ବଲିଉଡ ଫିଲ୍ମ ଜଗତ ରେ ଅଭିନେତା ସଲ୍ମାନ ବଡିଗାର୍ଡ ରୂପେ ସେରା ଙ୍କୁ ନିଜ ପାଖ ରେ ରଖିଛନ୍ତି I ବଡିଗାର୍ଡ ସେରା ଆଜି କୌଣସି ସେଲିବ୍ରେଟି ଠାରୁ କିଛି କମ ନୁହନ୍ତି I ସେରା , ସଲ୍ମାନ ଙ୍କ ପାଖ ରେ ବିଗତ 25 ବର୍ଷ ହେବ ଚାକିରୀ କରି ଆସୁଛନ୍ତି I 1995 ରେ ସଲ୍ମାନ ସେରା ଙ୍କୁ ଚାକିରୀ ରେ ରଖିଥିଲେ I
ଏକ ଇଣ୍ଟରଭିୟୁ ରେ ସେରା ଙ୍କୁ ଯେତେବେଳେ ସଲ୍ମାନ ଙ୍କ ବାବଦ ରେ ପ୍ରଶ୍ନ କରାଯାଇଥିଲା ତ ସେ କହିଥିଲେ I ସେରା କହିଛନ୍ତି ସେ ସଲ୍ମାନ ଙ୍କ ର ସାଇଡ ରେ କି ପଛ ରେ ନୁହେ ସେ ସର୍ବଦା ସଲ୍ମାନ ଙ୍କ ର ଆଗ ରେ ଠିଆ ହେଇଥାନ୍ତି I ତେବେ ବଡିଗାର୍ଡ ସେରା ଙ୍କ ର ଦରମା ଜାଣି ଆପଣ ମଧ୍ୟ ଆଶ୍ଚଯ୍ୟ ହେବେ I
ବିଗତ 20 ବର୍ଷ ତଳେ ସଲ୍ମାନ ନିଜ ପ୍ରଶଂସକ ଙ୍କ ର ଗହଳି ରେ ଫସି ଯାଇଥିଲେ ତାଙ୍କ ଗାଡି ଆଗ କୁ ଯାଇପାରି ନ ଥିଲା ଏଠାରେ 8 କିମି ଚାଲି ଚାଲି ସେରା ସଲ୍ମାନ ଙ୍କୁ ସୁରକ୍ଷିତ ବାହାର କରିଥିଲେ I ସେରା ଙ୍କ ର ପ୍ରତି ମାସ ର ଦରମା 15 ଲକ୍ଷ ଟଙ୍କା ଅଟେ I ଅର୍ଥାତ ବର୍ଷ କୁ ତାଙ୍କ ଦରମା 2 କୋଟି ଟଙ୍କା ଅଟେ I
ସେରା ଙ୍କ ର ନିଜ ର ଏକ ସିକ୍ୟୁରିଟି କମ୍ପାନୀ ରହିଛି I ବିଦେଶ ରୁ ଆସୁଥିବା ସେଲିବ୍ରେଟି ଙ୍କୁ ସେରା ସୁରକ୍ଷା ପ୍ରଦାନ କରିଥାନ୍ତି I ସଲ୍ମାନ ଙ୍କ ର ଫିଲ୍ମ ସୁଲତାନ ରେ ସେରା ଙ୍କ ର ପୁଅ ଟାଇଗର ଆସିଷ୍ଟାଣ୍ଟ ଡ଼ାଇରେକ୍ଟର ରୂପେ କାମ କରୁଥିଲେ I
ଏବଂ ସଲ୍ମାନ ଏହା ମଧ୍ୟ କହିଛନ୍ତି ସେରା ଙ୍କ ର ପୁଅ କୁ ସେ ଆଗାମୀ ସମୟ ରେ ଫିଲ୍ମ ରେ ଲଞ୍ଚ କରିବାକୁ ଯାଉଛନ୍ତି I ଏବଂ ସଲ୍ମାନ ଏହା ମଧ୍ୟ ସ୍ୱୀକାର କରିଛନ୍ତି କି ସେରା ମଧ୍ୟ କୌଣସି ସେଲିବ୍ରେଟି ରୁ କିଛି କମ ନୁହନ୍ତି I
ସଲମାନ ଖାନ ଙ୍କର ବଡିଗାର୍ଡ ସେରାର ଦରମା ଜାଣିଲେ ଆପଣ ବି ଚମକି ଯିବେ, ମାସକୁ ନେଉଛନ୍ତି ଏତେ ଲକ୍ଷ…
