ଅକ୍ଷୟ କୁମାର ଙ୍କର ଫିଲ୍ମରେ କାମ କରୁଥିବା ଏହି ଛୋଟ ପିଲାଟି ଆଜିକା ସମୟରେ ବଲିଉଡର ସବୁଠାରୁ ହ୍ୟାଣ୍ଡସମ ଅଭିନେତା !

ଅକ୍ଷୟ କୁମାର ଆଜିକା ସମୟ ରେ ହ୍ୟାଣ୍ଡସମ ଅଭିନେତା ଅଟନ୍ତି I ଆଜିକା ସମୟ ରେ ମଧ୍ୟ ଅକ୍ଷୟ କୁମାର ଙ୍କ ର ଲୋକପ୍ରିୟତା କିଛି କମିନାହିଁ I ଫିଲ୍ମ କ୍ୟାରିୟର ରେ ଅକ୍ଷୟ କୁମାର ଜଣେ ଆକ୍ସନ ଓ ହାସ୍ୟ କଳାକାର ରୂପେ ପରିଚିତ ଅଟନ୍ତି I ଅକ୍ଷୟ କୁମାର ଫିଲ୍ମ କ୍ୟାରିୟର ରେ ଆକ୍ସନ ଓ ହାସ୍ୟ କଳାକାର ଉଭୟ ଅଭିନୟ ବେଶ ଭଲ ଭାବ ରେ କରିପାରିଥାନ୍ତି I ଅକ୍ଷୟ କୁମାର ନିଜ କ୍ୟାରିୟର ରେ ଅନେକ ସୁପର ସୁପର ହିଟ ଫିଲ୍ମ କରିଛନ୍ତି I 1999 ରେ ଅକ୍ଷୟ କୁମାର ଫିଲ୍ମ “ଯାନବର” ରେ ଅଭିନୟ କରିଥିଲେ I

ଏହି ଫିଲ୍ମ ଟି ମଧ୍ୟ ବକ୍ସ ଅଫିସ ରେ ବେଶ ସଫଳ ହେଇପାରିଥିଲା I ଅକ୍ଷୟ କୁମାର ଙ୍କ ର ଅଧିକାଂଶ ଫିଲ୍ମ ଲୋକପ୍ରିୟତା ହାସିଲ କରିଥିଲା I ତେଣୁ ଫିଲ୍ମ ଜାନଵର ରୁ ସେ ଅଧିକ ଲୋକପ୍ରିୟତା ମଧ୍ୟ ପାଇପାରିଥିଲେ I ଏହା ପରେ ସେ ନିଜ କ୍ୟାରିୟର ରେ ଅନେକ ସଫଳତା ହାସିଲ କରିଥିଲେ I ଫିଲ୍ମ ଯାନବର ରେ ତାଙ୍କ ସହ ଏକ ଛୋଟ ପିଲାଟି ଅଭିନୟ କରିଥିଲା I ଆଜି ଆମେ ଏହି ପିଲାଟି ବିଷୟ ରେ ଆପଣ ଙ୍କୁ କିଛି କହିବା କୁ ଯାଉଛୁ I ଏହି ପିଲାଟି ଅକ୍ଷୟ କୁମାର ଙ୍କ ର ନିଜ ପୁଅ ନ ଥିଲା I କିନ୍ତୁ ନିଜ ପୁଅ ପରି ସେ ସ୍ନେହ କରୁଥିଲେ I

ଆଜିକା ସମୟ ରେ ଏହି ପିଲାଟି ଖୁବ ବଡ଼ ହେଇଯାଇଛି I ଏହି ପିଲାଟି ର ଅସଲି ନାମ ଆଦିତ୍ୟ କାପଡିୟା ଅଟେ I ଆଦିତ୍ୟ ଙ୍କ ର ଜନ୍ମ 14 ନଭେମ୍ବର 1986 ରେ ହେଇଥିଲା I ତାଙ୍କ ବୟସ 33 ବର୍ଷ ଥିଲା I ସେ ଜଣେ ଭାରତୀୟ ଫିଲ୍ମ କଳାକାର ଅଟନ୍ତି I ଏବଂ ଆଦିତ୍ୟ ଅନେକ ଫିଲ୍ମ ରେ ମଧ୍ୟ କାମ କରିସାରିଛନ୍ତି I ସେ ବଲିଉଡ ଫିଲ୍ମ ସହ ଅନେକ ସୁପରହିଟ ସିରିଏଲ ରେ ମଧ୍ୟ ଅଭିନୟ କରିସାରିଛନ୍ତି I ଆଦିତ୍ୟ ଏକ ବାଲ୍ୟ କଳାକାର ରୂପେ ନିଜ ର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ I

ଆଦିତ୍ୟ ନିଜ କ୍ୟାରିୟର ର ଆରମ୍ଭ ଏହି ବାଲ୍ୟକାଳକାର ରୂପେ ହିଁ କରିଥିଲେ I ଏବଂ ଟିଭି ସୋ ଜଷ୍ଟ ମୋହବତ ରେ ସେ ସଫଳ ହେଇଥିଲେ I ଏହା ପରେ ସିରିଏଲ ସାକାଲାକା ବୁମ ବୁମ , ପ୍ୟାର ହମ ଆଦି ରେ ଅଭିନୟ କରିଥିଲେ I ସୋନପରି ରେ ସବୁଠାରୁ ଅଧିକ ସଫଳ ହେଇଥିଲେ I ଏହି ସବୁ ସିରିଏଲ ରେ କାମ କରିବା ପରେ ଆଦିତ୍ୟ ଅଧିକ ସଫଳ ହେଇପାରିଥିଲେ I ଫିଲ୍ମ ଜଗତ ରେ କିନ୍ତୁ ଆଦିତ୍ୟ ସେପରି ସଫଳତା ର ପାହାଚ ଚଢ଼ିପାରି ନାହାନ୍ତି I