ନବୀନ ବାବୁ ବି କରିଲେ ସୋନୁ ସୁଦଙ୍କୁ ପ୍ରଶଂସାରେ କହିଲେ ଏପରି, ଶିଳ୍ପା ସେଠି ଲେଖିଲେ- ରିୟଲ ଲାଇଫ ସୁପରହିରୋ କୁ ସଲାମ

ଦାନବୀର ବଲିଉଡ ଆକ୍ଟର ସୋନୁ ଗରିବ ଲୋକ ଙ୍କ ପାଁଇ ଭଗବାନ ଅଟନ୍ତି I ବର୍ତମାନ ସମୟ ରେ ସାରା ଦେଶ ରଲୋକେ ସୋନୁ ଙ୍କୁ ତାଙ୍କ କାର୍ଯ୍ୟ ପାଁଇ ପ୍ରଶଂସା କରୁଛନ୍ତି I କାରଣ ଅସମୟ ସମୟ ରେ ସେ ଯେଉଁପରି ଗରିବ ଲୋକ ଙ୍କୁ ସହାୟତା କରିଛନ୍ତି ଏହା ବେଶ ପ୍ରଶଂସା ର କାର୍ଯ୍ୟ ଅଟେ I ସେ ପ୍ରାୟ 15000 ଶ୍ରମିକ ଙ୍କୁ ବସ ମାଧ୍ୟମ ରେ ତାଙ୍କ ଘର କୁ ପହଂଚାଇଛନ୍ତି I ପ୍ରାୟ 15000 ପ୍ରବାସୀ ଶ୍ରମିକ ବସ ମାଧ୍ୟମ ରେ ଘରେ ପହଂଚିଥିଲେ I ଏପରି ମାମଲା ରେ ବିହାର , ଉତ୍ତର ପ୍ରଦେଶ , ଓଡିଶା , ଛତିଶଗଡ଼ , ଝାରଖଣ୍ଡ ଆଦି ର ଲୋକ ଙ୍କୁ ସେ ଘର କୁ ପହଞ୍ଚାଇ ଥିଲେ I


ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମଧ୍ୟ ଅଭିନେତା ସୋନୁ ଙ୍କ ର ଟ୍ୱିଟର ମାଧ୍ୟମ ରେ ପ୍ରଶଂସା କରିଛନ୍ତି I ଓଡିଶା ର 167 ଜଣ ମହିଳା ଙ୍କୁ କୋଚି ରୁ ଉଦ୍ଧାର କରି ତାଙ୍କୁ ଘର କୁ ପଠାଇବା ରେ ବିଶେଷ ଯୋଗଦାନ ରହିଛି ଅଭିନେତା ସୋନୁ ଙ୍କ ର I


ବଲିଉଡ ଅଭିନେତ୍ରୀ ଶିଳ୍ପା ସେଠୀ ମଧ୍ୟ ଏପରି କାର୍ଯ୍ୟ ରେ ସୋନୁ ଙ୍କ ର ସହାୟତା କରିଛନ୍ତି I ଟ୍ୱିଟ ରେ ଶିଳ୍ପା ସେଠୀ ଲେଖିଥିଲେ ମୁ ଗର୍ବିତ କି ସୋନୁ ଗରିବ ଲୋକ ଙ୍କ ର ଏପରି ସହାୟତା କରିଛନ୍ତି I ଶିଳ୍ପା ଙ୍କ ଛଡା ୱେବ ସିରିଜ ର ଅଭିନେତ୍ରୀ କୁବ୍ରା ସେନ ସୋନୁ ସୁଦ ଙ୍କ ର ପ୍ରଶଂସା କରିଛନ୍ତି I କୁବ୍ରା ଏହା ମଧ୍ୟ କହିଛନ୍ତି କି ସୋନୁ ହେଉଛନ୍ତି ରିୟଲ ହିରୋ I


ସୋସିଆଲ ମିଡ଼ିଆ ରେ ଶିଳ୍ପା ସେଠୀ ଓ କୁବ୍ରା ସେତ ଦୁହେଁ ଟ୍ୱିଟର ରେ ବେଶ ଭାଇରଲ ହେଇଛନ୍ତି I 29 ମଇ ରେ ସୋନୁ ଓଡିଶା ର 167 ମହିଳା ଶ୍ରମିକ ଙ୍କୁ ଚାଟାର୍ଡ ବିମାନ ଭଡା କରି କୋଚି ରୁ ଭୁବନେଶ୍ୱର ପଠାଇଥିଲେ I ଏହି ଶ୍ରମିକ ମହିଳାମାନେ କେଟେକ୍ଷ କପଡା କମ୍ପାନୀ ରେ କାମ କରୁଛନ୍ତି I ଏହି ମହିଳା ଶ୍ରମିକ ମାନେ ଓଡିଶା ର କେନ୍ଦ୍ରାପଡା ର ଅଟନ୍ତି I ଏହିପରି ଶୁକ୍ରବାର ଦିନ ବିମାନ ଦ୍ୱାରା ସୋନୁ ଏହି ଶ୍ରମିକ ଙ୍କୁ ଓଡିଶା ପଠାଇଥିଲେ I


ଭୁବନେଶ୍ୱର ପାଁଇ ସକାଳ 8 ଘଟିକା ସମୟ ରୁ ବିମାନ ଉଡିବା ଆରମ୍ଭ ହେଇଥିଲା I ଏହି ସମସ୍ତ ଖର୍ଚ୍ଚ ଅଭିନେତା ସୋନୁ ହିଁ କରିଥିଲେ I ଏହି ବିମାନ ଭୁବନେଶ୍ୱର ରେ 10.30 ମିନିଟ ସମୟ ରେ ପହଞ୍ଚିଥିଲା I ସୋନୁ ଙ୍କ ର ଏହି ପ୍ରୟାସ କୁ ନେଇ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପତ୍ତନୟକ ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି I ପଞ୍ଜାବ ର ମୁଖ୍ୟମନ୍ତ୍ରୀ , ବ୍ୟାଡମିଣ୍ଟନ ଷ୍ଟାର ପିବି ସାନ୍ଧୁ , କ୍ରିକେଟ ଷ୍ଟାର ସୁରେଶ ରେନା , ବଲିଉଡ ର ସିଂହମ ଅଜୟ ଦେବଗନ , ବଲିଉଡ ଆକ୍ଟର ଆର ମାଧବନ , ବିବେକ ଓବିରାୟ , କମେଡିୟାଂ କପିଳ ଶର୍ମା ସମେତ ଅନେକ କଳାକାର ସୋନୁ ଙ୍କ ର ପ୍ରଶଂସା କରିଥିଲେ I