ଅଷ୍ଟ୍ରେଲିଆର ଭାରତ ଗସ୍ତ ହେଲା ଘୋଷିତ; ଏହି ଦିନ ଖେଳାଯିବ ପ୍ରଥମ ମ୍ୟାଚ, ଦେଖନ୍ତୁ ପୁରା ଶୁଚି ଓ ସମ୍ଭାବ୍ୟ ଭାରତୀୟ ଦଳ

ବର୍ତମାନ ଭାରତ ଓ ବାଂଲାଦେଶ ମଧ୍ୟ ରେ ତିନି ଟି 20 ମ୍ୟାଚ ର ସିରିଜ ଖେଳା ଯାଉଛି I ଏହି ସିରିଜ ର ଶେଷ ମୁକାବିଲା 10 ନଭେମ୍ବର ରେ ନାଗପୁର ରେ ଆୟୋଜିତ ହେବ I ଏହା ପରେ ଭାରତ ଓ ବାଂଲାଦେଶ ମଧ୍ୟ ରେ ଦୁଇଟି ଟେଷ୍ଟ ମ୍ୟାଚ ର ଆୟୋଜନ ହେବ I ଅଷ୍ଟ୍ରେଲିଆ ର ଭାରତ ଗସ୍ତ ଘୋଷଣା କରାଯାଇଛି I

ଜାନୁୟାରୀ 2020 ରେ ଅଷ୍ଟ୍ରେଲିଆ ର ଟିମ ଭାରତ ଆସିବେ ଓ ଭାରତୀୟ ଟିମ ସହ ତିନି ୱାନଡେ ଖେଳିବ I ଆଜି ଆମେ ଏଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟ ଆୟୋଜିତ ହେବାକୁ ଯାଉଥିବା ଏହି ମ୍ୟାଚ ର ସମ୍ଭାବିତ ଟିମ ବିଷୟ ରେ ଆଲୋଚନା କରିବା I

ସିରିଜ ର ପୁରା ଶୁଚି
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟ ରେ ପ୍ରଥମ ୱାନଡେ ମ୍ୟାଚ 14 ଜାନୁୟାରୀ 2020 ରେ ଦିପହର 2.00 ମିନିଟ ସମୟ ରେ ୱାନଖେଡେ ଷ୍ଟାଡିୟମ ରେ ଆୟୋଜିତ ହେବ I ଏହା ପରେ 17 ଜାନୁୟାରୀ 2020 ରେ ଦ୍ୱିତୀୟ ୱାନଡେ ମ୍ୟାଚ ରାଜକୋଟ ର ଶରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିଅମ ରେ ଆୟୋଜିତ ହେବ I ଏହି ସିରିଜ ର ଶେଷ ମ୍ୟାଚ 19 ଜାନୁୟାରୀ 2020 ରେ ବ୍ୟଙ୍ଗଲୋର ର ଚିନ୍ନସ୍ୱାମୀ ଷ୍ଟାଡିଅମ ରେ ଆୟୋଜିତ ହେବ I

ଅଷ୍ଟ୍ରେଲିଆ ବିପକ୍ଷ ରେ ଭାରତୀୟ ଟିମ ର ମହେନ୍ଦ୍ର ସିଂ ଧୋନି , ବିରାଟ କୋହଲି ସାମିଲ ହେଇପାରନ୍ତି I ଇସନ ଓ ଶୁଭମନ ପ୍ରଥମ ଥର ଏହି ୱାନଡେ ସିରିଜ ରେ ଭାଗ ନେଇପାରନ୍ତି I

ଅଷ୍ଟ୍ରେଲିଆ ବିପକ୍ଷ ରେ ଭାରତ ର ସମ୍ଭାବିତ ଟିମ
ରୋହିତ ଶର୍ମା (କ୍ୟାପଟେନ) , କେଏଲ ରାହୁଲ , ଶିଖର ଧାୱନ , ଶ୍ରେୟସ ଅୟର , ବିରାଟ କୋହଲି , ଇସନ , ଶୁଭମନ ଗିଲ , ହାର୍ଦିକ ପାଣ୍ଡିଆ , ଖାଲିଲ ଅହମଦ , ଅକ୍ଷର ପଟେଲ , ଯଶପ୍ରୀତ ବୁମରାହା , ମହେନ୍ଦ୍ର ସିଂ ଧୋନି , ଭୁବନେଶ୍ୱର କୁମାର , ରବୀନ୍ଦ୍ର ଜାଡେଜା , ନବଦ୍ୱୀପ ସେନି I