ବାହା ନ ହୋଇ କାହା ପାଇଁ ସାବିତ୍ରୀ ବ୍ରତ କଲେ Lipsha, ଗୁପ୍ତ ରହସ୍ୟ ପଦାକୁ ଆସିଲା

ବନ୍ଧୁଗଣ ଆପଣମାନେ ଓଲିଉଡ଼ ଅଭନେତ୍ରୀ ଲିପ୍ସା ମିଶ୍ରଙ୍କୁ ତ ଖୁବ ଭଲଭାବରେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟକୁ ଆପଣମାନେ ବହୁତ ସାରା ଫିଲ୍ମ ଓ ସିରିଏଲ ରେ ନିଶ୍ଚିତ ଭାବରେ ଦେଖିଥିବେ ତେବେ ଲିପ୍ସା ତାଙ୍କ ଅଭିନୟ ଦ୍ୱାରା ଦର୍ଶକମାନଙ୍କ ମନକୁ ବାନ୍ଧି ରଖିବାରେ ସଫଳ ମଧ୍ୟ ହୋଇପାରିଛନ୍ତି ଓ ଦର୍ଶକମାନେ ଲିପ୍ସା ଙ୍କ ଅଭିନୟ କୁ ବହୁତ ପସନ୍ଦ କରିବା ସହ ତାଙ୍କୁ ବହୁତ ସପୋର୍ଟ ମଧ୍ୟ କରନ୍ତି |


ଦର୍ଶକବନ୍ଧୁ ଅଭିନେତ୍ରୀ ଲିପ୍ସା ବା ହେ ପ୍ରଭୁ ସିରିଏଲ ର ହିରୋଇନ ବର୍ତମାନ ସାବିତ୍ରୀ ବ୍ରତ କରୁଥିବାର କିଛି ଫୋଟୋ ତାଙ୍କର ସୋସିଆଲ ମିଡିଆରେ ଖୁବ ଜୋର ସୋର ରେ ଭାଇରଲ ହବାରେ ଲାଗିଛି ତେବେ ଲିପ୍ସା ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି କିନ୍ତୁ ତାଙ୍କର ନିର୍ବନ୍ଧ ସାରି ଯାଇଛି |


ତେବେ ଏହା ପଛରେ ଥିବା ପ୍ରକୃତ ରହସ୍ୟ ହେଉଛି ଲିପ୍ସା ମିଶ୍ରଙ୍କର କିଛି ପୁରୁଣା ସୁଟିଂ ସେଟ ର ଫୋଟୋ ଯେଉଁଥିରେ ସେ ଓଷା ବା ବ୍ରତ କରୁଥିବାର ଦେଖାଯାଉଛନ୍ତି | ଯାହାକୁ ଦର୍ଶକମାନେ ଭାବୁଛନ୍ତି କି ଲିପ୍ସା ମିଶ୍ର ସାବିତ୍ରୀ ବ୍ରତ କରିଥିଲେ ତେବେ ଦର୍ଶକବନ୍ଧୁ ଏହା ଏକ ମିଥ୍ୟା ଖବର ଯାହାକି ସୋସିଆଲ ମିଡିଆରେ ଭାଇରଲ ହେଉଛି ଏ ଫୋଟୋ ଗୁଡିକ ହେଉଛି ତାଙ୍କ ସୁଟିଂ ସେଟ ର ଫୋଟୋ ତେବେ ବନ୍ଧୁଗଣ ଆପଣମାନଙ୍କୁ ଲିପ୍ସା ମିଶ୍ର କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାନ୍ତୁ |