ସବ ଟିଭି ର ସିରିଏଲ “ତାରକ ମେହତା କା ଉଲ୍ଟା ଚଶ୍ମା” ଏକ କମେଡି ସୋ ଅଟେ I ଏହି ସିରିଏଲ ଦୀର୍ଘ ଅନେକ ବର୍ଷ ହେବ ଲୋକ ଙ୍କ ର ମନୋରଞ୍ଜନ କରିଆସୁଛି I ହାସ୍ୟ ଜଗତ ରେ ଏହି ସିରିଏଲ ବେଶ ସୁପରିଚିତ ଅଟେ I ଏହି ସିରିଏଲ ର ପ୍ରତୋକ କଳାକାର ଙ୍କୁ ଦର୍ଶକେ ବେଶ ପସନ୍ଦ ମଧ୍ୟ କରିଥାନ୍ତି I ଏଠାରେ ଆତ୍ମାରାମ ତୁକାରମ ଙ୍କ ର ଅଭିନୟ , ଡାକ୍ତର ହାତୀ ଙ୍କ ର ପ୍ରତିଟି କଥା ଦର୍ଶକ ଙ୍କୁ ବେଶ ହସାଇଥାଏ I ସେହିପରି ପୋପିଟ ଲାଲ ଙ୍କ ର ପ୍ରତିଟି କମେଡି ମଧ୍ୟ ଦର୍ଶକ ଙ୍କୁ ମଜା ଲାଗିଥାଏ I ମୋଟାମୋଟି ଉପରେ ଦେଖିବାକୁ ଗଲେ ଏହି ସିରିଏଲ ଟି ଦର୍ଶକ ଙ୍କ ର ପସନ୍ଦିତା ସିରିଏଲ ଅଟେ I କିନ୍ତୁ ଏହି ସିରିଏଲ ର ଜଣେ କଳାକାର ଦୀର୍ଘ ଦିନ ହେବ ରୋଗ ରେ ପଡ଼ିଥିଲେ I
ଦିନଆର କଣ୍ଟରାକ୍ଟର ଙ୍କ ର ଦେହାନ୍ତ
“ତାରକ ମେହତା କା ଉଲ୍ଟା ଚଶ୍ମା” ସିରିଏଲ ରେ ବରିଷ୍ଠ ହାସ୍ୟକଳାକାର ଦିନାର 79 ବର୍ଷ ବୟସ ରେ ମୃତ୍ୟୁବରଣ କରିଛନ୍ତି I ଦୀର୍ଘ ଦିନ ହେବ ଦିନାର ଏକ ରୋଗ ରେ ପୀଡିତ ଥିଲେ I ଏବଂ ଏହି ରୋଗ ରେ ହିଁ ତାଙ୍କ ର ଦେହାନ୍ତ ହେଇଥିଲା I ବୁଧବାର ଦିନ ମୁମ୍ବାଇ ରେ 3.30 ମିନିଟ ସମୟ ରେ ତାଙ୍କ ର ଦେହାନ୍ତ ହେଇଥିଲା I ତାଙ୍କ ନାମ ଫିଲ୍ମ ଇଣ୍ଡଷ୍ଟ୍ରି ରେ ବେଶ ଲୋକପ୍ରିୟ ଅଟେ I ତାଙ୍କ ଦେହାନ୍ତ ରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଶୋକ ପ୍ରକାଶ କରିଛନ୍ତି I
ନିଜେ ପ୍ରଧାନମନ୍ତ୍ରୀ ମୋଦି ଏହି କଳାକାର ଙ୍କ ର ବିୟୋଗ ରେ ଦୁଃଖ ପ୍ରକାଶ କରିଛନ୍ତି I ଏବଂ ମୋଦି ତାଙ୍କ ବିୟୋଗ ରେ ଉଲେଖ କରିଛନ୍ତି କି ପଦ୍ମଶ୍ରୀ ଦିନାର କଣ୍ଟ୍ରାକ୍ଟର ଜଣେ ମହାନ ଲୋକ ଥିଲେ I ସେ ଅନେକ ଦର୍ଶକ ଙ୍କ ର ମନୋରଞ୍ଜନ କରୁଥିଲେ I ଟେଲିଭିଜନ ଜଗତ ରେ ସେ ହାସ୍ୟଜଗତ ପାଁଇ ଏକ ବିରାଟ ପରିବର୍ତନ ଆଣିଥିଲେ I କିନ୍ତୁ ଆଜି ତାଙ୍କ ବିୟୋଗ ରେ ମୁ ଦୁଃଖ ପ୍ରକାଶ କରୁଛି I
ମଂଚ ରୁ ଆରମ୍ଭ କରିଥିଲେ କଳାଜଗତ
ଦିନଆର କଣ୍ଟ୍ରାକ୍ଟର ତାଙ୍କ କ୍ୟାରିୟର ର ଆରମ୍ଭ ମଂଚ ଜଗତ ରୁ ହିଁ କରିଥିଲେ I ତାରକ ମେହେଟା ଙ୍କ ର ରୋଶନ ସିଂ ସୋଧୀ କେ ଶଶୁର ରେ ଅଭିନୟ କରିଥିଲେ I ସିରିଏଲ କଭୀ ଉଧର କଭୀ ଇଧର , ଦମ ଦମା ଦମ , ଦୋ ଔର ଦୋ ପାଞ୍ଚ , ହଁମ ସବି ଏକ ହେ , ଶୁଭ ମଙ୍ଗଳ ସାବଧାନ , ହମ ସଁବ ବାରାତି ଓ ଏହିପରି ଅନେକ କମେଡି ସୋ ରେ ସେ କାମ କରିଛନ୍ତି I