ବଲିଉଡ ଫିଲ୍ମ ଜଗତ ରେ ଅନେକ ଅଭିନେତ୍ରୀ ରହିଛନ୍ତି I ଯେଉଁମାନେ ଫିଲ୍ମ ଛାଡି ବିବାହ କରିସାରିଛନ୍ତି I ଏହି ଅଭିନେତ୍ରୀ ନିଜ ର ଫିଲ୍ମ କ୍ୟାରିୟର ଛାଡି ଜଣେ ବିଜନେସ ମ୍ୟାନ ଙ୍କୁ ବିବାହ କରିଛନ୍ତି I ଆଜି ସେ କୋଟି କୋଟି ଟଙ୍କା ର ମାଲିକ ଅଟନ୍ତି I
ସାରୁଖ ଙ୍କ ର 2004 ରେ ରିଲିଜ ହେଇଥିବା ଫିଲ୍ମ ସ୍ବେଦେଶ ରେ ଏହି ଅଭିନେତ୍ରୀ ଡେବ୍ୟୁ କରିଥିଲେ I ଏହି ଅଭିନେତ୍ରୀ ଙ୍କ ର ନାମ ଗାୟତ୍ରୀ ଯୋଶୀ ଅଟେ I ସେ ଦୀର୍ଘ ଦିନ ହେବ ଫିଲ୍ମ ଜଗତ ରୁ ଦୁରେଇ ରହିଛନ୍ତି I ଯୋଶୀ ଙ୍କ ର ଜୟ ଫିଲ୍ମ ବକ୍ସ ଅଫିସ ରେ ଫ୍ଲପ ହେଇଥିଲା I ଏହା ପରେ ଗାୟତ୍ରୀ ଜଗଜିତ ସିଂ ଙ୍କ ର ଗୀତ ରେ ମଧ୍ୟ ଅଭିନୟ କରିଥିଲେ I ଅନେକ ଭିଡିଓ ଆଲବମ ରେ ମଧ୍ୟ ଗାୟତ୍ରୀ ଙ୍କୁ ଦେଖିବା କୁ ମିଳିଛି I
ହଂସ ରାଜ ହଂସ ଙ୍କ ର ଝା ଝରିଆ ଗୀତ ରେ ମଧ୍ୟ ଗାୟତ୍ରୀ ଅଭିନୟ କରିଥିଲେ I ଗାୟତ୍ରୀ Godrej, LG, Ponds, Bombay Dyeing, Sunsilk, Philips ପରି କମ୍ପାନୀ ର ବିଜ୍ଞାପନ ମଧ୍ୟ କରିଥାନ୍ତି I ସେ ସର୍ବଦା କୌଣସି ନା କୌଣସି କାରଣ କୁ ନେଇ ଚର୍ଚା କୁ ଆସିଥାନ୍ତି I
ଗାୟତ୍ରୀ ଯୋଶୀ “ସ୍ବେଦେଶ” ଫିଲ୍ମ ର ରିଲିଜ ପରେ ବିଜନେସ ମ୍ୟାନ ବିକାଶ ଓବରୟେ ଙ୍କୁ ବିବାହ କରିଥିଲେ I ଏହା ପରେ ସେ ଗ୍ଲାମର ଜଗତ ରୁ ଦୁରେଇ ଯାଇଛନ୍ତି I 27 ଅଗଷ୍ଟ 2005 ରେ ଗାୟତ୍ରୀ ଯୋଶୀ ଗ୍ରାଣ୍ଡ ହୟତ ହୋଟେଲ ରେ ଓବରୟେ କନ୍ଷ୍ଟ୍ରକ୍ସନ ର ପ୍ରମୋଟର ବିକାଶ ଓବିରୟେ ଙ୍କୁ ବିବାହ କରିଥିଲେ I ଏବଂ ବର୍ତମାନ ଗାୟତ୍ରୀ ଯୋଶୀ 13045 କୋଟି ର ମାଲିକ ଅଟନ୍ତି I
ଅଭିନୟ ଛାଡି ଜଣେ ଅରବ ପତି ବିଜନେସ ମ୍ୟାନଙ୍କୁ ବାହା ହୋଇଗଲେ ଏହି ଅଭିନେତ୍ରୀ, ଆଜି ୧୩୪୦୫କୋଟି ଟଙ୍କାରେ ହୋଇଗଲେଣି ମାଲିକାଣି, ନାଁ ଶୁଣିଲେ ଆଶ୍ଚର୍ଯ୍ୟ ହେବେ
