ଏ ହେଉଛନ୍ତି ଅଜୟ ଦେବଗନଙ୍କର ଭାଇ; ଷ୍ଟାଇଲ ଲୁକରେ କାହା ଠାରୁ କମ ନୁହଁନ୍ତି; ଦେଖିଲେ ଆପଣ ନିଜେ ଜାଣି ପାରିବେ

ଅଜୟ ଦେଵଗନ ଙ୍କୁ ଭାରତ ରେ କିଏ ବା ନ ଜାଣିଚି I ଅଜୟ ଦେଵଗନ ଜଣେ ଶାନ୍ତ ଓ ଗମ୍ଭୀର ସ୍ଵଭାଵ ର ବ୍ୟକ୍ତି ଅଟନ୍ତି I ବଲିଉଡ ଇଣ୍ଡଷ୍ଟ୍ରି ରେ ଅଜୟ ଦେଵଗନ ପ୍ରାୟ 26 ବର୍ଷ ଅଭିନୟ କରିସାରିଛନ୍ତି I ଆଜିକା ସମୟ ରେ କେବଳ ଭାରତ ନୁହେଁ ଭାରତ ବାହାରେ ମଧ୍ୟ ତାଙ୍କ ର କୋଟି କୋଟି ପ୍ରଶଂସକ ଅଛନ୍ତି I ପିଲାଦିନ ରୁ ହିଁ ଅଜୟ ଦେଵଗନ ଙ୍କ ର ଅଭିନୟ ପ୍ରତି ଆକର୍ଷଣ ଦେଖି ତାଙ୍କ ପରିବାର ଲୋକେ ଏହା ଜାଣିଦେଇଥିଲେ କି ସେ ବଡ଼ ହେଇ ଜଣେ କଳାକାର ହେବେ I ତେବେ ଆଜି ଆମେ ଅଜୟ ଦେଵଗନ ଙ୍କ ଭାଇ ଙ୍କ ବିଷୟ ରେ ଆଲୋଚନା କରିବା I

ବହୁତ କମ ଲୋକେ ଏହା ଜାଣିଛନ୍ତି କି ଅଜୟ ଦେଵଗନ ଙ୍କ ର ଏକ ଭାଇ ମଧ୍ୟ ଅଛନ୍ତି I ଯାହା ଙ୍କ ର ନାମ ଅନିଲ ଦେଵଗନ ଅଟେ I ଅନିଲ ଦେଵଗନ ଙ୍କ ର ବ୍ୟକ୍ତିତ୍ୱ କିଏ ବା ନ ଜାଣିଚି I ସେ ଅଜୟ ଦେଵଗନ ଙ୍କ ଠାରୁ କୌଣସି ଗୁଣ ରେ କମ ନୁହନ୍ତି I ଅନିଲ ଦେଵଗନ ଜଣେ ନିର୍ଦେଶକ ସହ ଜଣେ ସ୍କ୍ରିପ୍ଟ ରାଇଟର ମଧ୍ୟ ଅଟନ୍ତି I ବଲିଉଡ ରେ ତାଙ୍କ ର ମଧ୍ୟ ଲୋକପ୍ରିୟତା ବେଶ ଅଧିକ ରହିଛି I ଏବଂ ସେ ସୋସିଆଲ ମିଡ଼ିଆ ରେ ମଧ୍ୟ ବେଶ ଅଧିକ ସକ୍ରିୟ ରହିଥାନ୍ତି I

ବଲିଉଡ ର ଅଜୟ ଦେଵଗନଙ୍କ ବିଷୟ ରେ ଓ ତାଙ୍କ ରୋଜଗାର ବିଷୟ ତ ଆପଣ ଜାଣିଥିବେ କିନ୍ତୁ ଅନିଲ ଦେବଗନ ଙ୍କ ବିଷୟ ରେ କେହି ଜାଣି ନ ଥିବେ I 90 ଦଶକ ରୁ ଅଜୟ ଦେଵଗନ ନିଜ ର ଅଭିନୟ ରେ କ୍ୟାରିୟର ଆରମ୍ଭ କରିଥିଲେ I ସେ ଜଣେ ଆକ୍ସନ ହିରୋ ରୂପେ ପରିଚିତ ଅଟନ୍ତି I କିନ୍ତୁ ଆଜିକା ସମୟ ରେ ଅଜୟ ଦେଵଗନ ଜଣେ କମେଡି ହିରୋ ରୂପେ ମଧ୍ୟ ପରିଚିତ ଅଟନ୍ତି I ଅଜୟ ଦେଵଗନ ଅନେକ ସୁପର ହିଟ ଫିଲ୍ମ ରେ ମଧ୍ୟ କାମ କରିଛନ୍ତି I ଯେପରି ଗଙ୍ଗାଜଳ , ଦୃଶ୍ୟମ , ଦିଲବାଲେ , ସିଂହମ , ଅପହରଣ ପରି ଅନେକ ସୁପର ହିଟ ଫିଲ୍ମ I

ଅଜୟ ଦେଵଗନପ୍ରଥମ ଥର ଚାଇଲଡ ଆର୍ଟିଷ୍ଟ ରୂପେ ଫିଲ୍ମ “ପ୍ୟାରୀ ବେହେନା” ରେ ଅଭିନୟ କରିଥିଲେ I ବର୍ତମାନ ଏକ ଫିଲ୍ମ ପାଁଇ ଅଜୟ ଦେଵଗନ 25 କୋଟି ଟଙ୍କା ଫିସ ନେଉଛନ୍ତି I

କିଛି ଫୋଟୋ