ହଟାତ ଝିଅ ସହ ଗରିବ ଲୋକ ଟିର କୁଡ଼ିଆ ଘରେ ପହଞ୍ଚିଲେ ଅକ୍ଷୟ କୁମାର; ତାପରେ ସେଠି ଯାହା କରିଲେ

ବଲିଉଡ ର ଖିଲାଡୀ କୁମାର ନାମ ରେ ପରିଚିତ ଅକ୍ଷୟ କୁମାର ଜଣେ ସଫଳ ଅଭିନେତା ଅଟନ୍ତି I ଫିଲ୍ମ ହାଉସଫୁଲ 4 ରେ ମଧ୍ୟ ଅକ୍ଷୟ କୁମାର ବେଶ ଚର୍ଚା କୁ ଆସିଥିଲେ I ବିଗତ ଦିନ ରେ ଅକ୍ଷୟ କୁମାର ନିଜ ଝିଅ ନିତାରେ ବୃଦ୍ଧ ଗରିବ ଲୋକ ଙ୍କ ର ଘର କୁ ଯାଇଥିଲେ I ଏହା ର ଫୋଟୋ ଅକ୍ଷୟ କୁମାର ନିଜ ର ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଛନ୍ତି I

ସୋସିଆଲ ମିଡ଼ିଆ ରେ ଅକ୍ଷୟ କୁମାର ଙ୍କ ର ଏହି ଫୋଟୋ କୁ ଲୋକେ ଖୁବ ପସନ୍ଦ ମଧ୍ୟ କରିଛନ୍ତି I ଏବଂ ଅକ୍ଷୟ କୁମାର ଙ୍କ ର ଏପରି କାର୍ଯ୍ୟ ରେ ତାଙ୍କ ପ୍ରଶଂସକ ମାନେ ମଧ୍ୟ ବିଶେଷ ଖୁସି ହେଇଛନ୍ତି I ବିଗତ ଦିନ ରେ ଅକ୍ଷୟ କୁମାର ନିଜ ଝିଅ ସହ ଜଣେ ଗରିବ ଲୋକ ଟି ର କୁଡ଼ିଆ କୁ ଯାଇଥିଲେ ଏବଂ ସେହି ଗରିବ ଲୋକ ଟି ର ସମସ୍ୟା ବିଷୟ ରେ ପଚାରି ବୁଝିଥିଲେ I

ଗରିବ ଲୋକ ଟି ର କୁଡ଼ିଆ ରେ ପହଂଚିଥିଲେ ଅକ୍ଷୟ କୁମାର
କୌଣସି ଅଭିନେତା ଯଦି କୌଣସି ଗରିବ ଲୋକ ଟି ର ଘର କୁ ଯାଇଥାନ୍ତି ତେବେ ଏହା ଏକ ବଡ଼ ଘଟଣା ଅଟେ I ଠିକ ସେହିପରି ଅକ୍ଷୟ କୁମାର ସେହି ଗରିବ ଲୋକ ଟି ର କୁଡ଼ିଆ ରେ ପହଂଚିଥିଲେ I ଅକ୍ଷୟ କୁମାର ନିଜ ଝିଅ ସହ ସକାଳୁ ଚାଲିବାକୁ ଯାଇଥିଲେ ଓ ଝିଅ କୁ ସସ ଲାଗିଥିଲା ତେଣୁ ଅକ୍ଷୟ କୁମାର ଜଣେ ଗରିବ ଲୋକ ଟି ଘର କୁ ପାଣି ପିଇବା କୁ ଯାଇ ପହଂଚିଥିଲେ I

ଅକ୍ଷୟ କୁମାର ନିଜ ପୋଷ୍ଟ ରେ ଏହା ମଧ୍ୟ କହିଛନ୍ତି ଆମେ କେବଳ ପାଣି ଗିଲାସ ଟି ମାଗିଥିଲୁ କିନ୍ତୁ ସେହି ବୃଦ୍ଧ ବ୍ୟକ୍ତି ଆମ କୁ ତାଙ୍କ ଘରେ ହେଇ ଗୁଡ଼ ଓ ରୁଟି ଖାଇବାକୁ ଦେଇଥିଲେ I ସେଠାରେ ବୃଦ୍ଧ ବ୍ୟକ୍ତି ଙ୍କ ର ସହ ଅକ୍ଷୟ କୁମାର ଫୋଟୋ ମଧ୍ୟ ଉଠାଇଥିଲେ I

ଏହି ଫିଲ୍ମ ସୁଟିଂ ରେ ବ୍ୟସ୍ତ
ବଲିଉଡ ଅଭିନେତା ଅକ୍ଷୟ କୁମାର ବର୍ତମାନ ନିଜ ର ଆଗାମୀ ଫିଲ୍ମ ସୂର୍ଯ୍ୟ ବଂଶୀ ର ସୁଟିଂ ରେ ବ୍ୟସ୍ତ ଅଛନ୍ତି I ଏହି ଫିଲ୍ମ ରେ କାଟ୍ରିନା ଙ୍କୁ ମଧ୍ୟ ଦେଖିବାକୁ ମିଳିବ I ବିଗତ ଦିନ ରେ ଅକ୍ଷୟ କୁମାର ଙ୍କ ର ଫିଲ୍ମ ହାଉସଫୁଲ 4 ବକ୍ସ ଅଫିସ ରେ ବେଶ ସଫଳତା ହାସିଲ କରିଥିଲା I