ଆମେରିକା ଓ ଇରାନର ଯୁଧ୍ୟରେ କାହା ସପକ୍ଷରେ ରହିବ ଭାରତ, ଦେଶର ନା ଜାଣିଲା ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

ବିଗତ ଅଳ୍ପ କିଛି ଦିନ ହେବ ଇରାନ ଓ ଆମେରିକା ମଧ୍ୟ ରେ ଯୁଧ୍ୟ ଲାଗିରହିଛି I 1980 ମସିହା ରୁ ହିଁ ଆମେରିକା ଓ ଇରାନ ମଧ୍ୟ ରେ କୌଣସି ବି ସମ୍ବନ୍ଧ ଭଲ ନାହିଁ I ସ୍ୱିଜରଲ୍ୟାଣ୍ଡ ଇରାନ ରେ ରକ୍ଷ୍ୟା ଚୁକ୍ତି ଭାବ ରେ କାମ କରୁଛି I ୱାସିଂଟନ ଡି ସି ରେ କୁ ଇରାନ ହେତୋ ର ଅନୁଭାଗ ମାଧ୍ୟମ ରେ ସମ୍ପର୍କ କରାଯାଇଥାଏ I ତେହେରାନ ରେ ସ୍ବୀସ ଦୂତାବାସ ରେ ଆମେରିକା ର ରାଜଦୂତ ମଧ୍ୟ ରହିଥାନ୍ତି I 2018 ପରେ ବିଗତ ଦିନ ରେ ସବୁଠାରୁ ଅଧିକ ସମ୍ପର୍କ ଖରାପ ରହିଛି ଏହି ଦୁଇ ଦେଶ ମଧ୍ୟ ରେ I

ତେବେ ଇରାନ ଓ ଆମେରିକା ମଧ୍ୟ ରେ ହେଉଥିବା ଏହି ଯୁଧ୍ୟ ର ପ୍ରଭାବ ଭାରତ ଉପରେ ମଧ୍ୟ ରହିବ I ତେବେ ପାକିସ୍ତାନ ବିଗତ ଦିନ ରେ ଏହି ସ୍ପଷ୍ଟୀକରଣ ଦେଇଛି କି ସେ ନିଜ ର ଭୁପୃଷ୍ଟ ର ବ୍ୟବହାର କରିବା କୁ କୌଣସି ବି ଦେଶ କୁ ଦେବ ନାହିଁ କି କୌଣସି ବି ଦେଶ କୁ ସେ ସହାୟତା କରିବ ନାହିଁ I

ଇରାନ କିନ୍ତୁ ନିଜ ର ସ୍ପଷ୍ଟୀକରଣ ରେ ଏହା କହିଛି କି ସେ ନିଜ ର ସେନା କମାଣ୍ଡର ଙ୍କ ର ହତ୍ୟା ର ପ୍ରତିଶୋଧ ନିଶ୍ଚିତ ରୂପେ ନେବ I ତେବେ ଦୁଇ ଦେଶ ମଧ୍ୟ ରେ ଯୁଧ୍ୟ ଆରମ୍ଭ ହେଲେ ଏହା ର ପ୍ରଭାବ ଭାରତ ଉପରେ ମଧ୍ୟ ରହିବ I

ଏହି ଯୁଧ୍ୟ ହେଲେ ଭାରତ ଅନେକ ଆର୍ଥିକ କ୍ଷତି ମଧ୍ୟ ସହିବ I ପଶ୍ଚିମ ଏସୀୟ ଦେଶ ରେ 80 ଲକ୍ଷ ଲୋକେ ରହୁଛନ୍ତି I ଯାହା ଙ୍କ ର ଜୀବନ ପ୍ରତି ମଧ୍ୟ ବିପଦ ରହିଛି I ମିଳିଥିବା ସୂଚନା ଅନୁସାରେ ଇରାନ ରେ 4000 ଭାରତୀୟ ରହିଛନ୍ତି I

ତେଣୁ ଯଦି ଏହି ଦୁଇ ଦେଶ ମଧ୍ୟ ରେ ଯୁଧ୍ୟ ହେବ ତେବେ ଭାରତ ର ତୈଳ ବଜାର ଉପରେ ଏହା ର ବିଶେଷ ପ୍ରଭାବ ପଡିବ I ବର୍ତମାନ ସମୟ ରେ ଭାରତ କୁ ବହୁଳ ମାତ୍ରା ରେ ତେଲ ସାଉଦି , ଇରାନ ଆଦି ରୁ ଆମଦାନୀ ହେଇଥାଏ I

ଭାରତ ଓ ଇରାନ ମଧ୍ୟ ରେ 2014 ରେ ଚବହାର ବନ୍ଦର ବିକାଶ କୁ ନେଇ ଚୁକ୍ତି ହେଇଥିଲା I ଏବଂ ଭାରତ ଏଥିରେ 85 ମିଲିୟନ ଡଲାର ପୁଞ୍ଜି ନିବେଶ କରିଛି I ଅନ୍ୟପଟେ ଭାରତ ର ଇରାନ ଓ ଆମେରିକା ସହ ସମ୍ପର୍କ ବେଶ ଭଲ ରହିଛି I