ଝିଅ ବାରମ୍ବାର କହୁଥିଲା କି ଆମ ସହ ଆଉ ଜଣେ କେଏ ବି ରହୁଛି, ମା କରିଲେ ନାହିଁ ବିଶ୍ଵାସ, ଆଉ ତାପରେ ଗୋଟେ ଦିନ

ବିଗତ ଦିନ ରେ କିଛି ଏପରି ଘଟଣା ମଧ୍ୟ ଆପଣ ସୋସିଆଲ ମିଡ଼ିଆ ରେ ଦେଖିଥିବେ ଯାହା କି ଆପଣ ଙ୍କ ର ଆଶ୍ଚଯ୍ୟ ର କାରଣ ହେଇଥାଏ I ଲୋକେ ସାଧାରଣ ଭାବ ରେ ଭୁତ ପ୍ରେତ ରେ ବିଶ୍ୱାସ କରନ୍ତି ନାହିଁ I ତେବେ ପ୍ରତୋକ ଲୋକ ଙ୍କ ର ଚିନ୍ତାଧାରା ମଧ୍ୟ ଭିର୍ନ ଭିର୍ନ ଅଟେ I ଆପଣ ମଧ୍ୟ ହୁଏତ ଏପରି ଅଦୃଶ୍ୟ ଶକ୍ତି ଉପରେ ବିଶ୍ୱାସ କରୁ ନ ଥିବେ I

ସାଉଥ ଲେକାର୍ସ୍ୟର ରେ ରହୁଥିବା ଜଣେ 31 ବର୍ଷୀୟ ମହିଳା ଇଲନ ମେକମନଗଲ ର ହେମିଲଟନ ରେ ଥିବା ଏକ ଘର ର ସେ ପୁରୁଣା ଫୋଟୋ କିଛି ଦେଖୁଥିଲେ I ଏବଂ ସେଠାରେ ସେ ଫ୍ଲାଟ ରେ ଥିବା ଏକ ପିଲାଟି ର ଫୋଟୋ ମଧ୍ୟ ଦେଖିବାକୁ ପାଇଥିଲେ I ଏହା ଦେଖି ସେ ଆଶ୍ଚଯ୍ୟ ମଧ୍ୟ ହେଇଥିଲେ I

ଇଲନ ଯେଉଁ ଘର ର ଫୋଟୋ ଦେଖୁଥିଲେ ସେହି ଘରେ ସେ 5 ବର୍ଷ ପୂର୍ବ ରୁ ରହୁଥିଲେ I ସେଠାରେ ତାଙ୍କ ର ଏକ 3 ବର୍ଷ ର ଝିଅ ମଧ୍ୟ ରହୁଥିଲା I ତାଙ୍କ ଝିଅ ହେଲି ସର୍ବଦା ମା ଙ୍କୁ କହୁଥିଲା ମା ଆମ ସହ ଆଉ ଜଣେ ମଧ୍ୟ ରହୁଛି ତା ନାମ ହେଉଛି ଜୋନି I କିନ୍ତୁ ମା କେବେ ହେଲେ ଝିଅ ର କଥା କୁ ବିଶ୍ୱାସ କରୁ ନ ଥିଲେ I କିନ୍ତୁ ଏହି ଗତ ଦେଖିବା ପରେ ସେ ନିଜ ଝିଅ ର କଥା କୁ ବିଶ୍ୱାସ କରିଥିଲେ I

ସେହି ଫ୍ଲାଟ ରେ ରହୁଥିବା ସମୟ ରେ ଝିଅ ସର୍ବଦା କହୁଥିଲା କି ଜୋନି ଙ୍କ ସହ ଆଉ ଜଣେ ମଧ୍ୟ ଆମ ସହ ରହୁଛନ୍ତି I ଏବଂ ସେହି ପିଲାଟି ସହ ସେମାନେ ଖେଳନ୍ତି ବୋଲି ମଧ୍ୟ ପିଲାଟି କହୁଥିଲା I ଘରେ କିଛି ଅସାମାନ୍ୟ ଘଟଣା ମଧ୍ୟ ଘଟୁଥିଲା I

ଯେପରି ବାଥରୁମ ର ଲାଇଟ ଆପେ ଆପେ ଜଳିଯାଉଥିଲା ଏବଂ ଝିଅ ର ସବୁ ଖେଳନା ଆପେ ଆପେ ରୁମ ବାହାରେ ଏଣେ ତେଣେ ପଡିଥାଏ I ତାଙ୍କ ର ଡ୍ରଇଂସ ପେପର ମଧ୍ୟ ଏଣେ ତେଣେ ପଡ଼ିବାର ସେ ଅନେକ ସମୟ ରେ ଦେଖିଥାନ୍ତି I

ଇଲନ କୁହନ୍ତି ତାଙ୍କ ଫ୍ଲାଟ ର ସବୁ କବାଟ କାଚ ର ଅଟେ ଏବଂ ସେଠାରେ ଅନେକ ସମୟ ରେ ସେ ଏକ ଛାଇ କୁ ମଧ୍ୟ ଦେଖିଥାନ୍ତି I ଏବଂ ତାଙ୍କ ଘରେ ଏକ ଆଜିବ ଗନ୍ଧ ମଧ୍ୟ ଆସୁଥିଲା I ସେ ସେହି ଘରେ କିଛି ଅସାମାନ୍ୟ ଘଟଣା ର ଅନୁଭବ କରୁଥିଲେ I ହେଲେ ଇଲନ କେବେ ହେଲେ ଝିଅ ର କଥା କୁ ଠିକ ରେ ବିଶ୍ୱାସ କରୁ ନ ଥିଲେ I

ଇଲନ କହୁଥିଲେ ଯେପରି ଘଟଣା ମୋ ପିଲାଦିନ ରେ ମୋ ସହ ଘଟିଛି ସେହିପରି ଘଟଣା ମୋ ଝିଅ ସହ ମଧ୍ୟ ଘଟିଛି I ଏବଂ ଇଲନ ଙ୍କ ର କହିବା ଅନୁସାରେ ପ୍ରତୋକ ବ୍ୟକ୍ତି ଙ୍କ ସହ ଏପରି ଘଟଣା ଘଟିବା ଏତେ ସହଜ ନୁହେଁ I