ମରିବା ପରେ ଆତ୍ମା କେଉଁଠିକୁ ଯାଇଥାଏ ? He Ram ସବୁ କଥା ଜାଣିଲେ ବିଶ୍ୱାସ କରିପାରିବେ ନାହିଁ

ଦୁନିଆର ପ୍ରତ୍ୟେକ ମଣିଷ ମନରେ ଦିନେ ନା ଦିନେ ଏହି ପ୍ରଶ୍ନ ନିଶ୍ଚିତ ଆସିଥାଏ କି ଶେଷରେ ଏଇ ଜୀବନ ଓ ମୃତୁର ରହସ୍ୟ କଣ | ଆଉ କଣ ହୋଇଥାଏ ମୃତୁ ପରେ ମୃତୁ ବିଷୟରେ ପୁରା ଦୁନିଆରେ ଅନେକ ଅନେକ କଥା | ଏବଂ ମାନ୍ୟତା ପ୍ରଜ୍ଵଲିତ ଅଛି ଏହି ପ୍ରକାର ମାନ୍ୟତା ଓ ଧାରଣା ରୁ ଅଧିକାଂଶ କାଳ୍ପନିକ ମନଗଢା ଓ ମିଛ ହୋଇଥାଏ କିନ୍ତୁ ସମୟ ସମୟରେ ଏଇ ଦୁନିଆରେ କିଛି ଜ୍ଞାନୀ ଯୋଗୀମାନେ ଜନ୍ମ ନେଇଛନ୍ତି | ଏମିତି ସିଦ୍ଧ ଯୋଗୀ ମାନେ କହିଥାନ୍ତି କାଳ ପରି ଜୀବନ ଭି ଅସୀମ ଓ ଅନନ୍ତ ଅଟେ ଜୀବନର କେବେ ପ୍ରାରମ୍ଭ ହୋଇଥାଏ ନା କି କେବେ ଶେଷ ଲୋକମାନେ ଯାହାକୁ ମୃତୁ କହିଥାନ୍ତି | ସେ ମାତ୍ର ସେ ଶରୀରର ଅନ୍ତ ଅଟେ ଯିଏ ପ୍ରାକୃତିକ ର ପାଞ୍ଚ ତତ୍ବ ପୃଥିବୀ ଜଳ ଅଗ୍ନି ବାୟୁ ଆଉ ଆକାଶ ସହ ମିଶି ବନିଥାଏ |

ଏମିତି ମାନାଯାଏ ମାନବ ଶରୀର ନିଷ୍ପରକ ଅଟେ ଯିଏ ଜନ୍ମ ନେଇଛି ତାଙ୍କୁ ଦିନେ ନା ଦିନେ ପ୍ରାଣ ତ୍ୟାଗ କରିବାକୁ ପଡିଥାଏ | ଏବେ ପର୍ଯ୍ୟନ୍ତ ଏହା କେହି ଜାଣିପାରି ନାହିଁ କି କଣ ବାସ୍ତବରେ ଦୁନିଆ ପରେ ଭି ଏମିତି ଦୁନିଆ ଅଛି | ଯେଉଁଠି ଆତ୍ମା କୁ ସଂଗୃହିତ କରି ରଖାଯାଇଥାଏ ଯଦି ନାହିଁ | ତେବେ ଜୀବନ ର ଅନ୍ତ ହେଲାପରେ ଆତ୍ମା କୁଆଡେ ଯାଏ | ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି କି ଆତ୍ମା ଅମର ଅଟେ ତାହାର କବେ ଅନ୍ତ ହୋଇନାହିଁ | ସେ କେବଳ ଶରୀରରୂପେ ବସ୍ତ୍ର କୁ ବଦଳାଇଥାଏ ସେମିତି ଭି କେତେଥର ଆତ୍ମାର ଅମରଜ୍ଞାନ ବିଷୟରେ ଶୁଣାଯାଇଛି କିନ୍ତୁ ଏହା ସବୁଠୁ ଅଧିକ ରୋମାଞ୍ଚ ଏବଂ ଜିଜ୍ଞାସା ସହିତ ଯୋଡିବା କଥା ଅଟେ |

ଗରୁଡ ପୁରାଣ ଯିଏ ମାରିବା ପରେ ଆତ୍ମା ସହିତ ହେଉଥିବା ବ୍ୟବହାରର ବଙ୍ଖ୍ୟା ହୋଇଥାଏ ତାହାର ଅନୁସାରେ ଯେବେ ଆତ୍ମା ଶରୀର ଛାଡ଼ିଥାଏ ତାକୁ ଦୁଇଟି ଯମଦୂତ ନେବାପାଇଁ ଆସିଥାନ୍ତି ମାନବ ନିଜ ଜୀବନରେ ଯାହା କର୍ମ କରିଥାଏ ଜମା ଦୂତ ତାକୁ ତାହାର ଅନୁସାରେ ନିଜ ସହ ନେଇଯାଇଥାନ୍ତି | ଯଦି ମରିବା ଲୋକ ଭଲ ଅଟେ ପୁଣ୍ୟ ଆତ୍ମା ଅଟେ ତେବେ ତାହାର ପ୍ରାଣ ବାହାରିବା ବେଳେ କିଛି କଷ୍ଟ ବା ପୀଡା ହୋଇନଥାଏ କିନ୍ତୁ ସେ ଯଦି ଦୁରାଚାରୀ ଏବଂ ପାପୀ ହୋଇଥାଏ ତ ତାକୁ ପୀଡା ସହିବାକୁ ପଡିଥାଏ |

ଗରୁଡ଼ ପୁରାଣ ରେ ଏହା ଉଲେଖ କରାଯାଇଛି କି ମୃତୁପରେ ଯମଦୂତ ଆତ୍ମାକୁ ମାତ୍ର 24 ଘଣ୍ଟା ପାଇଁ ହିଁ ନେଇଥାନ୍ତି | ଆଉ ଏଇ 24 ଘଣ୍ଟା ଭିତରେ ଆତ୍ମା କୁ ଦେଖାଯାଇଥାଏ କି ସେ କେତେ ପାପ ଓ ପୁର୍ଣ୍ୟ କରିଛି | ତାହାପରେ ପୁଣି ଆତ୍ମା କୁ ସେଇ ଘରେ ଛାଡି ଦିଆଯାଏ | ଜୀଉଁଥି ସେ ଶରୀର ତ୍ୟାଗ କରିଥିଲା 13 ଦିନ ପିତୃ କାର୍ଯ୍ୟ ପର୍ଯ୍ୟନ୍ତ ସେ ସେଠି ରହିଥାଏ 13 ଦିନ |

ପାରେ ସେ ପୁଣି ଯମ ଲୋକର ଯାତ୍ରା କରିଥାଏ ପୁରାଣ ଅନୁସାରେ ଯେବେବି କୌଣସି ମନୁଷ୍ୟ ମରିଥାଏ ଆଉ ଆତ୍ମା ଶରୀରକୁ ତ୍ୟାଗ କରି ଯାତ୍ରା ପ୍ରାରମ୍ଭ କରିଥାଏ ତ ଏହି ସମୟରେ ତାକୁ 3 ପ୍ରକାରର ମାର୍ଗ ମିଳିଥାଏ ସେଇ ଆତ୍ମା କୁ କେଉଁ ମାର୍ଗରେ ଚଳାଯିବ ଏହା କେବଳ ତାହାର କର୍ମ ଉପରେ ନିର୍ଭର କରିଥାଏ ଏହା 3 ମାର୍ଗ ଅଟେ ଅର୍ଚି ମାର୍ଗ ଧୁମ ମାର୍ଗ ଏବଂ ଉତ୍ପତି ନିବାସ ମାର୍ଗ | ଅର୍ଚି ମାର୍ଗ ଦେବଲୋକ ଓ ବ୍ରହ୍ମ ଲୋକ ର ମାର୍ଗ ପାଇଁ ହୋଇଥାଏ ଧୁମ ମାର୍ଗ ପିତୃଲୋକ ଯାତ୍ରାରେ ଯାଇଥାଏ ଆଉ ଉତ୍ପତି ବିନାଶ ମାର୍ଗ ନର୍କ ଲୋକର ଯାତ୍ରା ପାଇଁ ହୋଇଥାଏ ତ ଫ୍ରେଣ୍ଡ୍ସ ଏହା ହେଉଛି ମୃତୁ ପରେ ଆତ୍ମା କେଉଁଠିକି ଯାଇଥାଏ |