ବଲିଉଡ ଇଣ୍ଡଷ୍ଟ୍ରିରୁ ଆସିଲା ଆଉ ଏକ ଦୁଖଦଃ ଖବର, ଏହି ଲୋକପ୍ରିୟ ହସ୍ତୀ ଦୁନିଆରୁ ନେଲେ ବିଦାୟ, ଶୋକରେ ଫିଲ୍ମ ଜଗତ

ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ରେ ବର୍ତମାନ ଏକ ଦୁଖଦଃ ଘଟଣା ଘଟିଯାଇଛି I ଏଠାରେ ଲୋକପ୍ରିୟ ଗାୟକ ଓ ସଂଗୀତକାର ଯୋଡି ମିତ ବ୍ରଦର୍ସ ଙ୍କ ର ପିତା ସର୍ଦାର ଗୁଲଯାର ସିଂ ଚାନ୍ଦଙ୍କ ଙ୍କ ର ହୃତଘାତ ରେ ମୃତ୍ୟୁ ହେଇଯାଇଛି I ଗୁଲଜାର ସିଂ ଦୀର୍ଘ ସମୟ ହେବ ରୋଗାକ୍ରାନ୍ତ ଥିଲେ I ଏବଂ ଅଚାନକ ହୃତଘାତ ରେ ତାଙ୍କ ର ମୃତ୍ୟୁ ହେଇଥିଲା I

ମିତ ବ୍ରଦର୍ସ ଙ୍କ ର ପିତା ଗୁଜାର ସିଂ ଅନେକ ଦିନ ହେବ ରୋଗ ରେ ପଡ଼ିଥିଲେ I ଏବଂ ମୁମ୍ବାଇ ର କୋକିଲାବେନ ହସ୍ପିଟାଲ ରେ ଆଡମିଟ ହେଇଥିଲେ I ଏହା ଜାଣିବା ପରେ ତାଙ୍କ ର ସମ୍ପର୍କୀୟ ଆଦି ହସ୍ପିଟାଲ କୁ ଆସି ତାଙ୍କୁ ସାକ୍ଷ୍ୟାତ କରିଥିଲେ I ଏବଂ ଅଚାନକ ହିଁ ତାଙ୍କ ର ହୃତଘାତ ରେ ମୃତ୍ୟୁ ହେବା ପରେ ତାଙ୍କ ପରିବାର ଓ ତାଙ୍କ ପ୍ରଶଂସକ ଆଦି ଅନେକ ଲୋକେ ତାଙ୍କ ଅନ୍ତିମ କ୍ରିୟା ରେ ଯୋଗ ଦେଇଥିଲେ I ଗୁରୁବାର ସନ୍ଧ୍ୟା ରେ ତାଙ୍କ ର ଅନ୍ତିମ କ୍ରିୟା କରାଯାଇଛି I

ମିତ ବ୍ରଦର୍ସ ତାଙ୍କ ପିତା ଙ୍କ ର ଅତି ନିକଟତର ଥିଲେ I ପିତା ଙ୍କ ର ନିଧନ ରେ ପୁରା କରିବାର ଦୁଖଦଃ ସମୟ ଦେଇ ଗତି କରୁଛି I ମିତ ବ୍ରଦର୍ସ ନିଜ କ୍ୟାରିୟର ଆରମ୍ଭ ମ୍ୟୁଜିକ ଡ଼ାଇରେକ୍ଟର ରୂପେ ଆରମ୍ଭ କରିଥିଲେ I କ୍ୟାରିୟର ଆରମ୍ଭ ରୁ ସେ ଅଞ୍ଜନ ଭାଟାଚାର୍ଯ୍ୟ ଙ୍କ ସହ କାମ କରିଛନ୍ତି I କିନ୍ତୁ ପରେ କୌଣସି କାରଣ ରୁ ସେ ଅଞ୍ଜନ ଙ୍କ ଠାରୁ ଅଲଗା ହେଇଯାଇଥିଲେ I

ମିତ ବ୍ରଦର୍ସ ଙ୍କ ର ଅସଲ ନାମ ମନମିତ ଓ ହରମିତ ସିଂ ଅଟେ I ଦୁଇ ଭାଇ ନିଜ ର ଏକ ମ୍ୟଉଜିକ ସ୍ଟୁଡ଼ିଓ ଖୋଲିଥିଲେ I ଏବଂ ଦୁଇ ଭାଇ ଇଣ୍ଡଷ୍ଟ୍ରି ରେ ଅନେକ ସୁପର ହିଟ ଗୀତ ମଧ୍ୟ ଦେଇଛନ୍ତି I ସଲାମନ ଙ୍କ ର ଆଗାମୀ ଫିଲ୍ମ ରାଧେ ପାଁଇ ମଧ୍ୟ ସେ ଗୀତ ଗାଇଛନ୍ତି I ଫିଲ୍ମ ROY ପାଁଇ ମଧ୍ୟ ସେ ଗୀତ ଗାଇଥିଲେ I ଚିଟିୟା କଲାଇୟା ଗୀତ ମଧ୍ୟ ତାଙ୍କ ର ବେଶ ଲୋକପ୍ରିୟତା ହାସିଲ କରିଥିଲା I