ବଡ଼ ଖବର: 8 ଟି ଜିଲ୍ଲା ହେବ ଲକ ଡାଉନ, 22 ଟି ଜିଲ୍ଲା ହେବ Unlock…

ନମସ୍କାର ବନ୍ଧୁଗଣ ମୁଖ୍ୟମନ୍ତ୍ରୀ କରିଲେ ବଡ ଘୋଷଣା ଜୁନ ୧୭ ପରେ ୮ ଟି ଜିଲ୍ଲା ଲକ୍ ଡାଉନ୍ ହେବ ଏବଂ ୨୨ ଟି ଜିଲ୍ଲା ଅନଲକ୍ ହେବ। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଜିଲ୍ଲାରୁ ହଟିବ ଲକ୍ ଡାଉନ୍। ବର୍ତ୍ତମାନ ସମୟରେ ଓଡ଼ିଶାରେ କୋରୋନା ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି। ଏବେ ପଜେଟିଭ ହାର ୮.୫୫ ପ୍ରତିଶତ ରହିଥିବାବେଳେ ସଂକ୍ରମିତ ହାର ୯.୧୦ ରହିଛି।

ମେ ୫ ତାରିଖରେ ଏହି ସଂଖ୍ୟା ୨୧. ୪୫ ରହିଥିବା ବେଳେ ଏହାର ହାରରେ କମି ହୋଇଥିବାର ଦେଖିବାକୁ ମିଳିଛି। ଏହିପରି ଲକ୍ ଡାଉନ୍ ରହିଲେ ଚଳିତ ମାସର ୧୬ ତାରିଖ ବେଳକୁ ଏହା ୧୨ ଟି ଜିଲ୍ଲାରେ ୦% ରେ ପହଞ୍ଚିଯିବାର ସମ୍ଭାବନା ରହିଛି ଏବଂ ଅନ୍ୟ ଜିଲ୍ଲା ମାନଙ୍କରେ ଏହା ୭.୫ ପ୍ରିତିଶତ ରହିବ ବୋଲି ସୂଚନା ରହିଛି।


ତେବେ ଏହି ସବୁ ପ୍ରତିଶତ ଦେଖିକରି ରାଜ୍ୟର ୬୨ ପ୍ରତିଶତ ଭେଣ୍ଟିଲେଟର ଏବଂ ୬୩ ପ୍ରତିଶତ ICU ଭର୍ତ୍ତି ରହିଛି ଏବଂ ଏଠି ସହିତ ୧୧ ତୁ ଜିଲ୍ଲା ରେଡ୍ ଯୋନ୍ ରେ ଥିବାବେଳେ ୯ଟି ଜିଲ୍ଲା ଗ୍ରୀନ୍ ଯୋନ୍ ରେ ଥିବା ଦେଖିବା ପାଇଁ ମିଳିଛି। ସେହିପରି ୧୦ ଟି ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ ଜାରୀ ହୋଇଛି। ଏହି ପରିସ୍ଥିତିକୁ ଦେଖିକରି ରଜପରେ ରାଜ୍ୟ ସରକାର ପକ୍ଷରୁ ଅନାଲକ୍ ର ପ୍ରକ୍ରିୟା ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି।

ବର୍ତ୍ତମାନ ସମୟରେ ମୃତ୍ୟୁର ସଂଖ୍ୟାର ହାରରେ ବୃଦ୍ଧି ହେଉଥିବା ବେଳେ ଏହାକୁ ନେଇ ଶୌଚନିୟ ପରିସ୍ଥିତି ଦେଖିବା ପାଇଁ ମିଳିଛି ଦେଶରେ। ମାତ୍ର ଓଡ଼ିଶାରେ ଏହାର ହାର କମିବାରୁ ସରକାର ଅନଲକ୍ ର ପ୍ରକିୟା ଆରମ୍ଭ କରିପାରନ୍ତି ବୋଲି ଆଲୋଚନା ହୋଇଛି। ବର୍ତ୍ତମାନ ସମୟରେ ସବୁ ଜିଲ୍ଲାରେ ପଜେଟିଭ ହାର ୫ ପ୍ରତିଶତ ତଳକୁ ରଖିଛି। ଯାଜପୁରରେ ସର୍ବାଧିକ ୨୨.୨ ପ୍ରତିଶତ, ଦେବଗଡ଼ରେ ୧.୬ ପ୍ରତିଶତ ଏହା ସହିତ ୭ ଟି ଜିଲ୍ଲା ଭଦ୍ରକ,ଢେଙ୍କାନାଳ, ଜଗତସିଂହପୁର,ଖୋର୍ଦ୍ଧା,ନୟାଗଡ଼,ପୁରୀ, ନବରଙ୍ଗପୁରରେ ୧୨ ପ୍ରତିଶତ ରହିଥିବା ଦେଖିବା ପାଇଁ ମିଳିଛି। ଯାହାକି ବିଭିନ୍ନ ଜିଲ୍ଲା ପାଇଁ ଭିନ୍ନ ଭିନ୍ନ ପ୍ରକାରର ଚ୍ୟାଲେଞ୍ଜ ରହିବ।