ଆସିଲା ବଡ଼ ଦୁଃଖ ଖବର – ମାୟା ସିରିଏଲର Rudriଙ୍କୁ ନେଇକି ଆସିଲା ଦୁଃଖଦ ଖବର, ଦେଖନ୍ତୁ

ହେଲୋ ଫ୍ରେଣ୍ଡ୍ସ ଆସିଛି ଗୋଟେ ବହୁତ ବଡ଼ ଦୁଃଖ ଖବର ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ମାୟା ସିରିଏଲ ର ୠଦ୍ରୀ ଙ୍କର ବହୁତ ବଡ଼ ଦୁର୍ଘଟଣା ହୋଇଛି ତେହେଲେ ୠଦ୍ରୀଙ୍କର କିପରି ଦୁର୍ଘଟଣା ହେଲା ଏଇ ସବୁ ବିଷୟରେ କଣ ରହିଛି ସମ୍ପୂର୍ଣ୍ଣ ଖବର ଆସନ୍ତୁ ଜାଣିବା |


ଫ୍ରେଣ୍ଡ୍ସ ଆପଣମାନେ ପ୍ରତ୍ୟେକ ଦିନ ତ ମାୟା ସିରିଏଲ ଦେଖୁଥିବେ ଆଉ ଏଥିରେ ଲିଡ଼ ନାୟିକା ଭାବରେ ଅଭିନୟ କରୁଥିବା ୠଦ୍ରୀ ଙ୍କୁ ତ ଆପଣମାନେ ବେଶ ଭଲଭାବରେ ଜାଣିଥିବେ | ୠଦ୍ରୀଙ୍କର ଜବରଦସ୍ତ ଆକ୍ଟିଙ୍ଗ ପାଇଁ ମାୟା ସିରିଏଲ ଟି ନଂ 1 ସିରିଏଲ ହୋଇପାରିଛି |

ବର୍ତ୍ତମାନ ସମୟରେ ଗୋଟେ ଖବର ବୋହୁ ମାତ୍ରାରେ ଭାଇରଲ ହବାରେ ଲାଗିଛି କି ମାୟା ସିରିଏଲ ରେ ଅଭିନୟ କରୁଥିବା ୠଦ୍ରୀ କାର ଦୁର୍ଘଟଣା ରେ ମୃତ୍ୟବରଣ କରିଛନ୍ତି ଏବେ ଆଉ ଆପଣମାନେ ମାୟା ସିରିଏଲ ରେ ୠଦ୍ରୀ ଙ୍କୁ ଆଉ ଦେଖିବାକୁ ପାଇବେ ନାହିଁ |

ତେବେ ପ୍ରକୃତ ଘଟଣା ଟି ହେଉଛି ମାୟା ସିରିଏଲ ରେ ଅଭିନୟ କରୁଥିବା ୠଦ୍ରୀ ଦୁର୍ଘଟଣା ର ଶିକାର ହୋଇଛନ୍ତି ସତ କିନ୍ତୁ ରିଅଲ ଲାଇଫ ରେ ନୁହେଁ ଏହା ହେଉଛି ସୁଟିଂ ଟାଇମ ର କିଛି ଦୃଶ୍ୟ | ତେବେ ୠଦ୍ରୀ ଏଇ ଫୋଟୋ କୁ ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ସେୟାର କରିଛନ୍ତି ଏହାକୁ ଦେଖି ସାରା ଓଡ଼ିଶାର ଦର୍ଶକମାନେ ଭାବୁଛନ୍ତି କି ୠଦ୍ରୀ ଙ୍କର ଦୁର୍ଘଟଣା ହୋଇଛି ଏହା ତାଙ୍କର ଗୋଟେ ମ୍ୟୁଜିକ ଭିଡିଓ ର ସୁଟିଂ ସେଟ ର ଫୋଟୋ ଯାହାକି ବର୍ତ୍ତମାନ ସମୟରେ ଏଇ ଫୋଟୋ ଟି ସୋସିଆଲ ମିଡିଆରେ ବୋହୁ ମାତ୍ରାରେ ଭାଇରଲ ହବାରେ ଲାଗିଛି |

ତ ବର୍ତ୍ତମାନ ସମୟରେ ୠଦ୍ରୀ ସମ୍ପୂର୍ଣ୍ଣ ଭାବରେ ଠିକ ଅଛନ୍ତି ଆଉ ସେ ଏବେ ତାଙ୍କ ସିରିଏଲ ର ସୁଟିଂ ରେ ବ୍ୟସ୍ତ ଅଛନ୍ତି ତାହେଲେ ଫ୍ରେଣ୍ଡ୍ସ ଏଇ ଖବର ଟି ସମ୍ପୂର୍ଣ୍ଣ ମିଥ୍ୟା ୠଦ୍ରୀ ଙ୍କର କୌଣସି ଭି ଦୁର୍ଘଟଣା ହୋଇନାହାହିଁ ତ ଫ୍ରେଣ୍ଡ୍ସ ଆପଣମାନଙ୍କୁ ୠଦ୍ରୀ କେମିତି ଲାଗନ୍ତି ଆକୁ କମେଣ୍ଟ କରି ନିଶ୍ଚିତ ଜଣାଇବେ |