ଆଶ୍ଚର୍ଯ୍ୟ ଖବର – ଭକ୍ତ କୁ ବଞ୍ଚାଇବା ପାଇଁ ଆସିଲେ ସ୍ୱୟଂ ଭଗବାନ Siba , ଜାଣିଲେ ଆପଣଙ୍କ ହୋସ ଉଡିଯିବ

ଲକଡାଉନ ଢେଙ୍କାନାଳ ଗୋବିନ୍ଦପୁର ରେ ନିଜ ଭକ୍ତକୁ ରକ୍ଷା କରିବାକୁ ନିଜେ ଆସିଲେ ଭଗବାନ ଶିବ କରିଲେ ଏପରି ଚମତ୍କାର ଜାଣିଲେ କହିବେ ହର ହର ମହାଦେବ | ଢେଙ୍କାନାଳ ଜିଲ୍ଲାର ଗୋବିନ୍ଦପୁର ଗ୍ରାମର ସଶ୍ୟାମ ସୁନ୍ଦର ନାମକ ଜଣେ ବ୍ୟକ୍ତି ରହୁଥିଲେ ସେ ପୂର୍ବରୁ ସହରରେ ରହି ନିଜର ଜୀବିକା ଅର୍ଜନ କରୁଥିଲେ କିନ୍ତୁ ଏହି ମହାମାରୀ ସମୟରେ ସବୁ କିଛି ବନ୍ଦ ହେବ ଫଳରେ ସେ ନିଜ ଜୀବିକା ହରାଇଥିଲେ |

ଏହାପରେ ସେ ପରିବାର ସହିତ ନିଜ ଘରକୁ ଚାଲି ଆସିଥିଲେ ଏହାପରେ ସେ ନିଜର ଗ୍ରାମରେ ରହିବାକୁ ଲାଗିଲେ ଏପରି ଅନେକ ଦିନ ବିତିଗଲା ସେ ନିଜ ଗ୍ରାମରେ ରହି ଶେଷରେ ଭାବିଲେ କି ନିକଟରେ ଥିବା ସମସ୍ତ ଗ୍ରାମରେ ସେ ଟିକେ ବୁଲି ଆସିବେ ଶେଷରେ ସେ ନିଶ୍ଚିତ କରି ତା ପରଦିନ ସେ ବୁଲିବାକୁ ଆରମ୍ଭ କଲେ ସେ ଏକ ଜଙ୍ଘଲ ରାସ୍ତା ଦେଇ ନିକଟରେ ଥିବା ଏକ ଗ୍ରାମ କୁ ଯାଉଥିଲେ |

କିନ୍ତୁ କିଛି ରାସ୍ତା ଯିବାପରେ ସେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ପାଇଲେ ସେ ଦେଖିଲେ କି ରାସ୍ତା ମଝିରେ ଏକ ବିରାଟ କାୟା ସର୍ପ ଛିଡା ହୋଇଛି ଏହା ସହିତ ସେ ଦେଖିଲେ କି ଏପରି ସର୍ପ ଆଗରୁ କେବେ ମଧ୍ୟ ଦେଖି ନଥିଲେ ଏତେ ବଡ଼ ସର୍ପ ଦେଖି ସେ ଆଚାର୍ଯ୍ୟ ହେବ ସହ ଡରି ମଧ୍ୟ ଯାଇଥିଲେ ଏହାପରେ ସେ ଅନୁଭବ କଲେ କି ହୁଏ ତ ସେଇ ସର୍ପ ତାଙ୍କ ଉପରେ ଆକ୍ରମଣ କରିପାରେ ଏହା ଭାବି ସେ ସେଇ ସ୍ଥାନରୁ ଦୌଡିବାକୁ ଲାଗିଲେ ସେ ଦେଖିଲେ କି ସେଇ ସର୍ପ ମଧ୍ୟ ତାଙ୍କ ପିଛା କରୁଛି ଏହା ସହିତ ସେ ଭୟରେ ଆହୁରି ଜୋର ରେ ଦୌଡିବାକୁ ଲାଗିଲେ |

ତେବେ ସେ ଏଇପରି ଭାବରେ ଅନେକ ରାସ୍ତା ଦୌଡିବା ପରେ ସେ ଏହା ଦେଖିବାକୁ ପାଇଲେ କି ସେଇ ସର୍ପ ତାଙ୍କର ପିଛା ଛାଡୁ ନାହିଁ ଯାହା ଫଳରେ ସେ ଭୟବିତ୍ତ ହୋଇ ଅନେକ ବେଗରେ ଦୌଡିବାକୁ ଲାଗିଲେ ତେବେ ଏପରି ଭାବରେ କିଛି ବାଟ ଦୌଡିବା ପରେ ସେ ଅଧିକ ଥକି ଯାଇଥିଲେ ଏହାପରେ ସେ ଭାବିଲେ କି ସେ ଆଉ ଦୌଡ଼ି ପାରିବେନି ଏହା ଚିନ୍ତା କରି ସେ ଶେଷରେ ନିକଟରେ ଥିବା ଏକ ଅଶ୍ୱସ୍ଥ ଗଛ ମୂଳେ ବସି ପଡିଲେ ଏହାପରେ ସେ ଦେଖିଲେ କି ସେ ସର୍ପ ଟି ତାଙ୍କ ସମ୍ମୁଖରେ ଛିଡା ହୋଇଯାଇଛି |

ଏହା ଦେଖିଲାପରେ ସେ ଚିନ୍ତା କଲେ କି ତାଙ୍କର ମୃତୁ ଆଜି ସୁନିଶ୍ଚିତ ତେବେ ସେ ଭଗବାନ ଶିବ ଙ୍କୁ ସ୍ମରଣ କରିବାକୁ ଲାଗିଲେ ସେ ଥିଲେ ଭଗବାନ ଶିବଙ୍କ ଏକ ବହୁତ ବଡ଼ ଭକ୍ତ ଏହାପରେ ସେ ଯେତେବେଳେ ଶିବ ଙ୍କୁ ସ୍ମରଣ କରିବାକୁ ଲାଗିଲେ ଶେଷରେ ସେ ବିଶ୍ୱାସ ରଖିଲେ କି ଭଗବାନ ଶିବ ତାଙ୍କୁ ନିଶ୍ଚିତ ଭାବରେ ଏଇ ବିପଦ ରୁ ରକ୍ଷା କରିବେ ତେବେ ସେ ଶେଷରେ ଭଗବାନ ଶିବ ଙ୍କ ଉପରେ ସବୁ କିଛି ଛାଡି ଦେଇ ସେଇ ସ୍ଥାନରେ ଭଗବାନ ଶିବ ଙ୍କୁ ଧ୍ୟାନ କରିବାକୁ ଲାଗିଲେ ଯେତେବେଳେ ସେ ଆଖି ଖୋଲିକି ଦେଖିଲେ ସେତେବେଳେ ସର୍ପ ଆଉ ସାମ୍ନାରେ ନାହିଁ ଏହା ସହିତ ସେ ସର୍ପ ଟି ସେଇ ସ୍ଥାନ ଛାଡିକି କୁଆଡେ ଚାଲି ଯାଇଛି ଏହାପରେ ସେ ବିଶ୍ୱାସ କଲେ କି ଆଜି ତାଙ୍କୁ ଭଗବାନ ଶିବ ବଞ୍ଚାଇଦେଲେ |