ଫ୍ରେଣ୍ଡ୍ସ ଆପଣମାନେ ଓଲିଉଡ଼ ର ଜବରଦସ୍ତ ଗାୟିକା ତପୁ ମିଶ୍ରଙ୍କୁ ତ ବେଶ ଭଲଭାବରେ ଜାଣିଥିବେ ତାହେଲେ ତପୁ ମିଶ୍ର ଓଲିଉଡ଼ ର ବହୁତ ସାରା ଫିଲ୍ମ ରେ ଗୀତ ଗାଇଥିବାର ନଜର ଆସିଛନ୍ତି ଓ ଏହାସହ ସେ ବହୁତ ସାରା ଆଲବମ ରେ ଭି ଗୀତ ଗାଇଛନ୍ତି ତ ବର୍ତମାନ ସମୟରେ ତପୁ ମିଶ୍ରଙ୍କୁ 36 ବର୍ଷ ବୟସ ହୋଇ ଯାଇଛି ତେବେ 36 ବର୍ଷ ବୟସରେ କରୋନା ରୋଗ ରେ ପୀଡିତ ହୋଇ ବର୍ତମାନ ସମୟରେ ସମ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି |
ତାହେଲେ ଗତ ଏକ ମାସ ପୂର୍ବେ ତପୁ ମିଶ୍ରଙ୍କୁ କରୋନା ହୋଇଥିଲା ଓ ପ୍ରଥମେ ସେ କ୍ୱାରାଟିଂ ରେ ରହିଥିଲେ ଓ ଏହାପରେ ତାଙ୍କ ସ୍ଵସ୍ଥ ଅବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ସ୍ପର୍ଶ ହସ୍ପିଟାଲ ରେ ଆଡ଼ମିସନ କରାଯାଇଥିଲା କିନ୍ତୁ ସେଠାରେ ତାଙ୍କର ସ୍ଵସ୍ଥ ଅବସ୍ଥା କୌଣସି ପରିବର୍ତ୍ତନ ନ ହେବାରୁ ଶେଷରେ ତାଙ୍କୁ ସମ ହସ୍ପିଟାଲ ରେ ଆଡ଼ମିସନ କରାଯାଇଥିଲା ତେବେ ସେ ଗତ କିଛିଦିନ ପୂର୍ବେ କରୋନା ରୋଗ ରୁ ବାହାରି ଆସିଥିଲେ ଆଉ ତାଙ୍କର ଟେଷ୍ଟ ନେଗେଟିଭ ଆସିଥିଲା କିନ୍ତୁ ତାଙ୍କ ଲୋନ୍ଗ୍ସ ଏହି ରୋଗ ଦ୍ୱାରା ବହୁତ ଅଧିକ ଅଫେକ୍ଟିଭ ହୋଇଥିଲା ସେବେଠାରୁ 80% ତାଙ୍କ ଲୋନ୍ଗ୍ସ ଖରାପ ହୋଇଯାଇଥିଲା ଏଇ କରୋନା ଭାଇରସ କାରଣରୁ |
ସେଥିପାଇଁ ବର୍ତମାନ ସମୟରେ ତାଙ୍କ ସ୍ଵସ୍ଥ ଅବସ୍ଥା ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି ଓ ତାଙ୍କ ଅକ୍ସିଜେନ ଲେବେଲ ବର୍ତମାନ ସମୟରେ 70 ରୁ 80 ଭିତରେ ରହିଛି ତ ତାଙ୍କର ଉନ୍ନତ ମାନ ଚିକିତ୍ସା ପାଇଁ ତାଙ୍କୁ ଆଗାମୀ ଦିନ ମାନଙ୍କରେ ଚେନ୍ନାଇ କିମ୍ବା କୋଲକାତା ନିଆଯିବାପାଇଁ ଡାକ୍ତର ଙ୍କ ପରାମର୍ଶ ରହିଛି ତ ସେଥିପାଇଁ ଫଣ୍ଡ ର ଆବଶ୍ୟକତା ରହିଛି ଯଦି ଆପଣମାନେ ତପୁ ମିଶ୍ରଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି ତେବେ ଏଇ ଫୋଟୋ ରେ ଦେଖା ଯାଉଥିବା ନଂ ରେ ଆପଣମାନେ ତପୁ ମିଶ୍ରଙ୍କୁ ସାହାଯ୍ୟ କରି ପାରିବେ |
ତ 36 ବର୍ଷୀୟ ତପୁ ମିଶ୍ରଙ୍କ ପରିବାରରେ ତାଙ୍କର ବାପା ମା ଓ ତାଙ୍କର ସାନ ଭଉଣୀ ଅଛନ୍ତି ଆଉ 2018 ମସିହା ଡିସେମ୍ବର ମାସରେ ତପୁ ମିଶ୍ର ଦୀପକ ପୂଜାରୀ କୁ ବିବାହ କରିଥିଲେ ଆଉ ଦୀପକ ହେଉଛନ୍ତି ଆକ୍ଟର ତାହେଲେ ଗତ ମାସରେ ତପୁ ମିଶ୍ରଙ୍କ ବାପା କରୋନା ରୋଗ ରେ ମୃତୁବରଣ କରିଥିଲେ ଆଉ ବର୍ତମାନ ସମୟରେ ତପୁ ମିଶ୍ର ଏଇ କରୋନା ରୋଗ ରେ ଆକ୍ରାନ୍ତ ହୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି |