ଭୋଡାଫୋନ ଓ ଆଇଡ଼ିଆ ଗ୍ରାହକ ଙ୍କ ପାଁଇ ବହୁତ ଖରାପ ଖବର ଆସିଛି I ଭୋଡାଫୋନ ଓ ଆଇଡ଼ିଆ ର ଗ୍ରାହକ ଭାରତ ରେ ଅଧିକ ପରିମାଣ ରେ ରହିଛନ୍ତି I ଯଦି ଏହି ଦୁଇଟି କମ୍ପାନୀ ବନ୍ଦ ହେବ ତେବେ କୋଟି କୋଟି ଲୋକେ ନାନା ସମସ୍ୟା ରେ ପଡିପାରନ୍ତି I ଏହା ର ପ୍ରଭାବ ଭାରତୀୟ ଅର୍ଥବ୍ୟବସ୍ତା ଉପରେ ମଧ୍ୟ ପଡିଥାଏ I ଯାହା ପ୍ରଭାବ ଦୀର୍ଘ ସମୟ ମଧ୍ୟ ରହିବ I
ଅନୁମାନ ଅନୁସାରେ ଭାରତ ରେ କୋଟି କୋଟି ଲୋକେ ଏହି ଦୁଇଟି କମ୍ପାନୀ ର ଗ୍ରାହକ ଅଟନ୍ତି I ତେବେ କୋଟି କୋଟି ଲୋକେ ଏହି ଦୁଇ କମ୍ପାନୀ ରେ ଚାକିରୀ ମଧ୍ୟ କରିଥାନ୍ତି I କିନ୍ତୁ ବର୍ତମାନ ଏହି ଦୁଇଟି କମ୍ପାନୀ ର ଅବସ୍ଥା ଶୋଚନୀୟ ହେଇଯାଇଛି I ଯାହା କୁ ନେଇ ଗ୍ରାହକ ଙ୍କ ର ଚିନ୍ତା ମଧ୍ୟ ବଢିବା ରେ ଲାଗିଛି I ଏହି ମାମଲା ସୁପ୍ରିମ୍କୋର୍ଟ ପର୍ଯ୍ୟନ୍ତ ମଧ୍ୟ ଯାଇଛି I ଏହି ଦୁଇଟି କମ୍ପାନୀ ନିଜ କୁ ଦେବାଳିଆ ଘୋଷଣା କରିଛନ୍ତି I
ମିଳିଥିବା ସୂଚନା ଅନୁସାରେ ଭୋଡାଫୋନ ଓ ଆଇଡ଼ିଆ ରେ ଥିବା ଅଡ଼ଜେଷ୍ଠଡ଼ ଗ୍ରାସ ରେଭିନ୍ୟୁ ଅନୁସାରେ ଏହି କମ୍ପାନୀ ନିଜ ର ଋଣ ଟଙ୍କା ଦେବାରେ ଅସମର୍ଥ ଅଟେ I ତେଣୁ ଏହି ଅନୁମାନ ରହିଛି କି କମ୍ପାନୀ ନିଜ କୁ ଦେବାଳିଆ ଘୋଷଣା କରିବେ I କିନ୍ତୁ ଏହା ର କୌଣସି ଅଫିସିଆଲ ଅଣୂନ୍ସମେଣ୍ଟ ହେଇନାହିଁ I
ଆପଣ ମନ ରେ ଏହି ପ୍ରଶ୍ନ ଆସିଥାଏ କି କେଉଁ ପ୍ରକରଣ ରେ କମ୍ପାନୀ ଏହି ପଦକ୍ଷପ ନେବ I ସରକାର , ଟେଲିକମ ସର୍ଭିସ ପ୍ରାଇଡ୍ସ ର ଶୁଳ୍କ ଲାଇସେନ୍ସ ଶୁଳ୍କ ଦେଇପାରିବାରେ ଅସମର୍ଥ ଅଟନ୍ତି I ସରକାର ଏହି ନିଷ୍ପତି ବିଗତ 24 ଅକ୍ଟୋବର ରେ ନେଇଥିଲେ I ତେବେ ଏହି ନିଷ୍ପତି କୁ ନେଇ ଦେଶ ର ବେରୋଜଗାରୀ ସଂଖ୍ୟା ବୃଦ୍ଧି ପାଇବ I କାରଣ ଏହି ଦୁଇଟି କମ୍ପାନୀ ବନ୍ଦ ହେଲେ ଅନେକ ଲୋକେ ଚାକିରୀ ହରାଇବେ I
ଭୋଡାଫୋନ ଓ ଆଇଡ଼ିଆ ର ଗ୍ରାହକ ପୁରା ଭାରତ ରେ ରହିଛନ୍ତି I ଏହି କାରଣ ରୁ ଲୋକ ଙ୍କୁ ବହୁତ ବଡ଼ ଝଟକା ଲାଗିବ କୁ ଯାଉଛି I 2018 ରେ ଏଆର୍ସେଲ କମ୍ପାନୀ ମଧ୍ୟ ଏହିପରି ବନ୍ଦ ହେଇଯାଇଥିଲା I ଯାହା କୁ ନେଇ ଏଆର୍ସେଲ କମ୍ପାନୀ ର ଗ୍ରାହକ ଙ୍କୁ ଅନେକ ହଇରାଣ ହେବାକୁ ପଡିଥିଲା I ସେହିପରି ଭୋଡାଫୋନ ଓ ଆଇଡ଼ିଆ କମ୍ପାନୀ ବନ୍ଦ ହେଲେ ଲୋକ ଙ୍କୁ ଏକ ବଡ଼ ଝଟକା ନିଶ୍ଚିତ ରୂପେ ଲାଗିବ I