୧୦୦ଟି ଅଣ୍ଡା ଠାରୁ ଅଧିକ ଶକ୍ତି ଦେଇଥାଏ ଏହି ଗୋଟିଏ ଜିନିଷ; ସବୁଦିନ ସେବନ କଲେ ପହିଲଵାନ ପରି ହୋଇଯିବ ଆପଣଙ୍କ ଶରୀର

ବାଦାମୀର ମଖନ ଏକ ଏପରି ଖାଦ୍ୟ ପେଷ୍ଟ ଅଟେ ଯାହା ଶୁଖିଲା ହେଇ ରହିଥାଏ I ଏଥିରେ ଅନେକ ପୁଷ୍ଟିକର ତତ୍ୱ ରହିଥାଏ I ଏବଂ ଏହା ଖୁବ ଅଧିକ ସ୍ୱାଦିଷ୍ଟ ମଧ୍ୟ ହେଇଥାଏ I ଲୁଣ , ମିଠା ଆଦି ମଧ୍ୟ ଏଥିରେ ସମାନ ପରିମାଣ ରେ ରହିଥାଏ I ବାଦାମ ର ମଖନ ଅନେକ ଦେଶ ରେ ଲୋକପ୍ରିୟ ଅଟେ I

ଏହି ଜିନିଷ ପିନଟ ବଟର ପରି ଜିନିଷ ରୁ ତିଆରି ଅଟେ I ଏହା ର ବ୍ୟବହାର କରିକି ଶରୀର କୁ ବିଶେଷ ରୂପେ ଆରାମ ମିଳିଥାଏ I ଏହା ର ସେବନ ଦ୍ୱାରା ଆପଣ ଙ୍କ ଶରୀର ର ହାଡ଼ ମଧ୍ୟ ମଜବୁତ ରହିଥାଏ I ଏବଂ ନିୟମିତ ଏହା ର ସେବନ ଦ୍ୱାରା ଆପଣ ଙ୍କ ଶରୀର କୁ ପ୍ରୋଟିନ ମିଳିଥାଏ I

ଅଧିକ ବଡି ବିଲଡିଂ ଓ ପହିଲଵାନ ଲୋକେ ମଧ୍ୟ ନିଜ ର ଓଜନ ବୃଦ୍ଧି କରିବାକୁ ନିୟମିତ ପୀନଟ ବଟର ର ସେବନ କରିଥାନ୍ତି I ଏହା ର ସେବନ ଦ୍ୱାରା ଆପଣ ଙ୍କ ର ମସ୍ତିସ୍କ ମଧ୍ୟ ସୁସ୍ଥ ରହିଥାଏ I ଏହା କୁ ନିୟମିତ ସକାଳୁ ଖାଲି ପେଟ ରେ ସେବନ କରିବା ଦ୍ୱାରା ଆପଣ ଙ୍କ ର ପାଚନ କ୍ରିୟା ଠିକ ରହିଥାଏ I