ଅନେକ ସୁପର ହିଟ ଫିଲ୍ମ ଦେବା ପରେ କୁଆଡେ ହଜି ଯାଇଥିଲେ ଏହି ଅଭିନେତା, ନିଜେ ବରବାଦ କରିଦେଇଥିଲେ ନିଜର ଜୀବନ

90 ଦଶକ ରେ ଜଣେ ଲୋକପ୍ରିୟ କଳାକାର ଙ୍କୁ ଇଣ୍ଡଷ୍ଟ୍ରି ରେ ଦେଖିବାକୁ ମିଳିଥିଲା I କିନ୍ତୁ ଆଜିକା ସମୟ ରେ ଗୋଟେ ଲୋକପ୍ରିୟ ଅଭିନେତା ଙ୍କୁ ଲୋକେ ଭୁଲିଯାଇଛନ୍ତି ସେ ହେଲେ ଚନ୍ଦ୍ରଚୁର୍ଣ ସିଂ I ଏକ ସମୟ ରେ ସେ ଚକଲେଟ ବୟ ନାମ ରେ ପରିଚିତ ଥିଲେ I ଅନେକ ସୁପର ହିଟ କରିବା ପରେ ସେ ଫିଲ୍ମ ଜଗତ ରୁ ଦୁରେଇ ଯାଇଥିଲେ I

ଅନେକ ସୁପର ହିଟ ଫିଲ୍ମ ରେ କାମ କରିଥିଲେ
ବଲିଉଡ ରେ ପ୍ରତୋକ ବର୍ଷ ଅନେକ ସୁପର ହିଟ ଫିଲ୍ମ ରେ ଅନେକ କଳାକାର ଙ୍କ ର ଭାଗ୍ୟ ପରୀକ୍ଷ ହେଇଥାଏ I କିନ୍ତୁ ସବୁ କଳାକାର ଯେ ସଫଳ ହେବେ କହିବା ସହଜ ନୁହେଁ I ତେବେ ଚନ୍ଦ୍ରଚୁର୍ଣ ସିଂ ଙ୍କ ପରି ଲୋକପ୍ରିୟ ଅଭିନେତା ଆଜିକା ସମୟ ରେ ଇଣ୍ଡଷ୍ଟ୍ରି ରୁ ଦୁରେଇ ଯାଇଛନ୍ତି I ଚନ୍ଦ୍ରଚୁର୍ଣ ସିଂ ଙ୍କୁ ଶେଷ ସମୟ ରେ 2017 ରେ ଫିଲ୍ମ YADVI ରେ ଦେଖିବାକୁ ମିଳିଥିଲା I ସେଥିରେ ସେ ମହାରାଜା ଭୂମିକା ରେ ଅଭିନୟ କରିଥିଲେ I

ନିଜ କ୍ୟାରିୟର ଆରମ୍ଭ ରୁ ତେରେ ମେରେ ସ୍ୱପ୍ନେ , ମଂଚିଷ , କ୍ୟା କହନା , ଜୋସ ଓ ଦାଗ ପରି ଫିଲ୍ମ ରେ କାମ କରିଛନ୍ତି I ଫିଲ୍ମ ପରେ ଚନ୍ଦ୍ରଚୁର୍ଣ ସିଂ ଫିଲ୍ମ ଜଗତ ରୁ ଦୁରେଇ ଯାଇଛନ୍ତି I ଏକ ଇଣ୍ଟରଭିୟୁ ରେ ସେ ସ୍ପଷ୍ଟ କହିଛନ୍ତି କି ସେ ଏକ ଭଲ ଅଭିନୟ କରିବା ସନ୍ଧାନ ରେ ଥିଲେ I ଏବଂ ଏକ ଭଲ କାହାଣୀ ରେ ଭଲ ଅଭିନୟ କରି ସେ ଲୋକପ୍ରିୟ ହେବାକୁ ଚାହୁଁଛନ୍ତି I ଭିର୍ନ କରିବା ର ରହିଛି ତେଣୁ ମୁ ଫିଲ୍ମ ଜଗତ ରୁ ଦୁରେଇ ଯାଇଛି I

ଚନ୍ଦ୍ରଚୂର୍ଣ ସିଂ 2012 ରେ ପୁଣି ଥରେ ଫିଲ୍ମ ଇଣ୍ଡଷ୍ଟ୍ରି କୁ ଏଣ୍ଟ୍ରି କରିଥିଲେ , ଚାର ଦିନ କି ଚାନ୍ଦିନୀ , ଜିଲ୍ଲା ଗଜିୟାଵାଦ ପରି ଅନେକ ଫିଲ୍ମ ରେ ସେ କାମ କରିଛନ୍ତି I କିନ୍ତୁ କ୍ୟାରିୟର ଭଲ ନ ଚାଲିବା ରୁ ଫିଲ୍ମ ରୁ ଦୁରେଇ ଯାଇଥିଲେ I ଚନ୍ଦ୍ରଚୁର୍ଣ ସିଂ ଇଣ୍ଟରଭିୟୁ ରେ ଏହା ମଧ୍ୟ କହିଛନ୍ତି କି 2000 ରେ ସେ ଏକ ଅଘଟଣ ର ସମୁଖୀନ କରିଥିଲେ I ଏବଂ ତାଙ୍କ କାନ୍ଧ ରେ ମଧ୍ୟ ଗଭୀର ଆଘାତ ଲାଗିଥିଲା I କ୍ୟାରିୟର କରିବା ପୂର୍ବ ରୁ ସେ ଡୁନ ୟୁନିଭର୍ସିଟି ରେ ମ୍ୟୁଜିକ ଟିଚର ରୂପେ କାମ କରୁଥିଲେ I ଏବଂ ପିଲା ଙ୍କୁ କ୍ଲାସିକ ମ୍ୟୁଜିକ ଶିଖାଉଥିଲେ I