ଅଭିନୟ ଛାଡି ଏବେ ଏହି କାମ କରୁଛନ୍ତି ଓଡ଼ିଆ ହିରୋଇନ Elina, ଦେଖିଲେ ବିଶ୍ୱାସ ହେବ ନାହିଁ

ଅଭିନୟ ଛାଡି ରଙ୍ଗ ମିସ୍ତ୍ରୀ କାମ କରୁଥିବାର ନଜର ଆସିଛନ୍ତି ଏଲିନା ସାମନ୍ତ ରାୟ | ବନ୍ଧୁଗଣ ଆପଣମାନେ ଓଲିଉଡ଼ ର ଜବରଦସ୍ତ ଅଭିନେତ୍ରୀ ଏଲିନା ସାମନ୍ତରାୟ ଙ୍କୁ ତ ଆପଣ ନିଶ୍ଚିତ ଭାବରେ ଜାଣିଥିବେ | ଓ ତାଙ୍କର ଜବରଦସ୍ତ ଅଭିନୟ ବହୁତ ସାରା ସିନେମାରେ ନିଶ୍ଚିତ ଭାବରେ ଦେଖିଥିବେ | ତାଙ୍କ ଅଭିନୟକୁ ନିଶ୍ଚିତ ଭାବରେ ପସନ୍ଦ ମଧ୍ୟ କରୁଥିବେ ତେବେ ସେ ତାଙ୍କ ଅଭିନୟ ବଳରେ ଦର୍ଶକମାନଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ବନାଇବାରେ ସଫଳ ମଧ୍ୟ ହୋଇପାରିଛନ୍ତି|


ତେବେ ନିଜ ପୁରୁଣା ଘରେ ବର୍ତମାନ ସମୟରେ ନିଜ ଗାଁ ରେ ତାଙ୍କ ପୁରୁଣା ଘରେ ରହୁଛନ୍ତି | ଏଲିନା ସାମନ୍ତ ରାୟ ଓ ସେଠାରେ ତାଙ୍କ ଘର ବର୍ତମାନ ନୂଆ କଲର କରାଯାଉଥିବା ବେଳେ ଏଲିନା ନିଜେ କଲର କରୁଥିବାର ନଜର ଆସିଛନ୍ତି | ଏହାର ଫୋଟୋ ଓ ଭିଡ଼ିଓ ସେ ତାଙ୍କ ସୋସିଆଲ ମିଡିଆରେ ସେୟାର କରିଥିବାର ନଜର ଆସିଛନ୍ତି |


ତେବେ ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ ଏଲିନା କଟକ ର ଗୋଟେ ମିଡିଲ କ୍ଲାସ ଫ୍ୟାମିଲି ର ଝିଅ ଅଟନ୍ତି ଯିଏକି ଗୋଟେ ରିଆଲିଟି ସୋ ମାଧ୍ୟମରେ ଓଲିଉଡ଼ କୁ ଏଣ୍ଟ୍ରି କରିଥିଲେ | ଏହା ସହ ସେ ଓଲିଉଡ଼ ର ସମସ୍ତ ଆଗଧାଡ଼ି ର କଳାକାର ମାନଙ୍କ ସହ ବହୁତ ସାରା ଫିଲ୍ମ କରି ଓଲିଉଡ଼ ରେ ଗୋଟେ ଅଲଗା ପ୍ରକାର ସ୍ଥାନ ବନାଇ ପାରିଛନ୍ତି | ଲକଡାଉନ ଯୋଗୁ ସମସ୍ତ ଫିଲ୍ମ ର କାର୍ଯ୍ୟ ବନ୍ଦ ଥିବା ଯୋଗୁ ସେ ତାଙ୍କ ଗାଁ କୁ ଚାଲିଯାଇଛନ୍ତି |

ନିଜ ଗାଁ ରେ ରହୁଥିବାର ଓ ଗାଁ ଲୋକଙ୍କ ସହ ମିଳିମିଶି ଚଳୁଥିବାର ନଜର ଆସିଛନ୍ତି ଓ ତାଙ୍କ ପୁରୁଣା ଘରେ ନୂଆ ରଙ୍ଗ କାମ କରାଯାଉଥିବା ବେଳେ ଏଲିନା ନିଜେ ଏଇ ରଙ୍ଗ କାମ କରୁଥିବାର ଦେଖା ଯାଇଛି ତାହେଲେ ବନ୍ଧୁଗଣ ଆପଣମାନଙ୍କୁ ଏଲିନା ଙ୍କ ଅଭିନୟ କେମିତିଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |