ଅମ୍ବାନୀଙ୍କ ଠାରୁ କମ ନୁହଁନ୍ତି ସୁନୀଲ ସେଠୀ ଙ୍କର ପତ୍ନୀ, ବାର୍ଷିକ ଆୟ ଜାଣିଲେ ଉଡିଯିବ ଆପଣଙ୍କ ହୋସ !

ସୁନୀଲ ସେଠୀ ବଲିଉଡ ଇଣ୍ଡଷ୍ଟ୍ରି ରେ ଜଣେ ସଫଳ ଅଭିନେତା ରୂପେ ପରିଚିତ ଅଟନ୍ତି I ସୁନୀଲ ସେଠୀ ତାଙ୍କ ଫିଲ୍ମ କ୍ୟାରିୟର ରେ ଅଧିକାଂଶ ଆକ୍ସନ ଫିଲ୍ମ ହିଁ କରିଛନ୍ତି I ଦର୍ଶକେ ମଧ୍ୟ ସୁନୀଲ ସେଠୀ ଙ୍କ ର ଅଭିନୟ କୁ ବେଶ ପସନ୍ଦ କରିଥାନ୍ତି I ସୁନୀଲ ସେଠୀ ତାଙ୍କ ଫିଲ୍ମ କ୍ୟାରିୟର ରେ ପ୍ରାୟ 110 ଗୋଟି ଫିଲ୍ମ କରିଛନ୍ତି I କିନ୍ତୁ ଫିଲ୍ମ ରୁ ଦୁରେଇ ରହିବା ପରେ ସେ ଜଣେ ବଡ଼ ବିଜନେସମ୍ୟାନ ମଧ୍ୟ ଅଟନ୍ତି I

ଫିଲ୍ମ ରୁ ଦୁରେଇ ରହିବା ପରେ ସୁନୀଲ ସେଠୀ ନିଜ ର ବିଜନେସ କୁ ବିଶେଷ ଧ୍ୟାନ ଦେଇଥିଲେ I ଏବଂ କ୍ରିକେଟ ଲିଗ କିଣା ବିକା ରେ ମଧ୍ୟ ଯୋଗ ଦେଇଥିଲେ I ଏହା ପରେ ସୁନୀଲ ସେଠୀ ଙ୍କୁ ଦେଖି ବଲିଉଡ ର ଅନ୍ୟ କିଛି କଳାକାର ବିଜନେସ କରିବା ଆରମ୍ଭ କରିଥିଲେ I

ସୁନୀଲ ସେଠୀ ଙ୍କ ର ପୁରା ନାମ ସୁନୀଲ ବିରପା ସେଠୀ ଅଟେ I ଏବଂ ଆମ ଦେଶ ର ସେ ଦ୍ୱିତୀୟ ଅମ୍ବାନୀ ରୂପେ ମଧ୍ୟ ପରିଚିତ ଅଟନ୍ତି I ସୁନୀଲ ସେଠୀ ଅନେକ ସାମାଜିକ କାର୍ଯ୍ୟ ରେ ମଧ୍ୟ ଯୋଗ ଦେଇଥାନ୍ତି I ସୁନୀଲ ସେଠୀ ବର୍ଷ କୁ 100 କୋଟି ରୁ ଅଧିକ ରୋଜଗାର କରିଥାନ୍ତି I ସୁନୀଲ ସେଠୀ ଙ୍କ ର ର୍ସଟୁରେଣ୍ଟସ ଛଡା ପପକର୍ଣଏଣ୍ଟେରଟେନ୍ମେଣ୍ଟ ପରି ଏକ ପ୍ରଡକ୍ସନ କମ୍ପାନୀ ରହିଛି I

ସୁନୀଲ ସେଠୀ ଙ୍କ ର ପତ୍ନୀ ମାନା ମଧ୍ୟ ନିଜ ପତି ସହ ବ୍ୟବସାୟ ରେ ସହଯୋଗ କରିଥାନ୍ତି I ସେ ମୁମ୍ବାଇ ର ପୋଷ ଅଂଚଳ ରେ ଲଜ୍ଜରି ଭିଲା ନିର୍ମାଣ କରିଥାନ୍ତି I

ସୁନୀଲ ସେଠୀ ଓ ତାଙ୍କ ପତ୍ନୀ ସର୍ବଦା ମିଡ଼ିଆ ରେ ଚର୍ଚା କୁ ଆସିବା କୁ ପସନ୍ଦ କରନ୍ତି ନାହିଁ I ସୁନୀଲ ସେଠୀ ଙ୍କ ର ପତ୍ନୀ ମଧ୍ୟ ଜଣେ ସଫଳ ବ୍ୟବସାୟୀ ଅଟନ୍ତି I ଏବଂ ଅନେକ ମହିଳା ତାଙ୍କ ସଫଳତା ରେ ବିଶେଷ ପ୍ରଭାବିତ ଅଟନ୍ତି I

ସୁନୀଲ ସେଠୀ ଓ ତାଙ୍କ ପତ୍ନୀ ମିଶି ଏକ ବଡ଼ ରିୟାଲିସ୍ଟେଟ ବିଜନେସ କରିଥାନ୍ତି I ଏବଂ ସେ ମୁମ୍ବାଇ ର ପୋଷ ଅଂଚଳ ରେ ଲଜ୍ଜରି ଭିଲା ନିର୍ମାଣ କରିଥାନ୍ତି I ତାଙ୍କ ର ବାର୍ଷିକ ଆୟ ପ୍ରାୟ 100 କୋଟି ରୁ ଉର୍ଧ୍ଵ ହେଇଥାଏ I

ସୁନୀଲ ସେଠୀ ଓ ତାଙ୍କ ପତ୍ନୀ ଙ୍କ ର ଦୁଇଟି ସନ୍ତାନ ରହିଛନ୍ତି I ଆଥିୟା ସେଠି ଓ ଅହାନା ସେଠି I