଚାର ସହି ସେ ସେଠାରେ ପଡି ରହିଥିଲେ। ୮ ମାସ ହୋଇଯାଇଥିଲା ଗର୍ଭ କିନ୍ତୁ ସେମାନଙ୍କ ଅତ୍ୟାଚାର କମ୍ ହୋଇନଥିଲା, ପ୍ରଥମେ ଯୌତୁକ ପାଇଁ ଗାଳି ଗୁଲଜ କରୁଥିଲେ ଓ ମାରଧର ମଧ୍ୟ କରୁଥଲେ ଏବଂ ଯେତେବେଳେ ସେ ଗର୍ଭବତୀ ହେଲେ ତାଙ୍କ ଗର୍ଭକୁ ନଷ୍ଟ କରିବା ପାଇଁ ଚେଷ୍ଟା କରିଥିଲେ |

କିନ୍ତୁ ଯେବେ କିଛିବି କାମ ଦେଲା ନାହିଁ ସେମାନେ ଜବରଦସ୍ତି ତାଙ୍କୁ ଗର୍ଭ ନଷ୍ଟ କରିବାର ଔଷଧ ଖୁଆଇ ଦେଇଥିଲେ ତାଙ୍କ ସହ ଜୋର୍ ଜବରଦସ୍ତି କରିଥିଲେ ଯାହା ଫଳରେ ସେ ନିଜର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ କିନ୍ତୁ ଏତେ ସବୁ ପରେ ସେ ଝିଅର ବାପାକୁ କହିଲେ କି ତମ ଝିଅର ଦେହ ଖରାପ ଆସି ତାକୁ ନେଇଯାଅ କିନ୍ତୁ ଯେତେବେଳେ ବାପା ଆସି ଘରେ ପହଞ୍ଚେ ଦେଖେ କି ଝିଅ ଆଉ ନାହିଁ। ଏହାପରେ ସେମାନେ ପୋଲିସ୍ ରେ ଏଫାୟର ଦର୍ଜ୍ କରି ତାଙ୍କୁ ଜେଲ୍ ରେ ପୁରାଇଛନ୍ତି ବୋଲି ଜଣା ପଡିଛି।