ବିଗ ବସ ର ପ୍ରତିଯୋଗୀ ଅରହାନ ଖାଁ ଙ୍କ ର ଏକ୍ସ ଗାର୍ଲଫ୍ରେଣ୍ଡ ଅମୃତା ଧନାଓ ବର୍ତମାନ ବେଶ ଚର୍ଚା କୁ ଆସିଛନ୍ତି I ମୁମ୍ବାଇ ପୋଲିସ ଶୁକ୍ରବାର ଦିନ ଅମୃତା ଙ୍କୁ ଇଷ୍ଟ ହୋଟେଲ ରୁ ଗିରଫ କରିଛି I ପୋଲିସ ରେଡ ସମୟ ରେ ଦେଖିବା କୁ ପାଇଥିଲେ କି ଏକ ପଞ୍ଚତାରକା ହୋଟେଲ ରେ ଅମୃତା ସେ-କ୍ସ ରାକେଟ ଚଳାଉଛନ୍ତି I ପୋଲିସ ସେଠାରେ ନକଲି କଷ୍ଟମର ହେଇ ଯାଇଥିଲା I ଏବଂ ସେଠାରେ ତାଙ୍କୁ ଗିରଫ କରିଛନ୍ତି I ପୋଲିସ ଅଧିକାରୀ ଧର୍ମେନ୍ଦ୍ର କମ୍ବଲେ କହିଛନ୍ତି କି ଅମୃତା ଙ୍କ ସହ ଆଉ ଜଣେ ଅଭିନେତ୍ରୀ ରିଚା ସିଂ ମଧ୍ୟ ଗିରଫ ହେଇଛନ୍ତି I ଏହି ଦୁଇ ଅଭିନେତ୍ରୀ ଙ୍କୁ ସେକ୍ସନ 370(3) , ଆଇପିସି 34 ଓ ସେକ୍ସନ 4.5 ରେ ଗିରଫ କରାଯାଇଛି I
ପୋଲିସ ରେଡ ସମୟ ରେ ଜଣାଯାଇଥିଲା କି ଅମୃତା ଓ ରିଚା ଦୁହେଁ ସେଠାରେ ସେ-କ୍ସ ରାକେଟ ଚଳାଉଥିଲେ I ଦୁହେଁ ଘଟଣା ସ୍ଥାନ ରୁ ଖସି ଯିବା କୁ ଚେଷ୍ଟା କରିଥିଲେ I
ଅମୃତା ବିଗ ବସ ପ୍ରତିଯୋଗୀ ଅରହନ ଖାଁ ଙ୍କ ର ଏକ୍ସ ଗାର୍ଲଫ୍ରେଣ୍ଡ ଅଟନ୍ତି I ବିଗତ ଦିନ ରେ ଅମୃତା , ଅରହନ ଙ୍କ ଉପରେ ଠକାମୀ ର ଆରୋପ ମଧ୍ୟ ଆଣିଥିଲେ I ତେବେ ବର୍ତମାନ ଏହି ଦୁଇ ଅଭିନେତ୍ରୀ ପୋଲିସ ହାଜତ ରେ ରହିଛନ୍ତି I