ଅଭିନେତା ରିତେଶ ଦେଶମୁଖ ଙ୍କର ମୋଟ ସମ୍ପତି ବିଷୟରେ ଜାଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେବେ !

ନିଜ ର ଦକ୍ଷତା ରେ ଅନେକ କଳାକାର ଅଭିନେତା ହେଇଥାନ୍ତି I ଅଭିନେତା ରିତେଶ ଦେଶମୁଖ ଙ୍କ ର ବଲିଉଡ ରେ ନିଜ ର ଏକ ସ୍ୱତନ୍ତ୍ର ପରିଚୟ ରହିଛି I ଅଭିନେତା ରିତେଶ ଦେଶମୁଖ ଙ୍କ ର ଲୋକପ୍ରିୟତା ମଧ୍ୟ ବଲିଉଡ ରେ ବେଶ ଅଧିକ ରହିଛି I ଅନ୍ୟପଟେ ଦେଖିବାକୁ ଗଲେ ଅଭିନେତା ରିତେଶ ଦେଶମୁଖ ଜଣେ ଧନୀ ସମ୍ପ୍ରଦାୟ ର ଅଭିନେତା ମଧ୍ୟ ଅଟନ୍ତି I ବଲିଉଡ ଇଣ୍ଡଷ୍ଟ୍ରି ରେ ଅନେକ ନିର୍ଦେଶକ ତାଙ୍କୁ ନିଜ ଫିଲ୍ମ ରେ ସାମିଲ କରିବାକୁ ଚାହିଁଥାନ୍ତି I ଏବଂ ଅଭିନେତା ରିତେଶ ଦେଶମୁଖ ନିଜ କ୍ୟାରିୟର ରେ ଅନେକ ବଡ଼ ବଡ଼ ଫିଲ୍ମ ରେ କାମ କରିଛନ୍ତି I

ଆଜିକା ସମୟ ରେ ଅଭିନେତା ରିତେଶ ଦେଶମୁଖ ଙ୍କ ର ବୟସ 40 ବର୍ଷ ଅଟେ I ସେ ନିଜ ର କ୍ୟାରିୟର ର ଆରମ୍ଭ 2003 ରେ ଫିଲ୍ମ “ତୁଝେ ମେରୀ କସମ ” ରୁ ଅଭିନୟ ଆରମ୍ଭ କରିଥିଲେ I ପ୍ରଥମ ଫିଲ୍ମ ଟି ବକ୍ସ ଅଫିସ ରେ ଫ୍ଲପ ହେଇଥିଲା କିନ୍ତୁ ଏହା ପରେ ଫିଲ୍ମ ମନି ମନି , ଧମାଲ , ହାଉସଫୁଲ , ଡବଲ ଧମାଲ , ଏକ ଭିଲେନ ଓ ଟୋଟାଲ ଧମାଲ ପରି ସୁପର ହିଟ ଫିଲ୍ମ କରିପାରିଥିଲେ I

ଅଭିନେତା ରିତେଶ ଦେଶମୁଖ ଙ୍କ ର ଲୋକପ୍ରିୟତା ବଲିଉଡ ରେ ସବୁଠାରୁ ଅଧିକ ଅଟେ I ଏବଂ ଭାରତୀୟ ସିନେମା ରେ ସେ ଅଧିକ ପସନ୍ଦିତା ଅଭିନେତା ମଧ୍ୟ ଅଟନ୍ତି I ଆପଣ ଜାଣି ଆଶ୍ଚଯ୍ୟ ହେବେ କି ଅଭିନେତା ରିତେଶ ଦେଶମୁଖ ଙ୍କ ର ମୋଟ ସମ୍ପତି 16 ମିଲିୟନ ଡଲାର ଅର୍ଥାତ 115 କୋଟି ଅଟେ I ଅଭିନେତା ରିତେଶ ଦେଶମୁଖ ଅଧିକାଂଶ ଆୟ ବିଜ୍ଞାପନ ଆଦି ରୁ ହେଇଥାଏ I ବିଗତ ଦିନ ରେ ତାଙ୍କ ର ଫିଲ୍ମ ମରଜବା ରିଲିଜ ହେଇଥିଲା ଓ ଏହା ଭାରତ ରେ 28.57 କୋଟି ର ବ୍ୟବସାୟ ମଧ୍ୟ କରିଥିଲା I