ଘର ସଫା କରିବା ସମୟରେ ଭୁଲରେ ମହିଳା ଜଣଙ୍କ ଅଳିଆ ଗଦାରେ ପକାଇ ଦେଲେ ୧୪ ଲକ୍ଷ ଟଙ୍କା, ତାପରେ ଯାହା ହେଲେ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ବିଗତ ଦିନ ରେ ଏକ ଆଶ୍ଚଯ୍ୟକର ମାମଲା ନଜର କୁ ଆସିଛି I ଏଠାରେ ଏକ ଦମ୍ପତି ନିଜ ଘର ସଫା କରିବା ସମୟ ରେ ଅଳିଆ ଗଦା ରେ ଅଳିଆ ଭାବିକି 14 ଲକ୍ଷ ଟଙ୍କା ପକାଇ ଦେଇଥିଲେ I

ସୋମରସେଟ ପୋଲିସ ଏହି ମାମଲା କୁ ଫେସବୁକ ରେ ମଧ୍ୟ ସେୟାର କରିଥିଲା I ରିପୋର୍ଟ ଅନୁସାରେ ଏହି ଦମ୍ପତି ଏକ ମୃତକ ସମ୍ପର୍କୀୟ ଙ୍କ ର ଘର ସଫା କରିଥିଲେ I ତାଙ୍କ ର ଘରେ ଏକ ବହୁତ ପୁରୁଣା ବକ୍ସ ଥିଲା I ଏବଂ ସେ ଏହା କୁ ଅଳିଆ ଭାବି ପକାଇ ଦେଇଥିଲେ I କିନ୍ତୁ ଏହି ଅଳିଆ ଯେତେବେଳେ ମଡ଼ସୋମେର ସେଣ୍ଟର ଯାଇଥିଲା ତ ସେଠାରେ କମରମଚାରୀ ମାନେ ଏହି ବକ୍ସ ର ଯାଞ୍ଚ କରିଥିଲେ I ଏବଂ ଜାଣିବା କୁ ପାଇଥିଲେ ସେଥିରେ 15000 ପାଉଣ୍ଡ (14 ଲକ୍ଷ) ଟଙ୍କା ନଗଦ ରହିଛି I

କର୍ମଚାରୀ ମାନେ ଈମାନଦାରୀ ସହ ଏହି ଟଙ୍କା କୁ ଫେରାଇ ଦେଇଥିଲେ I ପୋଲିସ ମଧ୍ୟ ସେଠାରେ ଲାଗିଥିବା CCTV ଆଧାର ରେ ସେହି କାର ର ନମ୍ବର ବାହାର କରିଥିଲା ଓ ସେହି ମାଲିକ ଙ୍କ ର ପାଖ ରେ ତାଙ୍କ ଟଙ୍କା ପହଂଚାଇଥିଲା I

ଏତେ ଟଙ୍କା ବାବଦ ରେ ପୋଲିସ ସେହି ଦମ୍ପତି ଙ୍କୁ ପଚରାଉଚରା କରିଥିଲା I ଏବଂ ଦମ୍ପତି କହିଥିଲେ ଏହା ଆମ ସମ୍ପର୍କୀୟ ଙ୍କ ର ଟଙ୍କା ଅଟେ I ପୋଲିସ ର ଉତ୍ତର ରେ ସନ୍ତୁଷ୍ଟି ହେବା ପରେ ହିଁ ସେହି ଟଙ୍କା ଉକ୍ତ ଦମ୍ପତି ଙ୍କୁ ପ୍ରଦାନ କରିଥିଲା I