ଅଧା ରାତିରେ ତଡପି ଉଠିଲେ ବୋହୁ, ନଣନ୍ଦ ଓ ସ୍ଵାମୀ ଙ୍କର ଘର କବାଟ କରଲେ ବନ୍ଧ, ଶଶୁର ସୋଇଥିବା ରୁମକୁ ପଶିଲେ ଆଉ …

ହଯାରୀବାଗ – ଏଠାରେ ଏକ 60 ବର୍ଷୀୟ ବ୍ୟକ୍ତି ଙ୍କ ର ହତ୍ୟା ହେଇଚି I ଏହି ହତ୍ୟା ତାଙ୍କ ର ବୋହୁ ହିଁ କରିଛନ୍ତି I କିନ୍ତୁ ପୋଲିସ ଏହି ଘଟଣା ବିଷୟ ସଠିକ ସୂଚନା ପାଇବାରେ ଅସଫଳ ହେଇଥିଲା I ଆପଣ ମନ ରେ ନିଶ୍ଚିତ ଏହି ଆଶଙ୍କା ଆସୁଥିବ ମହିଳା ଏପରି ହତ୍ୟାକାଣ୍ଡ କରିବା ର କାରଣ କଣ ରହିଛି I ଏହି ଅଘଟଣ କଟକମଦାଗ ଥାନା ଅଂଚଳ ମସଁରାତ ପଂଚାୟତ ରେ ଗୁରୁବାର ରାତି ରେ ଘଟିଯାଇଛି I ମହିଳା କୁରାଢ଼ୀ ରେ ଶଶୁର ଙ୍କ ଉପରେ ଆକ୍ରମଣ କରିଥିଲେ I ଏହି ଅଘଟଣ ପରେ ଆରୋପି ବୋହୁ ସେହିଠାରେ ହିଁ ରହିଥିଲେ I ଶୁକ୍ରବାର ସକାଳେ ମହିଳା ପୋଲିସ ଘଟଣା ସ୍ଥଳ ରେ ପହଂଚି ବୋହୁ ଙ୍କୁ ଗିରଫ କରିଥିଲେ I

ପୋଲିସ ର ସୂଚନା ଅନୁସାରେ ମୃତକ ଗଣେଶ ରଣା ଜଣେ ଦର୍ଜୀ ଥିଲେ I ଘଟଣା ଅନୁସାରେ ଗୁରୁବାର ରାତି ରେ ସବୁ ଖାଇବା ଖାଇସାରିଥିଲେ I ଏହା ପରେ ସମସ୍ତେ ନିଜ ନିଜ ରୁମ କୁ ଯାଇଥିଲେ I ଆରୋପି ମହିଳା 32 ବର୍ଷୀୟ ଡ଼ଲି ଦେବୀ ପତି ଅମର ରାଣ ଙ୍କ ସହ ନିଜ ରୁମ କୁ ଯାଇଥିଲେ I ତାଙ୍କ ନଣନ୍ଦ ଓ ଶଶୁର ମଧ୍ୟ ନିଜ ନିଜ ରୁମ କୁ ଚାଲିଯାଇଥିଲେ I ରାତି ପ୍ରାୟ 10 ଘଟିକା ସମୟ ରେ ଡ଼ଲି ଉଠିଥିଲେ I ଏବଂ ସମସ୍ତ ଙ୍କ ରୁମ କୁ ବାହାରୁ ବନ୍ଦ କରିଥିଲେ I ଏବଂ ଶଶୁର ଙ୍କ ର ରୁମ ରେ ପହଂଚିଥିଲେ I ସେଠାରେ ମହିଳା ଏକ କୁରାଢ଼ୀ ଦ୍ୱାରା ଶଶୁର ଙ୍କୁ ମାଡ଼ ମାରି ହତ୍ୟା କରିଥିଲେ I

ଶଶୁର ମଧ୍ୟ କୁରାଢ଼ୀ ମାଡ଼ ରେ ଯନ୍ତ୍ରଣା ରେ ପାଟି କରିଥିଲେ I ଶବ୍ଦ ଶୁଣି ସମସ୍ତ ଙ୍କ ର ନିଦ ଭାଙ୍ଗିଯାଇଥିଲା I ପଡିସା ଘର ଲୋକେ ମଧ୍ୟ ଘଟଣା ସ୍ଥାନ ରେ ପହଂଚି ଯାଇଥିଲେ I ଗମ୍ଭୀର ରୂପେ ଆଘାତ ହେଇଥିବା ଗଣେଶ ଙ୍କୁ ସଂଗେ ସଂଗେ ହସ୍ପିଟାଲ ରେ ଭର୍ତି କରାଯାଇଥିଲା I କିନ୍ତୁ ହସ୍ପିଟାଲ ରେ ତାଙ୍କ ର ମୃତ୍ୟୁ ହେଇଥିଲା I ଘଟଣା ସ୍ଥଳ ରେ ଥାନା ଅଧିକାରୀ ଗୌତମ କୁମାର ପହଂଚିଥିଲେ I ଆରୋପି ମହିଳା ଙ୍କ ର ବିବାହ 8 ବର୍ଷ ପୂର୍ବ ରେ ହେଇଥିଲା ଓ ତାଙ୍କ ର ଦୁଇଟି ସନ୍ତାନ ମଧ୍ୟ ଅଟନ୍ତି I ଅଘଟଣ ସମୟ ରେ ତାଙ୍କ ଶାଶୁ ନିଜ ଘରେ ପାଖ ରେ ଥିବା ଏକ ପିଣ୍ଡ କୁ ଯାଇଥିଲେ I ଏବଂ ପୋଲିସ ଉକ୍ତ ବୋହୁ ଙ୍କୁ ଗିରଫ କରିଦେଇଛି ଓ ହତ୍ୟା ର କାରଣ ଜାଣିବା କୁ ଉଦ୍ୟମ ଜାରି ରଖିଛି I