ଅକ୍ଷୟ କୁମାର ହେଲେ ବଲିଉଡର ସବୁଠାରୁ ମହାଙ୍ଗା ଷ୍ଟାର; ଏବେ ଗୋଟିଏ ଫିଲ୍ମ ପାଇଁ ନେବେ ଏତେ କୋଟି ଟଙ୍କା

ବଲିଉଡ ର ଖିଲାଡୀ କୁମାର ଅଭିନେତା ଅକ୍ଷୟ କୁମାର ଫିଲ୍ମ ଜଗତ ରେ ଜଣେ ଟପ ଅଭିନେତା ଙ୍କ ମଧ୍ୟ ରେ ଅଟନ୍ତି I ବର୍ଷ କୁ ଅକ୍ଷୟ କୁମାର ମାତ୍ର 4-5 ଗୋଟି ଫିଲ୍ମ ରେ ହିଁ କାମ କରିଥାନ୍ତି I 2019 ରେ ଅକ୍ଷୟ କୁମାର ଙ୍କ ର ମାତ୍ର 3 ଗୋଟି ଫିଲ୍ମ ରିଲିଜ ହେଇଚି I କେଶରୀ , ମିଶନ ମଙ୍ଗଳ ଓ ହାଉସଫୁଲ 4 ପରି 3 ଗୋଟି ଫିଲ୍ମ ରିଲିଜ ହେଇଯାଇଛି I 27 ଡିସେମ୍ବର ରେ ଫିଲ୍ମ ଗୁଡ଼ ନ୍ୟୁଜ ରେ ମଧ୍ୟ ଅକ୍ଷୟ କୁମାର ଙ୍କୁ ଦେଖିବାକୁ ମିଳିବ I

ଏହି 4 ଗୋଟି ଫିଲ୍ମ ରେ ମଧ୍ୟ ଅକ୍ଷୟ କୁମାର ଙ୍କୁ ଦେଖିବାକୁ ମିଳିବ I ଫିଲ୍ମ ସୂର୍ଯ୍ୟବଂଶୀ , ବଚନ ପାଣ୍ଡେ , ପୃଥୀବିରାଜ ଓ ଲକ୍ଷ୍ମୀ ବମ I ଆହୁରି ମଧ୍ୟ ଏକ ହାସ୍ୟ ଓ ରୋମାଞ୍ଚକ କମେଡି ରେ ଭରପୁର ଫିଲ୍ମ ରେ ଅକ୍ଷୟ କୁମାର ଅଭିନୟ କରିବାକୁ ଯାଉଛନ୍ତି I

ବଲିଉଡ ହଂଗାମା ଅନୁସାରେ ଏକ ବିଶେଷ ସୂତ୍ର ରୁ ଏହା ଜଣାଯାଇଛି କି ଫିଲ୍ମ ନିର୍ମାତା ବାସୁ ଭଗ୍ନାଂଇ ଓ ଫିଲ୍ମ ଆୟାରଲାଇଫଟା ର ନିର୍ଦେଶକ ନିଖିଳ ଅଡ଼ବାଣି ଙ୍କ ସହ ଅକ୍ଷୟ କୁମାରଏକ ପାୱାର ପ୍ୟାକ ଫିଲ୍ମ ରେ କାମ କରିବେ I ଏହି ଫିଲ୍ମ ରେ ଅକ୍ଷୟ କୁମାର , ବାସୁ ଓ ନିଖିଳ ଙ୍କ ର ଏହି ଫିଲ୍ମ ଆକ୍ସନ , ଇମୋସନ ଓ ମନୋରଞ୍ଜନ ରେ ଏହା ଭରପୁର ହେଇଥିବ I ଏବଂ ଏହା ଆଗାମୀ ସମୟ ରେ ଏକ ସୁପରହିଟ ଫିଲ୍ମ ରେ ମଧ୍ୟ ପରିଣତ ହେବାକୁ ଯାଉଛି I


ସୂଚନା ଅନୁସାରେ ଅକ୍ଷୟ କୁମାର ଏହି ଫିଲ୍ମ ପାଁଇ ରାଜି ହେଇଯାଇଛନ୍ତି I ଏବଂ ଏହି ଫିଲ୍ମ ର ଅଧିକାଂଶ ଭାଗ ଲଣ୍ଡନ ରେ ସୁଟିଂ କରାଯିବ I ଏବଂ ଏହି ଫିଲ୍ମ ପାଁଇ ଅକ୍ଷୟ କୁମାର 100 କୋଟି ଟଙ୍କା ମଧ୍ୟ ନେବେ I ଏହିପରି ଅକ୍ଷୟ କୁମାରବଲିଉଡ ର ସବୁଠାରୁ ଅଧିକ ଫିସ ନେଇଥିବା ଏକ ନମ୍ବର ଅଭିନେତା ରୂପେ ସେ ପରିଚିତ ହେଇଛନ୍ତି I