Breaking ଏବେ ଏବେ ଆସିଲା ବଡ ଦୁଃଖଦ ଖବର, ଆଉ ଦୁନିଆରେ ନାହାଁନ୍ତି ଏହି ବଡ ଅଭିନେତା, ସବୁଆଡେ ଶୋକର ଲହରୀ…

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ସମୟରେ ସିନେମା ଜଗତ ପାଇଁ ଯାହା ଗୋଟିଏ ଦୁଃଖ ଦାୟକ ଖବର ସାମ୍ନାକୁ ଆସିଛି ଆଜି ଏହି ପ୍ରସିଦ୍ଧ ଅଭିନେତାଙ୍କର ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସିନେମା ଜଗତରେ ଶୋକର ଲହରୀ ଖେଳି ଯାଇଛି।

ଆମ ଦେଶ ହେଉଛି କଳାକାର ଏବଂ ସଂସ୍କୃତିର ଦେଶ ଏଠାରେ ଅନେକ କଳାକାର ରହିଛନ୍ତି ନାଚ ହେଉ ବା ଗୀତ ବା ଅଭିନୟ ଭାରତ ସବୁଠାରୁ ଆଗରେ। ଯଦି ଗୋଟିଏ ସାଧାରଣ ଲୋକର ମୃତ୍ୟୁ ହୁଏ ତାହେଲେ ତାଙ୍କ ପାଇଁ କେହିବି ଲୁହ ଗଡ଼େଇ ନଥାନ୍ତି କିନ୍ତୁ ଯଦି କୌଣସି କଳାକାରଙ୍କ ମୃତ୍ୟୁ ହୁଏ ତାଙ୍କ ପାଇଁ ଅନେକ ଲୋକ ଲୁହ ଗଡ଼େଇଥାନ୍ତି କାରଣ ସେ ନିଜ କଳାକୁ ଲୋକଙ୍କ ଆଗରେ ପ୍ରଦର୍ଶିତ କରିଥାନ୍ତି ଏବଂ ଲୋକପ୍ରିୟତା ହୋଇଥାନ୍ତି।

ଏହି ପ୍ରସିଦ୍ଧ ଅଭିନେତା ଓଲିଉଡ, ବଲିଉଡ୍ ଏବଂ ଟଲିଉଡର ଅନେକ ଫିଲ୍ମରେ ଅଭିନୟ ସହିତ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ଏହି ପ୍ରସିଦ୍ଧ ଅଭିନେତା ୨୦୧୦ ରେ ସିନେମାରେ ଅବଦାନ ପାଇଁ ସରକାର ତାଙ୍କୁ ଫିଲ୍ମ ଜଗତର ସର୍ବୋଚ୍ଚ ସମ୍ମାନ ଯେଶିଡ଼ାନିୟାଲ୍ ପୁରସ୍କାରରେ ସମ୍ମାନିତ କରିଥିଲେ ଏହି ପ୍ରସିଦ୍ଧ ଅଭିନେତାଙ୍କୁ।

ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା ସେ ଦୀର୍ଘ ସମୟ ଧରି ବୟସ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ। ତାଙ୍କର ମୃତ୍ୟୁରେ ଦକ୍ଷିଣ ଭାରତୀୟ କଳାକାର ମାନେ ଶୋକ ପ୍ରକାଶ କରିଛନ୍ତି ଏବଂ ସିନେମା ଜଗତରେ ଶୋକର ଲହରୀ ଖେଳି ଯାଇଛି। ସାଉଥ୍ ସୁପରଷ୍ଟାର କମଲ୍ ସହନ୍ ନିର୍ଦ୍ଦେଶକ KS ସେତୁ ମାଧବନଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି |

ଏବଂ ଦୁଃଖ ପ୍ରକାଶ କରିଛନ୍ତି ସେ ଟୁଇଟ୍ କରି କହିଛନ୍ତି ସିନେମାରେ ଗୁଣବତା ନିର୍ଣ୍ଣୟ କରିବା ପାଇଁ KS ସେତୁ ମାଧବନ ଅନ୍ୟତମ। ତାଙ୍କର କଳାତ୍ମକ ସଫଳତା ପାଇଁ ତାଙ୍କୁ ସର୍ବଦା ସ୍ମରଣ କରାଯିବ। ଫିଲ୍ମ ନିର୍ମାତା KS ସେତୁ ମାଧବନଙ୍କ ପରଲୋକରେ ଟୁଇଟ୍ କରି ଶୋକ ପ୍ରକାଶ କଲେ କମଲ୍ ସହନ୍। ତେବେ ଫିଲ୍ମ ନିର୍ମାତା KS ସେତୁ ମାଧବନଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସିନେମା ଜଗତରେ ଶୋକର ଲହରୀ ଖେଳି ଯାଇଛି।