ସର୍ଭେ: କ୍ଷୀର ଠାରୁ ଅଧିକ ଲାଭକାରୀ ହେଇଥାଏ ବିୟର, ଏହି ସବୁ ବଡ ବଡ ରୋଗରୁ ମିଳିଥାଏ ମୁକ୍ତି

ପିପଲ ଫ୍ର ଦି ଏଥିକାଲ ଟ୍ରିଟ୍ମେଣ୍ଟ ନିଜ ର ଏକ ରିସର୍ଚ୍ଚ ପରେ ଏହି ବୟାନ ଦେଇଛି କି କ୍ଷୀର ସେବନ କରିବା କରିବା ଅପେକ୍ଷ୍ୟା ଅଧିକ ଉତ୍ତମ ସ୍ଵାସ୍ତ୍ୟ ଚାହୁଁଚ ତେବେ ବିୟର ସେବନ କରିବା ଉଚିତ I

ଆମେ ପିଲାଦିନ ରେ ଏହା ହିଁ ଶୁଣିଛେ କି କ୍ଷୀର ସ୍ଵାସ୍ତ୍ୟ ପାଇ ଲାଭକାରୀ ଅଟେ I ପ୍ରତୋକ ଦିନ ଆମେ ଏକ ଗ୍ଲାସ କ୍ଷୀର ସେବନ କରିବା ଉଚିତ I ସର୍ବଦା ଆମ ପିତାମାତା ଆମ କୁ ଏହା ହିଁ ଶିକ୍ଷ୍ୟା ଦେଇଛନ୍ତି I ଏବଂ ପିଲାଦିନ ରେ ମଧ୍ୟ ଆମ କୁ ଅନେକ କ୍ଷୀର ପିଇବା କୁ କହିଥାନ୍ତି I କ୍ଷୀର ରେ ଅନେକ ପୁଷ୍ଟିକାର ତତ୍ୱ ରହିଥାଏ ଯାହା କି ଆମ ଶରୀର କୁ ଅନେକ ରୋଗ ରୁ ମଧ୍ୟ ସୁସ୍ଥ ରଖିଥାଏ I କିନ୍ତୁ ଆଜି ର ଗବେଷଣା ରୁ ଏହା ମଧ୍ୟ ଜଣାଯାଇଛି କି କ୍ଷୀର ଅପେକ୍ଷ୍ୟା ବିୟର ଶରୀର ପାଇ ଅନେକ ଲାଭକାରୀ ଅଟେ I

ପିପଲ ଫ୍ର ଦି ଏଥିକାଲ ଟ୍ରିଟ୍ମେଣ୍ଟ ନିଜ ର ଗବେଷଣା ରୁ ଏହା ରିପୋର୍ଟ ଦେଇଛି କି ଅଧିକ ବିୟର ସେବନ କରିବା ଶରୀର ପାଁଇ ଲାଭକାରୀ ଅଟେ I ଏବଂ ଉତ୍ତମ ସ୍ଵାସ୍ତ୍ୟ ପାଁଇ ବିୟର ଏକ ଉତ୍ତମ ବିକଳ୍ପ ଅଟେ I

ବିୟର ସେବନ ର ଫାଇଦା
1.ଫୁସଫୁସ ପାଁଇ ଭଲ ହେଇଥାଏ
ଯଦି ଆପଣ ଏକ ସଠିକ ମାତ୍ରା ରେ ବିୟର ସେବନ କରନ୍ତି ତେବେ ଏହା ସ୍ଵାସ୍ତ୍ୟ ପାଁଇ ଲାଭକାରୀ ଅଟେ I ବିୟର କୁ ସନ୍ତୁଳିତ ମାତ୍ରା ରେ ହିଁ ସେବନ କରିବା ଉଚିତ I ଏବଂ ବିୟର ସେବନ ଦ୍ୱାରା ଫୁସଫୁସ ରୋଗ 31 ପ୍ରତିସଦ କମିଯାଇଥାଏ I

2. ହାଡ଼ ମଜବୁତ
ବିୟର ସେବନ ଦ୍ୱାରା ଏଥିରେ ଥିବା ସିଲିକାନ ର ମାତ୍ରା କୁ ନେଇ ହାଡ଼ ଗୁଡିକ ମଜବୁତ ହେଇଥାଏ I ଏବଂ ଆମେ ନିଜ କୁ ଫିଟ ରଖିପାରିଥାଉ I

3.ଏଲଜାଇମ ଦୂର ହେଇଥାଏ
ବିୟର ସେବନ କରିବା ଦ୍ୱାରା ଏଲଜାଇମ ର ମାତ୍ରା ମଧ୍ୟ ଶରୀର ରେ ନିୟନରଣ ହେଇଥାଏ I ଏବଂ 23% ମାତ୍ରା ଏହା ଶରୀର ରେ କମିଯାଇଥାଏ I

4.କିଡ୍ନୀ ପାଁଇ ଲାଭକାରୀ ଏହି ବିୟର
ଯଦି ଆପଣ ବିୟର ସେବନ କରୁଛନ୍ତି ତେବେ ଏହା କିଡ୍ନୀ କୁ ସୁସ୍ଥ ରଖିଥାଏ I ଏବଂ କିଡ୍ନୀ ରୋଗ ହେଇ ନ ଥାଏ I

5.କ୍ୟାନ୍ସର ରୁ ମୁକ୍ତ
ଯଦି ଆପଣ ବିୟର ସେବନ କରୁଛନ୍ତି ତେବେ ହେତ୍ରସାଇକିଙ୍କ କାରଣ ରୁ ଶରୀର ରେ କ୍ୟାନ୍ସର ରୋଗ ଉତ୍ପରଃନ କାରୀ କୋଷିକା ରହି ନ ଥାଏ I

6. ବୟସ ବୃଦ୍ଧି
ସନ୍ତୁଳିତ ମାତ୍ରା ରେ ବିୟର ସେବନ କରିବା ଦ୍ୱାରା ବୟସ ବୃଦ୍ଧି ର ତାରତମ୍ୟ ଜଣା ପଡି ନ ଥାଏ I କାରଣ ଶରୀର କୁ ସଠିକ ପରିମାଣ ର ପୋଷକତତ୍ୱ ମିଳିଥାଏ I

7.ଡାଇବେଟିଜ ରୁ ଫାଇଦା
ଯଦି ସନ୍ତୁଳିତ ମାତ୍ରା ରେ ଆପଣ ବିୟର ସେବନ କରୁଛନ୍ତି ତେବେ ଡାଇବେଟିଜ ପରି ସମସ୍ୟା ରୁ ଆପଣ 25% ନିରୋଗ ରହିପାରିବେ I

8.ଈଂସୋମେନିୟ ରୋଗ
ଈଂସୋମେନିୟ ଅର୍ଥାତ ନିଦ ନ ଆସିବା ର ସମସ୍ୟା ମଧ୍ୟ ଏହି ବିୟର ସେବନ ଦ୍ୱାରା ଅନେକାଂଶ ରେ କମିଯାଇଥାଏ I ଏହା ଦ୍ୱାରା ଆମେ ନିରୋଗୀ ମଧ୍ୟ ରହିଥାଉ I

9.ରୁପି ସମସ୍ୟା
ବିୟର ରେ ଭିଟାମିନ ବି ଅଧିକ ମାତ୍ରା ରେ ରହିଥାଏ ଯାହା ଦ୍ୱାରା ଆପଣ ଙ୍କ ମୁଣ୍ଡ ରେ ରୁପି ସମସ୍ୟା ଦୂର ହେଇଥାଏ I ବିୟର ରେ ବାଳ ଧୋଇବା ଦ୍ୱାରା ଆପଣ ଙ୍କ ର ମୁଣ୍ଡ ରୁ ରୁପି ସମସ୍ୟା ଦୂର ହେଇଥାଏ I

10 . ହୃତଘାତ
ବିୟର ସେବନ ଦ୍ୱାରା ହୃତଘାତ ପରି ଆଶଙ୍କା ମଧ୍ୟ ଅନେକାଂଶ ରେ କମିଯାଇଥାଏ I ଜାରଣ ବିୟର ସେବନ ଦ୍ୱାରା ରକ୍ତ ସଂଚାଳନ ଠିକ ହେଇଥାଏ I