ଅକ୍ଷୟ କୁମାର କହିଲେ ବଡ ବଡ ଫିଲ୍ମ ଡ଼ାଇରେକ୍ଟର ମାନେ ମତେ ତାଙ୍କ ଫିଲ୍ମରେ ନେଉନାହାନ୍ତି, ଏହି କାରଣରୁ ସବୁବେଳେ ମତେ

ବଲିଉଡ ର ଆକ୍ଟର ଅକ୍ଷୟ କୁମାର ଙ୍କ ର ଫିଲ୍ମ “ଗୁଡ଼ ନ୍ୟୁଜ” ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି I ଏହି ଫିଲ୍ମ ରେ ତାଙ୍କ ସହ କରିନା କପୁର , କିୟାରା ଆଡ଼ଭାନୀ ଓ ଡୀଲଜିତ ଦସଇ ମୁକ୍ଷ୍ୟ ଭୂମିକା ରେ ଅଭିନୟ କରିଥିଲେ I ବିଗତ ଦିନ ରେ ଅକ୍ଷୟ କୁମାର ଙ୍କ ର ଫିଲ୍ମ ର ଗୀତ ଦୋଷାଇ ରିଲିଜ ହେଇଯାଇଛି I ବିଗତ ଦିନ ରେ ଅକ୍ଷୟ କୁମାର ଙ୍କ ର ଫିଲ୍ମ “ସୌଦା ଖରା” ରିଲିଜ ହେଇଯାଇଛି I ଏବଂ ଫିଲ୍ମ ଟି ମଧ୍ୟ ବକ୍ସ ଅଫିସ ରେ ବେଶ ସଫଳ ହେଇଚି I ଅକ୍ଷୟ କୁମାର ଙ୍କ ର କହିବା ଅନୁସାରେ ସେ ଯେତେବେଳେ ବଲିଉଡ ରେ ନିଜ ର କ୍ୟାରିୟର ଆରମ୍ଭ କରିଥିଲେ ସେ ସମୟ ରେ କୌଣସି ବଡ଼ ଡ଼ାଇରେକ୍ଟର ତାଙ୍କୁ ଫିଲ୍ମ ରେ ନେଉ ନ ଥିଲେ I ଏହି କାରଣ ରୁ ସେ ଅନେକ ନୂଆ ନୂଆ ଡ଼ାଇରେକ୍ଟର ଙ୍କ ସହ ଫିଲ୍ମ ରେ କାମ କରୁଥିଲେ I

ଗୁଡ଼ ନ୍ୟୁଜ ଫିଲ୍ମ ର ଟ୍ରେଲର ଲଞ୍ଚ ହେଇଯାଇଛି ଏବଂ ମିଡ଼ିଆ ରେ ଆଲୋଚନା ସମୟ ରେ ଅକ୍ଷୟ କୁମାର କହିଛନ୍ତି କି ଯେତେବେଳେ କେହି ବଡ଼ ଡ଼ାଇରେକ୍ଟର ଆପଣ ଙ୍କୁ ଫିଲ୍ମ ରେ ନ ନେବେ ସେ ସମୟ ରେ ନିଜେ ସଂଘର୍ଷ କରିବା ଉଚିତ ଏବଂ ନିଜ କୁ ସେତିକି ସକ୍ଷମ କରିବା ଉଚିତ I ଯାହା ଦ୍ୱାରା କି କୌଣସି ବଡ଼ ଡ଼ାଇରେକ୍ଟର ଆପଣ ଙ୍କୁ ଫିଲ୍ମ ରେ ନେଇପାରିବେ I

ଟ୍ରେଲର ଲଞ୍ଚ ହେବା ପରେ ଅକ୍ଷୟ କୁମାର ଙ୍କୁ ପଚରାଯାଇଥିଲା କି ଏପରି ସମୟ ଥିଲା ଯେତେବେଳେ ଡ଼ାଇରେକ୍ଟର ମାନେ କେବଳ ତିନି ଖାନସ ଅଭିନେତା ଙ୍କ ସହ ଫିଲ୍ମ କରୁଥିଲେ I ଏହା ର ଉତ୍ତର ରେ ଅକ୍ଷୟ କୁମାର କହିଥିଲେ କି ସେହି କଳାକାର ମାନେ ସେ ସମୟ ରେ ନିଜ କୁ ସେତିକି ଯୋଗ୍ୟ କରିପାରିଥିଲେ ଯେଉଁ କାରଣ କୁ ତାଙ୍କୁ ଫିଲ୍ମ ରେ ସୁଯୋଗ ମିଳୁଥିଲା I

ଗୁଡ଼ ନ୍ୟୁଜ ବିଷୟ ରେ ଅକ୍ଷୟ କୁମାର କହିଛନ୍ତି କି ଡ଼ାଇରେକ୍ଟର ରାଜ ମେହେତା ମୋର 21 ତମ ନୂଆ ଡ଼ାଇରେକ୍ଟର ଅଟନ୍ତି I ଏବଂ ତାଙ୍କ ସହ ମୁ କାମ କରି ବେଶ ଖୁସି ଅଛି I ପୁରୁଣା ଡ଼ାଇରେକ୍ଟର ଙ୍କ ତୁଳନା ରେ ସେ ବହୁତ ଭଲ ଡ଼ାଇରେକ୍ଟର ଅଟନ୍ତି I ଅକ୍ଷୟ କୁମାର ପୁଣି କହିଛନ୍ତି ମୋ ପାଖ ରେ ଏବେ ମଧ୍ୟ ସେପରି ବଡ଼ ଡ଼ାଇରେକ୍ଟର ନାହାନ୍ତି ଯେଉଁମାନେ କି ମୋତେ ତାଙ୍କ ଫିଲ୍ମ ରେ ସୁଯୋଗ ଦେଇପାରିବେ I